ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦ

ବଲାଙ୍ଗିର/Niroj Mishra: ଜାତି ଭିତ୍ତିକ ସଂରକ୍ଷଣ ପ୍ରତିବାଦରେ ଆଜି କିଛି ଗୋଷ୍ଠୀ ପକ୍ଷରୁ ଭାରତ ବନ୍ଦ ଡ଼ାକରା ଦିଆଯାଇଛି। ଏହାର ପ୍ରଭାବ ବଲାଙ୍ଗିର ସହରରେ ଦେଖିବାକୁ ମିଳିଛି। ବଲାଙ୍ଗିରରେ ରୁଦ୍ର ନାରାୟଣ ସେନା ପକ୍ଷରୁ ପିକେଟିଂ କରାଯାଇ ସହରର ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ…

ନିୟମଗିରିରେ ଲ୍ୟାଣ୍ଡମାଇନ ବିସ୍ଫୋରଣ,  ଜଣେ ଡିଭିଏଫ ଜବାନ ଶହୀଦ

ରାୟଗଡା/Saroj Sahu : ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିବା ଶହୀଦ ସଞ୍ଜୟଙ୍କୁ ରାୟଗଡାରେ ଦିଆଯାଇଛି ଶୋକାପ୍ଲୁତ ଅନ୍ତିମ ଶ୍ରଦ୍ଧାଞ୍ଜଳି  । ଏକ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ  ଶରୀରକୁ ଡାକ୍ତରଖାନାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇବା ପରେ ପୋଲିସ ରିଜର୍ଭ ପଡିଆଠାରେ…

ସୁନ୍ଦର ପ୍ରସ୍ତାବ, ପ୍ରଶାସକଙ୍କ ପାଇଁ ଗଠନ ହେବ ସ୍ୱତନ୍ତ୍ର ସୁରକ୍ଷା ବଳ

ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇବେ ସରକାର : ରାଜସ୍ୱ ମନ୍ତ୍ରୀ ହେଲେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ  ସୁରକ୍ଷା ପାଇଁ ନା ଲୋକାଭିମୁଖୀ ଅଧିକାରୀଙ୍କ ପାଇଁ ???????  ଭୁବନେଶ୍ୱର : ପ୍ରଶାସନିକ କାର୍ଯ୍ୟ କଲାବେଳେ ତହସିଲଦାର ତଥା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ହେଉଥିବା…

ମହାନଦୀ ମହା ସଂଗ୍ରାମ ସେକେଣ୍ଡ ଇନିଂସ ପାଇଁ ଆଣ୍ଟା ଭିଡିଲା ବିଜେଡି 

୧୫ରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ବୈଠକ, ଯୋଗଦେବେ ମହାନଦୀ ଅବବାହିକାରେ ଥିବା ୧୫ ଜିଲ୍ଲାର ଦଳୀୟ ଜନପ୍ରତିନିଧି ମହାନଦୀ ନେଇ ଟ୍ରିବ୍ୟୁନାଲ ଗଠନ ଘୋଷଣାରେ ବିଳମ୍ବ, ଏପ୍ରିଲ ୧୨ରେ କେନ୍ଦ୍ର ଡାକିଛି ଆନ୍ତଃରାଜ୍ୟ ବୈଠକ ଇବ୍‍ ଉପନଦୀ ଉପରେ ବନ୍ଧ ନିର୍ମାଣ ପାଇଁ ଛତିଶଗଡ଼ର…

ରେଳବାଇ ପୋଲିସ ସୁରକ୍ଷା ବଳୟରେ ଯାତ୍ରୀ ହଟହଟା

ବ୍ୟାସନଗର/ JAYASHANKAR DASH : ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବହୁବିଧ କାର୍ଯ୍ୟ ଥିଲାବେଳେ ଅଧିକାଂଶ ସମୟରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାଜପୁର ଓ କେଉଁଝରରୋଡ୍ ରେଲୱେ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଥିବା ଯାତ୍ରୀମାନଙ୍କ ପକ୍ଷରୁ ଗଣମାଧ୍ୟମ…

ନିଘା ନାହିଁ କି ପଘା ନାହଁ ନ୍ୟାୟରେ ଚାଲିଛି ପୌରପରିଷଦ

ବାରିପଦାରୁ ଦିଲ୍ଲୀପ ମହାନ୍ତି : ବାରିପଦା ପୌରପରିଷଦ ଓଡ଼ିଶାର ଦ୍ୱିତୀୟ ପୌରପରିଷଦ ଭାବେ ରାଜ୍ୟରେ ଜଣାଶୁଣା । ଏହି ପୌରପରିଷଦ ସହିତ ବହୁ ଐତିହାସିକ ସ୍ମୃତି ଜଡ଼ିତ ରହିଆସିଛି । କିନ୍ତୁ ଏହାର ଗାରିମା ଆସ୍ତେ ଆସ୍ତେ ହଜିବାରେ ଲାଗିଛି । ନିଘା ନାହିଁ କି ପଘା ନାହିଁ ନ୍ୟାୟରେ ଚାଲିଛି…

ଶାନ୍ତି ଓ ସଂହତି ଦେଶର ଆତ୍ମା ସହ ଜଡ଼ିତ, ଏହାର ସୁରକ୍ଷା ପାଇଁ କଂଗ୍ରେସ ବଦ୍ଧ ପରିକର : ପ୍ରସାଦ 

ବିଜେପି ଶାସିତ ରାଜ୍ୟରେ ତଥା ସମଗ୍ର ଦେଶରେ ପ୍ରାୟୋଜିତ ହିଂସାର ଅହିଂସାତ୍ମକ ପ୍ରତିବାଦ  କଲା କଂଗ୍ରେସ ସମଗ୍ର ଦେଶରେ କଂଗ୍ରେସ କର୍ମୀ ପାଳିଲେ ଉପବାସ, ରାଜ୍ୟବ୍ୟାପୀ ପାଳିଲା ଓଡିଶା କଂଗ୍ରେସ  ଭୁବନେଶ୍ୱର/ manasi mishra  – କେନ୍ଦ୍ରର ଭାଜପା ସରକାର ଓ ଭାଜପା ଶାସିତ ରାଜ୍ୟ…

ଧନୁତୀର ଛାଡି  ଶଙ୍ଖ ଫୁଙ୍କିଲେ ଶତାଧିକ ଝାମୁମୋର ଯୁବ ଓ ଛାତ୍ର କର୍ମୀ

ବାରିପଦା/Dillip Mohanty  : ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନ କଲ୍ୟାଣକାରୀ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସହିତ ରାଜ୍ୟ ଯୁବ ଛାତ୍ରମାନଙ୍କ ହୃଦୟର ସ୍ପନ୍ଦନ ଅରୁଣ ସାହୁଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ଅପ୍ରେଲ ୭ ସୋମବାର ଧନୁତୀର…

କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ, ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କଲେ  ୩୬ ଗୋଟି ଦଳ 

ପଦ୍ମପୁର/ Nila Deep : ପଦ୍ମପୁର ସହରର ବଡ଼ପଡା ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ସପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୬ତମ ଏକ ଦିବସୀୟ କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷ…