Sign in
Sign in
Recover your password.
A password will be e-mailed to you.
ରବି ସ୍ୱାଇଁ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧୀନ ପାଟଳଦା ଗ୍ରାମ ପଂଚାୟତ ର ସୁନ୍ଦର ଗ୍ରାମରେ ଥିବା ସୁରେନ୍ଦ୍ର ନାଥ ବିଦ୍ୟାଳୟ ର କର୍ମଚାରୀ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରବିବାର ଦିନ ଅନୁଷ୍ଠିତ ହୋଇ ଯାଇ ଅଛି l ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଶ୍ରୀ…
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଲାଗି ପ୍ରସୂତିର ମୃତ୍ୟୁ ଅଭିଯୋଗ।
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏପରି ଅବ୍ୟବସ୍ଥା ନେଇ ଲୋକେ ତୀବ୍ର ପ୍ରତିବାଦ କଲେ।
କେନ୍ଦୁଝର,ତା୩୦/୧୧- ଆଜି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ମେଡିକାଲ ପରସରରେ ତେଣୁ…
୭୬ତମ ସମ୍ବିଧାନ ଦିବସରେ ବିଜେପୁରରେ ବିରାଟ ଜନସମାବେଶ
୭୬ତମ ସମ୍ବିଧାନ ଦିବସରେ ବିଜେପୁରରେ ବିରାଟ ଜନସମାବେଶବୀର ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଓ ସମ୍ବିଧାନ ପ୍ରଣେତା ଡ଼ା. ବାବା ସାହେବ୍ ଆମ୍ବେଦକରଙ୍କ ସ୍ମୃତିରେ ଅନୁଷ୍ଠିତ ଅଭିଯାନ
ବିଜେପୁର:-ବରଗଡ଼ ଜିଲ୍ଲାର ବିଜେପୁର ସହର ସ୍ଥିତ ପଡ଼ିଆ ଠାରେ ୭୬ତମ ସମ୍ବିଧାନ ଦିବସ ଅବସରରେ ଏକ ବିରାଟ…
ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ଯୁବୋତ୍ସବ-୨୦୨୫ ର ଆୟୋଜନ: ପ୍ରତିଭାଧାରୀଙ୍କ ସମାବେଶ
ନବରଙ୍ଗପୁର:୩୦.୧୧. ୨୦୨୫: ଅଶୋକ ସାହୁ,କ୍ରୀଡା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ଗତ କାଲି ୨୯.୧୧.୨୦୨୫ ରିଖ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ-୨୦୨୫ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ…
ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରଠାରେ ରକ୍ତଦାନ ଶିବିର ଆୟୋଜିତ
ବ୍ରହ୍ମପୁର, ନଭେମ୍ବର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର, କଟକ ଓ ଏଏଲଆଇଜି ଶୈକ୍ଷିକ ଓ ଜନମଙ୍ଗଳ ଅନୁଷ୍ଠାନର ସହଯୋଗରେ ଏହାକୁ…
ଗୋନ୍ଦବିପୁର ଗ୍ରାମରେ ବିଦେଶୀ ପକ୍ଷୀ ଦେଖିବା ସହ ବୋଟିଙ୍ଗର ମଜା
ଗ୍ରାମରେ ପ୍ରଦୂଷଣ ମୁକ୍ତ ସହ ପକ୍ଷୀ ସୁରକ୍ଷା ପାଇଁ ହାତ ମିଲେଇଛନ୍ତି ଗ୍ରାମବାସୀ ।
ବରଗଡ଼:- ପଶ୍ଚିମ ଓଡ଼ିଶାର ଚିଳିକା ଭାବେ ପରିଚୟ ଲାଭ କରିଥିବା ତଥା ପକ୍ଷୀ ଗ୍ରାମ ରୂପେ ଘୋଷିତ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଲକର ଗୋନ୍ଦବିପୁର ଗ୍ରାମ । ଏଠାରେ ପିକ୍ନିକ୍ କରିବା ସାଙ୍ଗକୁ…
ଯୁବ ବିଜେପି ନେତାଙ୍କ କାରନାମା, ଟଙ୍କା ଖାଇ ଏବେ ଦଉଛନ୍ତି ଧମକ, ଚେକ୍ ବାଉନ୍ସ ମାମଲା -ନୋଟିସ ପଠାଇଲେ ଆଇନଜୀବୀ
ଟଙ୍କା ଖାଇ ଏବେ ଦଉଛନ୍ତି ଧମକ, ଚେକ୍ ବାଉନ୍ସ ମାମଲା, -ନୋଟିସ ପଠାଇଲେ ଆଇନଜୀବୀ
ପାଉଁଶ ଇଟା ପାଇଁ କଟା କାରଖାନା ମାଲିକଙ୍କୁ କ୍ରେତା ପ୍ରଦାନ କରିଥିବା ୧.୭୬ ଲକ୍ଷର ଚେକ୍ ବାଉନ୍ସ ହୋଇ ଯାଇଥିଲା। ଜମାଖାତାରେ ପର୍ଯ୍ଯାପ୍ତ ବା ଆବଶ୍ୟକ ମୁତାବକ ଟଙ୍କା ନଥିବାରୁ ଏହା ବାଉନ୍ସ ହୋଇ ଯିବାରୁ…
ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମାସିକ ସାରସ୍ୱତ ଆସରରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ସୁକାନ୍ତ ସୁବୁଦ୍ଧିଙ୍କୁ…
ଭୁବନେଶ୍ୱର - ତା 28.11 : ଓଡ଼ିଶା ସଚିବାଳୟ ଲେଖକ ପରିଷଦର ନଭେମ୍ବର ମାସର ସ୍ୱାରସ୍ବତ ଆସର ଲୋକସେବା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିକଟରେ ଇହଲୀଳା ସମ୍ବରଣ କରିଥିବା ପ୍ରଖ୍ୟାତ କବି ରାଜେନ୍ଦ୍ର କିଶୋର ପଣ୍ଡା ଓ ପରିଷଦର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ସଭାପତି…
ରାଜ୍ୟରେ ଧାନକିଣା ନେଇ ମନ୍ତ୍ରୀଙ୍କ ସମୀକ୍ଷା:ସମସ୍ତ ସହଯୋଗ ନେଇ ମିଲର୍ସ ଆସୋସିଏସନର ପ୍ରତିଶ୍ରୁତି
ଭୁବନେଶ୍ୱର- ତା.୨୯.୧୧.୨୦୨୫: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ନେଇ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରିବା ସହ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ ଉପରେ ମଧ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏତଦବ୍ୟତୀତ ମିଲର୍ସ…
ସ୍ୱତନ୍ତ୍ର ଗୋ-ସୁରକ୍ଷା ଆଇନ ଆଣିବାକୁ ସରକାର ବଦ୍ଧ ପରିକର: ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଗୋ-ମାତାର ସୁରକ୍ଷା ସହ ବେଆଇନ କଂସେଇ ଖାନା ବନ୍ଦ ନେଇ କଠୋର ଆଭିମୁଖ୍ୟ
ଭୁବନେଶ୍ୱର, ୨୯. ୧୧. ୨୦୨୫- ରାଜ୍ୟ ସରକାର ଗୋ-ମାତା ର ସୁରକ୍ଷା ନେଇ କୌଣସି ପ୍ରକାର ସାଲିସ କରିପାରିବେ ନାହିଁ I ଏଥି ସହିତ ରାଜ୍ୟରେ ବେଆଇନ କଂସେଇ ଖାନା ଓ ଗୋଚାଲାଣକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କାରାଯିବ I ଏହାକୁ…