Sign in
Sign in
Recover your password.
A password will be e-mailed to you.
ଚିଟଫଣ୍ଡ ମାମଲାରେ ୪ ଯୁବକଙ୍କୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେ୍ରଟ ଡ଼ଃ. ଭି. ସୁଜାତା ଆଜି ଏକ ଚିଟଫଣ୍ଡ ଏଣ୍ଡ ମନି ସାକୁ୍ୟଲେସନ ସ୍କିମ(ବେନିଂ ଆକ୍ଟ-୧୯୭୮) ମାମଲାର ବିଚାର କରି ବେତନଟୀ ଥାନା ଅନ୍ତର୍ଗତ ଶୁଖିଲାହାର ଗ୍ରାମର ଶିବ ଶଙ୍କର ମହାନ୍ତ(୩୩), ବିଜେଡ଼ିର ଯୁବ ନେତା ତଥା…
ଜାଲ ସାର୍ଟିଫିକେଟ ଦାଖଲ କରି ସରପଞ୍ଚ ହେବା ମହଙ୍ଗା ପଡ଼ିଲା
ବାରିପଦାରୁ ଦିଲ୍ଲୀପ ମହାନ୍ତି- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଏକ ସନ୍ତାନମାନଙ୍କ ଜାଲ ଜନ୍ମ ସାର୍ଟିଫିକେଟ ଦାଖଲ କରି ଖାସିବେଢ଼ା ପଞ୍ଚାୟତରେ ସରପଞ୍ଚ ହେବା ସହିତ ପୂର୍ବତନ ସରପଞ୍ଚ ସୁଦାମ ହେମ୍ବ୍ରମଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ତାଙ୍କ…
ଅମିତ ଶାହାଙ୍କୁ ରୁଚି ନଥିବ ଗୋମତିଙ୍କ ଘରର ଲଞ୍ଚ
ସେପଟେ ଗର୍ଜନ , ଏପଟେ ମୁହଁ ପୋଡି ଯାଉଛି
ଭୁବନେଶ୍ୱର:ସେପଟେ ରାଷ୍ଟ୍ରୀୟ ସଭାପତି ଗର୍ଜି ଗର୍ଜି ରାୟପୁର ବାଟେ ମୁମ୍ବାଇ ଚାଲିଗଲେ | ସେପଟେ ବଲାଙ୍ଗୀରର ଦେଗାଁ ରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଗୋମତୀ ସୁନାଙ୍କ ଘରେ ଲଞ୍ଚ ଅଖାଡୁଆ ଲାଗିଥିବ ନିଶ୍ଚୟ | କାରଣ ସେପଟେ ଗୋମତୀଙ୍କ ଘରେ ଲଂଚ…
ଆମ୍ୱେଦକରଙ୍କ ସଂପର୍କରେ ଓଡିଆ ବକ୍ତୃତା ପ୍ରତିଯୋଗିତା ।
ଯାଜପୁର(ଜୟଶଙ୍କର ଦାଶ : ସମ୍ୱିଧାନ ପ୍ରଣେତା ଡଃ ଭୀମରାଓ ଆମ୍ୱେଦକରଙ୍କ ସଂପର୍କରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ଏକ ଓଡିଆ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଚ୍ଥି । ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଚଳିତ ମାସ ୧୧ ତାରିଖ ପୂର୍ବାହ୍ନ ୮…
ଉଭୟ ନବୀନ ଓ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକରି ସାଧାରଣ ଜନତାଙ୍କୁ ଲୁଟୁଛନ୍ତି
ଦରଦାମ ବୃଦ୍ଧିର ପ୍ରତୀକ ମୋଦୀଙ୍କ ଫଟୋକୁ ରାଜ୍ୟର ସମସ୍ତ ପେଟ୍ରୋଲ ଟାଙ୍କିରୁ ହଟାଯାଉ: ଯୁବ କଂଗ୍ରେସ
ଭୁବନେଶ୍ୱର – ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ରାଜ୍ୟର ବିଜେଡ଼ି ଓ କେନ୍ଦ୍ରର ବିଜେପି ସରକାର କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ…
ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ଶାମାଖୁଣ୍ଟା ବ୍ଲକ ବରିଷ୍ଠ କିରାଣୀ ପ୍ରଫୁଲ୍ଲ
ପାଞ୍ଚ ହଜାର ଟଙ୍କା ଲାଞ୍ଚ ମହଙ୍ଗା ପଡ଼ିଲା ।
ବାରିପଦାରୁ ଦିଲ୍ଲୀପ ମହାନ୍ତି : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ଶାମାଖୁଣ୍ଟା ବ୍ଲକର ବରିଷ୍ଠ କିରାଣୀଙ୍କ ନିମନ୍ତେ ମହଙ୍ଗା ସାବ୍ୟସ୍ତ ହେଲା । ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ବରିଷ୍ଠ କିରାଣୀ ପ୍ରଫୁଲ୍ଲ ମଲ୍ଲିକ ।…
ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ : ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲିପ ମହାନ୍ତି - ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧) କାମ୍ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ଅଜିତ୍ କୁମାର ସିଂ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମୋରଡ଼ା ଥାନା ଅଞ୍ଚଳର ଏକ ୨୬ ବର୍ଷର ଯୁବକ ଶଙ୍କର ସିଂକୁ ଦୋଷୀ ସାବ୍ୟସ୍ତ…
ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ଖସଡ଼ା ପ୍ରସ୍ତୁତିରେ ଜିଲ୍ଲାପାଳଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ
ବାରିପଦା(ଦିଲ୍ଲୀପ ମହାନ୍ତି) - ୨୦୧୯ରେ ହେବାକୁ ଯାଉଥିବା ବାରିପଦା ପୌରପରିଷଦ ନିର୍ବାଚନକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ଦ୍ୱାରା ବାରିପଦା ପୌରପରିଷଦର ୱାର୍ଡର ପୁର୍ନଗଠନ ଓ ସଂରକ୍ଷଣ ନିମନ୍ତେ ଖସଡ଼ା ପ୍ରସ୍ତୁତି ସହିତ ଚୁଡ଼ାନ୍ତ ତାଲିକାର …
ଗୋମତୀ ସୁନାଙ୍କ ଘରେ ଲଞ୍ଚ କରିବେ ଅମିତ ଶାହ
ବଲାଙ୍ଗୀର ଜିଲ୍ଲାର ଦେଗାଁରୁ ନୀରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲାର ଦେଗାଁ କଛାରପାଲି ଗୋମତୀ ସୁନାଙ୍କ ଘରେ ଭୋଜନ କରିବେ ଅମିତ ଶାହା | ପରିବାର ମହିଳା ଝିଅ ମାନେ ମିଶି ଅମିତଙ୍କ ଲାଗି ପ୍ରସ୍ତୁତ କରିଛନ୍ତି ପାରମ୍ପରିକ ବ୍ୟଞ୍ଜନ | ବହଲକଢ଼ ଶାଗ, ଡାଲି, ପୁରୀ , ଭାତ, ବଡ଼ି, ଖିରି,…