ମୁଖ୍ୟମନ୍ତ୍ରୀଙ୍କ କୃପାଦୃଷ୍ଟି ପଡିଲେ ଉପକୃତ ହୁଅନ୍ତା ଦିବ୍ୟାଙ୍ଗ ବିଜୟ

କେନ୍ଦୁଝର (ଶାସକ ପ୍ରଶାସକ) : ବାଂଶପାଳ ବ୍ଲକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁର ଶ୍ରୀ ରାବଣ ଜୁଆଙ୍ଗ ର ଏକମାତ୍ର ପୁତ୍ର । ପିଲାବେଳୁ ଭିନ୍ନକ୍ଷମ । ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ। ସରକାରୀ ସାହାଯ୍ୟ ଆଶାରେ ପରିବାର। କୁଣ୍ଢେଇ ଗାଁ ର ରାବଣ ଜୁଆଙ୍ଗ ର ଗୋଟିଏ ବୋଲି…

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର,ତା-୩୦.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମୁଦୁପୁର ପଞ୍ଚାୟତ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଶାରୀରିକ କ୍ରୀଡା ଶିକ୍ଷକ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ…

ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର ଉତ୍ସବ ଅନୁଷ୍ଠିତ

ଜଗତସିଂହପୁର,ତା-୩୦.୧୧.୨୦୨୫/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲ ରେ ବାସୁଦେବ ଏଜୁକେସନାଲ ୱେଲଫେୟାର ଟ୍ରଷ୍ଟ ତରଫରୁ ପ୍ରଥମ ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର, ସ୍ୱର୍ଗତ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ବୃତ୍ତି ଓ…

ଆଇନ ସେବା ପ୍ରାଧିକରଣ ହସ୍ତଖେପରେ ଯୋଡା ହେଲା ଭଙ୍ଗା ପରିବାର

ଜଗତସିଂହପୁର,ତା-୩୦.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅନ୍ତର୍ଗତ କନ୍ତାର ଗ୍ରାମର ରାକେଶ ସାମନ୍ତରାୟ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗା ବ୍ଲକ ଅନ୍ତର୍ଗତ ତୁଳସିପଶି ଗ୍ରାମର ଦେବଯାନୀ ସାମନ୍ତରାୟଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୧୧ ବର୍ଷର ଏକ ପୁତ୍ର ଓ ୧୦ ବର୍ଷର ଏକ…

ରାଜସ୍ବ ଗ୍ରାମର ମାନ୍ୟତା ପରେ ୨୭ ବର୍ଷ ବିତିଯାଇଥିଲେ ମଧ୍ୟ ମିଳୁନି ପରିଚୟ l

ଖୋର୍ଦ୍ଧା ରୁ ( ସେକ ଜାଫର ): ଖୋର୍ଦ୍ଧା-୨୯/୧୧-- ଖୋରଧା ଜିଲ୍ଲା ବେଗୁନିଆ ତହସିଲ ଅଧିନସ୍ଥ କଣ୍ଟାବାଡ ଗ୍ରାମ ପଞ୍ଚାୟତ ର କାଚରା ଗ୍ରାମ କୁ ୧୯୯୮ ମସିହା ରେ ମିଳିଥିଲା ନୂତନ ରାଜସ୍ବ ଗ୍ରାମ ର ମାନ୍ୟତା । ଖୁସିରେ ବିଭୋର ହେଲେ କାଚାରା ବାସୀ ମିଳିବ ସ୍ଵତନ୍ତ୍ର ସୁବିଧା ।ବନ୍ଦୋବସ୍ତ ରେ…

ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କୁ ସୋଆ ଯୁବ ସାହିତ୍ୟ ସମ୍ମାନ ପ୍ରଦାନ

