Sign in
Sign in
Recover your password.
A password will be e-mailed to you.
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ
୬୮ .୯୩କୋଟି ଟଙ୍କାର ଭିତ୍ତିଭୁମୀ ଉନ୍ନୟନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ପାରଳାଖେମୁଣ୍ଡି ଗଜପତି ଷ୍ଟାଡିୟମଠାରେ ବିଭିନ୍ନ ବ୍ଲକ ପାଇଁ ମୋଟ ୬୮…
ସ୍ୱାତନ୍ତ୍ର୍ୟର ପବିତ୍ରତାକୁ ବଜାୟ ରଖିବା ଆମ କର୍ତ୍ତବ୍ୟ
ପାରଳାଖେମୁଣ୍ଡିରେ ଉତ୍କଳ ଦିବସ ସମାରୋହ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିଠାରେ ୮୩ତମ ଉତ୍କଳ ଦିବସ ସମାରୋହ ୨୦୧୮ ଅବସରରେ ମହାରାଜାଙ୍କ ପାଲେସ ସମ୍ମୁଖରେ ଥିବା ଅର୍ବାନ ବ୍ୟାଙ୍କ ପାର୍କ ଠାରେ ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଲୋକ ସମ୍ପର୍କ…
ପଦ୍ମପୁର ସହରର ବଡ଼ପଡାରେ ଉତ୍କଟ ପାନୀୟ ଜଳ ସଙ୍କଟ
ପଦ୍ମପୁରରୁ ନୀଲ ଦୀପ -ଗ୍ରୀଷ୍ମପ୍ରବାହ ସହ ତାପମାତ୍ରା ଧିରେ ଧିରେ ବଢ଼ି ଚାଲିଥିବା ବେଲେ ପଦ୍ମପୁର ସହରରେ ଜଳସଙ୍କଟରେ ବୄଦ୍ଧି ଦେଖାଦେଇଛି । ବିଶେଷ କରି ବଡ଼ପଡା ରେ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି । ଏ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା…
ପରମ୍ପରା, ସଂସ୍କୃତି, ପ୍ରାକୃତିକ ସମ୍ବଳ ଏବଂ ଜ୍ଞାନ ଓ ଭ୍ରାତୃତ୍ୱ ମନୋଭାବାପନ୍ନ ମାନବସମ୍ବଳ ନିମନ୍ତେ ଓଡ଼ିଶା…
ଗାନ୍ଧୀନଗର ଓଡ଼ିଆ ସମାଜ ପକ୍ଷରୁ ଉତ୍କଳ ଦିବସ ପାଳିତ
ଭୁବନେଶ୍ୱର : ନିଜ ନିଜର ଅନନ୍ୟ ସଂସ୍କୃତି ଏବଂ ବର୍ଷ ସାରା ଏସବୁ ସଂସ୍କୃତିର ଉତ୍ସବ ପାଳନ ନିମନ୍ତେ ଓଡ଼ିଶା ଏବଂ ଗୁଜରାଟ ସୁପରିଚିତ ବୋଲି ଗୁଜରାଟ ରାଜ୍ୟପାଳ ଓମ୍ ପ୍ରକାଶ କୋହଲୀ ମତବ୍ୟକ୍ତ କରିଛନ୍ତି । ଗୁଜରାଟର ଗାନ୍ଧୀନଗରଠାରେ…
ଏନଏସି ଭୋଟ: ଅତାବିରାରେ ୭୩.୧୭% , ହିନ୍ଦୋଳ ରେ ୮୫.୭ % ମତଦାନ
ଭୁବନେଶ୍ୱର(ଜ୍ଞାନେଶ୍ବର) - ବରଗଡ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଲାଗି ଭୋଟ ଗ୍ରହଣ ଶେଷ ହୋଇଛି । ଅତାବିରାରେ ୭୩.୧୭ ପ୍ରତିଶତ ମତଦାନ ହୋଇଥିବା ବେଳେ ହିନେ୍ଦାଳରେ ୮୫.୭ ପ୍ରତିଶତ ମତଦାନ ହୋଇଛି । ଆସନ୍ତା ୫ ତାରିଖରେ ଭୋଟ୍ ଗଣତି କରାଯିବ ବୋଲି ରାଜ୍ୟ…
