Sign in
Sign in
Recover your password.
A password will be e-mailed to you.
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ
ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ବଳିତା ଗ୍ରାମରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବଳିତା ତଳସାହିର ସାବିତ୍ରୀ ନାଏକ(୪୫)ଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବଳିତା ଗ୍ରାମରେ ସୋନୁ ମୁଣ୍ଡା ନାମକ ବ୍ୟକ୍ତିଙ୍କ ଗୃହ ନିର୍ମାଣ କାର୍ଯ୍ୟ…
୭ ବର୍ଷର ଝିଅକୁ ବ୍ରେନ ଟ୍ୟୁମର, ଚିକିତ୍ସାରେ ଅର୍ଥ ସାଜିଛି ବାଧକ
ଟୁଇଟର ମାଧ୍ୟମରେ ନିବେଦନ ପରେ ପୀଡିତାଙ୍କ ଘରେ ପହଂଚିଲା ପ୍ରଶାସନ
ବଡବିଲ(ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ପୌରାଂଚଳ ୱାର୍ଡ ନଂ-୮ସ୍ଥିତ ବରକତ ନଗରରେ ରହୁଥିବା ନୌସାଦ ଆଲମଙ୍କ ୭ ବର୍ଷର ଝିଅ କେହକେଶା ଖାନମ ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇଥିବାବେଳେ ଚିକିତ୍ସାରେ ଅର୍ଥ ବାଧକ…
୪ ବର୍ଷ ମଧ୍ୟରେ ପେଟ୍ରୋଲ-ଡିଜେଲ ଦର ଆକାଶ ଛୁଆଁ ହୋଇଛି
ବଡବିଲରେ ବିଜେଡି ପକ୍ଷରୁ ପେଟ୍ରୋଲ ପମ୍ପରେ ଧାରଣା
ବଡବିଲ (ଚିତରଂଜନ କର)- କେନ୍ଦୁଝର ଜିଲା ବଡବିଲ ଅଂଚଳରେ ଥିବା ସମସ୍ତ ପେଟ୍ରୋଲ ପମ୍ପରେ ବିଜେଡି ପକ୍ଷରୁ ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି । ବଡବିଲ ଏସଏବି ସର୍ଭିସ ଷ୍ଟେଶନରେ ଯୁବ ବିଜେଡି…
ରେଡକ୍ରସ ତାର କାର୍ଯ୍ୟକ୍ରମକୁ ସୁଦୁରପ୍ରସାରୀ ତଥା ବ୍ୟାପକ କରୁ : ମନ୍ତ୍ରୀ ଶ୍ରୀ ଜେନା
ଭାରତୀୟ ରେଡକ୍ରସ୍ ସୋସାଇଟି ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ
ଭୂବନେଶ୍ୱର : ବିଶ୍ୱ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଅନୁଧ୍ୟାନ କରି ପ୍ରତ୍ୟେକ ବର୍ଷ ଅପ୍ରେଲ ୭ ତାରିଖ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ଦିବସ) କୁ ସାରା ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ…
ପେଟ୍ରୋଲ ଟାଙ୍କି ଆଗରେ ବିଜେଡିର ଶାନ୍ତିପୂର୍ଣ ଧାରଣା
ପେଟ୍ରୋଲିୟମ ଜାତ ଦ୍ରବ୍ୟର କ୍ରମାଗତ ମୂଲ୍ୟବୃଦ୍ଧି ପ୍ରତିବାଦ
ବାରିପଦାରୁ ଦିଲ୍ଲୀପ ମହାନ୍ତି : ପେଟ୍ରୋଲିୟମ ଜାତ ଦ୍ରବ୍ୟ ଡ଼ିଜେଲ ଓ ପେଟ୍ରୋଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧିର ପ୍ରତିବାଦରେ ଅପ୍ରେଲ ୭ ଶନିବାର ମୟୂରଭଞ୍ଜ ଜିଲ୍ଲା ବିଜେଡ଼ି, ଯୁବ, ଯୁବ, ଛାତ୍ର ଓ ମହିଳା ବିଜେଡ଼ି…
