ସିଫାରେ ଆନ୍ତର୍ଜାତୀୟ ମହିଳା ଦିବସ

  ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ସିଫା, କୌଶଲ୍ୟାଗଙ୍ଗଠାରେ ମାର୍ଚ୍ଚ ୮ ତାରିଖ ଦିନ ଆନ୍ତର୍ଜାତୀକ ମହିଳା ଦିବସ ପାଳନ କରାଯାଇଛି । ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ଅଧିବେଶନରେ ନଗର ତଥା ଗ୍ରାମାଂଚଳ ମହିଳାଙ୍କ ଜନଜୀବନର ଅଭ୍ୟୁଦୟ  ଏବଂ ବିକାଶ ଉପରେ ଆଲୋକପାତ କରାଯାଇଥିଲା ।…

ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରଶାନ୍ତ, ସୌମ୍ୟ ଆଉ ଅଚ୍ୟୁତ

   ଆଜି ବିଧିବଦ୍ଧ ଭାବେ ରାଜ୍ୟସଭା ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରଶାନ୍ତ ନନ୍ଦ,  ସୌମ୍ୟରଞ୍ଜନ ପଟ୍ଟନାୟକ,  ଓ  ଅଚ୍ୟୁତ ସାମନ୍ତ |  ରାଜ୍ୟସଭା ନିର୍ବାଚନ ପାଇଁ ଘୋଷିତ  ରିଟର୍ଣ୍ଣିଂ ଅଫିସର ରାଜେଲ ପାଟିଲଙ୍କ ନିକଟରେ  ବିଧାନସଭାରେ ଏହି ୩ ଜଣ ବିଜୁ ଜନତା ଦଳ …

ମାନସିକତାରେ ପରିବର୍ତ୍ତନ ଲୋଡ଼ା : ଶର୍ମିଳା ଟାଗୋର

କିଟ୍ ଓ କିସରେ  ଆନ୍ତର୍ଜାତିକ ମହିଳା ଦିବସ ପାଳିତ ଭୁବନେଶ୍ୱର: ମହିଳାଙ୍କ ସଶକ୍ତିକରଣ ଓ ସୁରକ୍ଷା ନେଇ ଯେତେେ ଯାହା ଆଇନ୍ କାର୍ଯ୍ୟକାରୀ କଲେ ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ଥିବା ମାନସିକତାରେ ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବିଶିଷ୍ଟ ଅଭିନେତ୍ରୀ ପଦ୍ମଭୂଷଣ ଶର୍ମିଳା ଟାଗୋର…

 ନୂଆପଡା ଏନଏସି ନିର୍ବାଚନକୁ ସ୍ଥଗିତାଦେଶଜାରି କଲେ ହାଇକୋର୍ଟ

ନୂଆପଡା, - ନୂଆପଡା ଜିଲ୍ଲା ସଦର ନୂଆପଡା ଏନଏସି ଗଠନ ହେବା ପରେ ଏହା ଦ୍ୱିତୀୟ ଥର ପରିଷଦ ଗଠନ ନେଇ ନିର୍ବାଚନ କମିସନ ପକ୍ଷରୁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତିରେ ନିର୍ବାଚନ ଆଇନ ଅନୁଯାୟୀ ମହିଳାଙ୍କ ପାଇଁ ଉପଯୁକ୍ତ ସ୍ଥାନ ସଂରକ୍ଷଣ ନଥିବା ଘଟଣା ନେଇ ନୂଆପଡା…

କ୍ୟାଡର ପୁନର୍ଗଠନ ଦାବିରେ ଡିପ୍ଲୋମା ଇଂଜିନିୟରଙ୍କ ଆନ୍ଦୋଳନ

  ଭୁବନେଶ୍ୱର - ନ୍ୟାୟୋଚିତ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଚରମ ଅବହେଳା ଓ ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଓଡିଶା ଡିପ୍ଲୋମା ଇଂଜିନିୟରସ୍ ସେବା ସଂଘ ପକ୍ଷରୁ ଭୁବନେଶ୍ୱରରେ ଗଣଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ  ହୋଇଯାଇଛି ।  ଏହାସହ ଦାବି ପୂରଣ…