ଭୁବନେଶ୍ୱର, ନଭେମ୍ବର ୩୦: ସମାଜରେ ଯଦି ଜନଜାତି ସଂସ୍କୃତି ଓ ପରମ୍ପରାକୁ ଅନୁସରଣ କରାଯାଏ ତେବେ ବର୍ତମାନ ସମାଜରେ ଉପୁଜୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ରବିବାର କହିଛନ୍ତି ବିଶିଷ୍ଟ ସାନ୍ତାଳୀ ଲେଖିକା ଶ୍ରୀମତି ଦମୟନ୍ତୀ ବେସ୍ରା । ଜନଜାତି ସଂସ୍କୃତିରେ ଯୌତୁକ ପ୍ରଥା ନାହିଁ…

ସର୍ବଭାରତୀୟ ଭଞ୍ଜଟ୍ରଫି -୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଶ୍ରେଷ୍ଠ ବିଜେତା ମରାଠା -୧୧ ଭଞ୍ଜନଗର ୩/୧ ଗୋଲ୍

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଞ୍ଜାମଜିଲ୍ଲା ଭଞ୍ଜଭୂମି ଭଞ୍ଜନଗର ପୁରୁଣା ଜେଲ୍‌ ପଡ଼ିଆରେ ଚାଲିଥିବା ଭଞ୍ଜ ଟ୍ରଫି -୨୦୨୫ ଫୁଟବଲ ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ ମ୍ୟାଚ୍‌ ଖେଳର ଅନ୍ତିମ ଦିବସ ସପ୍ତମ ଦିନ ରବିବାର ୩୦/୧୧/୨୦୨୫ ରେ ସୁନ୍ଦରଗଡ଼ ଦୋସ୍ତି ଫୁଟବଲ କ୍ଲବ ଓ ଭଞ୍ଜନଗର ମରାଠା-୧୧…

ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣ,ଓଡ଼ଗାଁ ପୋଲିସ ଦ୍ବାରା ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକ ଅଟକ

ଓଡ଼ଗାଁ,୩୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ରବିବାର ସକାଳୁ ପାଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ଖଣିଜ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ମାଙ୍କଡ଼ା ବୋଝେଇ ୪୦୭ ଟ୍ରକ୍ ସହିତ ମାଲିକ ଓ ଚାଳକଙ୍କୁ ଅଟକ ରଖିଥିବା ଜଣାଯାଇଛି।ଚାଳକ ଜଣକ କୋମଣ୍ଡ ମଶାଣି…

ପନ୍ତିଖାରୀ ଆର ଆଇ କାର୍ଯ୍ୟାଳୟ ଉଦ୍ଘାଟିତ

ଆରଆଇ ଅଞ୍ଚଳର ୨୦ ଜଣ ଆବେଦନକାରୀଙ୍କୁ ଅତିଥିଙ୍କ ଦ୍ବାରା ପଟ୍ଟା ବଣ୍ଟନ, ଗାଁରେ କଲ୍ୟାଣୀ ମଣ୍ଡପ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପ୍ରତିଶୁତି ଓଡ଼ଗାଁ,୩୦୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ ପନ୍ତିଖାରୀ ଶାସନ ଠାରେ ରାଜସ୍ବ ନିରୀକ୍ଷକଙ୍କ ନୂତନ…

ମାନବିକ ଅଧିକାର ସୁରକ୍ଷା ପାଇଁ ବାରର ଭୂମିକା ଶୀର୍ଷକ ପାଠ୍ୟଚକ୍ର

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତଙ୍କ ମାନବିକ ଅଧିକାର ସୁରକ୍ଷା ଆମ ଦାୟିତ୍ବ: ଜଷ୍ଟିସ ଷଡ଼ଙ୍ଗୀ ଓଡ଼ଗାଁ,୩୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନ୍ୟାୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଦରକାର। ଯଦି ନ ପହଞ୍ଚେ ତେବେ ଆମ୍ଭେ ନ୍ୟାୟିକ ବ୍ୟବସ୍ଥା ମଧ୍ୟରେ ଅଛୁ ବୋଲି ଭାବିବା ଉଚିତ୍ ହେବ…