“ରସଗୋଲା ଓଡ଼ିଶାର ଥିଲା, ଅଛି ଓ ରହିବ’
ଓଡ଼ିଶା ଫୋରମ୍-ମଞ୍ଚ ଆଲୋଚନାଚକ୍ରରେ ଗବେଷକଙ୍କ ତଥ୍ୟ
ନୂଆଦିଲ୍ଲୀ - ରସଗୋଲା ଓଡ଼ିଶାର ଚିରକାଳର ମିଠାା ଏହା ଓଡ଼ିଶାର ଥିଲା , ଅଛି ଓ ରହିବ । ତିନି ତୁଣ୍ଡରେ ଛେଳି କୁକୁର ପରି ଧୂର୍ତ୍ତବୁଦ୍ଧି ଦ୍ୱାରା ଏହାକୁ ନିଜର କରିନେବାକୁ ଯେଉଁ ଅସାଧୁ ଉଦ୍ୟମ ହୋଇଛି, ଅଚିରେ ତାହା ପଣ୍ଡ ହେବ…
ଉତ୍କଳ ଦିବସ ପାଇଁ ଲୋକାର୍ପିତ ହେଲା ନବପଲ୍ଲବର ୨ୟ ସଂସ୍କରଣ
ଚିତ୍ତ ରଞ୍ଜନ କରଙ୍କ ରିପୋର୍ଟ : ଉତ୍କଳ ଦିବସ ସମଗ୍ର ଓଡ଼ିଶା ସମେତ ଓଡ଼ିଶା ବାହାରେ ମଧ୍ୟ ବଡ଼ ଧୁମଧାମରେ ପାଳନ କରାଯାଉଛି । ଏହି ଅବସରରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରକାରେ ଉତ୍କଳ ଦିବସ ପାଳୁଛନ୍ତି । ଆଜିର ଉତ୍କଳ ଦିବସ ଅବସରରେ ଓଡ଼ିଆ ଯୁବକମାନଙ୍କର ଉଦ୍ୟମରେ ପ୍ରକାଶିତ…
ଦୋକାନ ଓ ବାଣିଜି୍ୟକ ପ୍ରତିଷ୍ଠାନର ନାମ ପଂଳକ ଓଡିଆରେ କରିବାକୁ ନିଦେ୍ର୍ଧଶ
ଯାଜପୁର ରୁ ଜୟଶଙ୍କର ଦାଶ: ଓଡିଆ ଭାଷାର ବ୍ୟାପକ ପ୍ରଚଳନ, ପ୍ରଚାର ଓ ପ୍ରସାର ପାଇଁ ସରକାର ବହୁବିଧ ଊଦ୍ୟମ କରୁଚ୍ଥନ୍ତି । ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୧୮ ମସିହା ଜାନୁୟାରୀ ମାସ ଠାରୁ ସମସ୍ତ ପାଂଇଲ ପତ୍ର ଓଡିଆରେ କରିବା ପାଇଁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ କଡା…
ପେଟ୍ରୋଲରେ ନିଆଁ, ଏପ୍ରିଲ ୭ରେ ସବୁ ପେଟ୍ରୋଲ ଟାଙ୍କିକୁ ଶାନ୍ତିପୂର୍ଣ ଟାର୍ଗେଟ କରିବ ବିଜେଡି
ଅହେତୁକ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ଶୋଷଣ କରୁଥିବା କେନ୍ଦ୍ର ସରକାର ବିରୋଧରେ ତିନିଘଂଟିଆ ଶାନ୍ତିପୂର୍ଣ୍ଣ ଜନସଚେତନତା
ଭୁବନେଶ୍ୱରରୁ ଚକ୍ରଧର ମାଝି : ତୈଳର ଅହେତୁକ ଦରବୃଦ୍ଧି ସାଧାରଣ ଖାଉଟିଙ୍କ ଠାରୁ ଆରମ୍ଭ କରି ଅର୍ଥନୀତିର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିଛି ।…