ଘାଇଲା ଜନଜାତି, ବାଟ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ 

ସଚିବାଳୟରେ ମାତିଲେ ମହୁମାଛି  ଆଦିବାସୀ ବିକାଶ ପ୍ରୋମୋ ସୁଟିଂ ନୋହିଲା ଭୁବନେଶ୍ୱର- ରାଜ୍ୟ ସଚିବାଳୟରେ ଆତଙ୍କ ଖେଳାଇଲା ମହୁମାଛି । ବିକଳ ଚିତ୍କାର କରି ଜିଇ ଯୁଆଡେ ପାରିଲେ ଦୌଡିଲେ | ସଚିବାଳୟ କର୍ମଚାରୀ , ଅତିଥି ସମସ୍ତେ ଇତଃସ୍ତତ ହୋଇ ଦୌଡୁଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ସହିତ…

ନାରୀ ଓ ପୁରୁଷ ଉଭୟେ ପରସ୍ପର ସହେଯାଗିତା ଓ ବୁଝାମଣାରେ ସମାଜର ସ୍ରୋତରେ କାମ କରିବାକୁ ମହିଳା ସମାଜକୁ ଆହ୍ୱାନ

ବିଜେପି ମହିଳା ମୋର୍ଚ୍ଚା ତରଫରୁ ଆନ୍ତର୍ଜାତୀକ ମହିଳା ଦିବସ ପାଳିତ    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳାଙ୍କ ପ୍ରତି ସମର୍ପିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ମଧ୍ୟ ଆଲୋଚନା  ରାଜ୍ୟ ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କାନନବାଲା ପଟ୍ଟନାୟକଙ୍କୁ “ ଅନନ୍ୟା…

ନିଖୋଜ ହୋଇଥିବା ଏମ୍ସର କଶ୍ମୀରୀ ଛାତ୍ର ମାମଲା,  ତଦନ୍ତ ନାମରେ ଭୁଆଁ ବୁଲାଉଛି କମିଶନରେଟ ପୋଲିସ

   ପୋଲିସ ଏମ୍ସ କର୍ତୃପକ୍ଷ ଓ ନିଖୋଜ ଛାତ୍ରଙ୍କ ପିତା ଓ ସମ୍ପର୍କୀୟଙ୍କ ସହିତ ସହପାଠୀ ମାନଙ୍କ ସହ କଲା  ଆଲୋଚନା ବିଜେପି ଯୁବ ମୋର୍ଚାର ପ୍ରତିନିଧି ଦଳ ଭୁବନେଶ୍ୱର,  : ନିଖୋଜ ହୋଇଥିବା  ଏମ୍ସର କଶ୍ମୀରୀ ଛାତ୍ର ସୋହେଲ ଆଇଜାଜକୁ ଖୋଜିବା ମାମଲାରେ କମିଶନରେଟ ପୋଲିସ ଭୁଆଁ ବୁଲାଉଛି…

 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଅଭିଯୋଗ  ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ:…

  ଭୂବନେଶ୍ୱର:: ବିଜେଡି ନେତାଙ୍କ ମାଫିଆ ଡନ୍ ଡି-ବ୍ରଦର୍ସ ଲିଙ୍କ୍ ଓ ସଙ୍ଗୀନ ହତ୍ୟା ଷଡଯନ୍ତ୍ରର ପର୍ଦ୍ଧାଫାସ୍ ପରେ ବିଜେଡି ବିଧାୟକ ଦେବାଶୀଷ ସାମନ୍ତରାୟ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡି-ବ୍ରଦର୍ସ ଲିଙ୍କ୍ ପ୍ରସଙ୍ଗ ଉଠାଇବା ଗାଲୁଆଙ୍କ ବାରବାଟୀ ଚାଷ  ବୋଲି ବିଜେପି କହିଛି…

ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ 

   bhubaneswar/ girija shankara Dash : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ  ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ସଚିବ ମନ୍ମଥ କୁମାର…