ବ୍ରହ୍ମେଶ୍ୱର ୟୁପିଏଚସିରେ ଲୋକାର୍ପିତ ହେଲା “ସୁନେତ୍ର”
କାର୍ଯ୍ୟକ୍ଷମ ହେଲା ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାକେନ୍ଦ୍ର "ଭିଜନ କ୍ଲିନିକ"
ଭୁବନେଶ୍ୱର(ଚକ୍ରଧର ମାଝି) : ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ପ୍ରଣୀତ ହେଉଥୁଇବା ବିଭିନ୍ନ ଯୋଜନା ମଧ୍ୟରୁ ସୁନେତ୍ର ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ…
ଓଏଏସ ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ପାଇଁ ଓଏଏସ ଅଫିସରଙ୍କୁ ଦିଦିନ ଛୁଟି
ଭୁବନେସ୍ଵଶ୍ୱର : ଓଡିଶା ପ୍ରଶାସନିକ ସେବା ସଂଘର ଦ୍ୱିବାର୍ଷିକ ସମ୍ମିଳନୀ ତଥା ସାଧାରଣ ପରିଷଦ ବୈଠକ ଭୁବନେଶ୍ୱର ଠାରେ ଅଵୁସ୍ଥିତ ହେବାକୁ ଯାଉଛି | ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସମ୍ମିଳନୀ ପାଇଁ ଏପ୍ରିଲ ୯ ୦ ୧୦ ଦୁଇଦିନ ସିଏଲ ବା କାଜୁଆଲ ଲିଭ ରାଜ୍ୟସରକାର ମଂଜୁର…
ପାରାଦୀପରେ ରାଜ୍ୟସ୍ତରୀୟ ଦିବାରାତ୍ର ୨୦-ଟୋଣ୍ଟି କି୍ରକେଟ ଉଦ୍ଘାଟିତ
ଉଦ୍ଘାଟନ କଲେ ବନ୍ଦର ଅଧ୍ୟକ୍ଷ, ଶ୍ରାବଣୀ କି୍ରକେଟ କ୍ଳବ ବିଜୟୀ
ପାରାଦୀପ : ପାରାଦୀପର ସର୍ବପୁରାତନ କ୍ରକେଟ ସଙ୍ଗଠନ ପାରାଦୀପ ଭେଟେରିଆନ କି୍ରକେଟ କାଉନସିଲ ଆନୁକୁଲ୍ୟରେ ଗୋପବନ୍ଧୁ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଦିବାରାତ୍ର ଟୋଣ୍ଟି ଟୋଣ୍ଟି କି୍ରକେଟ ଟୁର୍ଣ୍ଣାମେଣ୍ଟ ପାରାଦୀପ ବନ୍ଦରର…
ଦୂର ହେବ କେବେ ଅଣ୍ଡା ଓ ଚିକେନ ଦୋକାନୀଙ୍କ ଶନିଦଶା ?
ଭୋକ ଉପାସରେ ଦିନ କଟାଉଛନ୍ତି ପାରାଦୀପର ଅଣ୍ଡା ଓ ଚିକେନ ବ୍ୟବସାୟୀଙ୍କ ପରିବାର
ପାରାଦୀପ : ଆଜକୁ ପ୍ରାୟ ଦେଢମାସ ହେଲା ଭୋକ ଉପାସରେ ଦିନ କଟାଉଛନ୍ତି ବନ୍ଦର ନଗରୀ ପାରାଦୀପ ଅଞ୍ଚଳର ଅଣ୍ଡା ଓ ଚିକେନ ବ୍ୟବସାୟୀଙ୍କ ପରିବାର । ତୁରନ୍ତ ଏହାର ପ୍ରତିକାର ସେମାନଙ୍କର ବ୍ୟବସାୟୀକୁ ପୁନରବାର…
ଦୀର୍ଘ ୧୨ ବର୍ଷ ପରେ ଶିକ୍ଷୟତ୍ରୀ ନିର୍ଦ୍ଦୋଷ ସାବ୍ୟସ୍ତ
ଆୟ ବର୍ହିଭୂତ ସମ୍ପତ୍ତିଠୁଳ ମାମଲା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସ୍ୱତନ୍ତ୍ର ଭିଜିନ୍ସ କୋର୍ଟ ଜଜ୍ ତାରାପ୍ରସାଦ ରଥ ଦୀର୍ଘ ୧୨ ବର୍ଷ ଧରି ଚାଲି ଆସିଥିବା ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଅଭିଯୁକ୍ତ ଶିକ୍ଷୟତ୍ରୀ ବୈଜୟନ୍ତୀ ମାଳା ପାଲଙ୍କୁ ଆବଶ୍ୟକୀୟ ପ୍ରମାଣ…