Sign in
Sign in
Recover your password.
A password will be e-mailed to you.
ଯଦୁପୁରରେ ଡକାୟତି, ସୁନା ଅଳଙ୍କାର ଲୁଟ
ନୟାଗଡ଼(ବିଶ୍ୱଜିତ ନାୟକ) :- ସଦର ଥାନା ଯଦୁପୁରରେ ଡକାୟତୀ । ୬ରୁ ଅଧିକ ଡକାୟତ ମନୋରଞ୍ଜନ ପାତ୍ରଙ୍କ ଘରେ ପଶି ବନ୍ଧୁକ ଦେଖାଇ ୩ଲକ୍ଷରୁ ଅଧିକ ଟଙ୍କା ସହ ୭୦ଗ୍ରାମ ସୁନା ଏବଂ ଦେଢକେଜିରୁ ଅଧିକ ରୁପାଅଳଙ୍କାର ଲୁଟିନେଲେ । ଡକାୟତଙ୍କ ଆକ୍ରମଣରେ ମନୋରଞ୍ଜନ ଏବଂ ତାଙ୍କ ସ୍ତ୍ରୀ ଆହତ ।…
୫ ଦାଦନ ଶ୍ରମିକ ସହ ୨ଶିଶୁ ଉଦ୍ଧାର
ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ )-ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ପୋଲିସ ରବିବାର ବିଳମ୍ବିତ ରାତିରେ ଲାଠୋରସ୍ଥିତ ହରିଶଙ୍କର ରୋଡ଼ ରେଲଷ୍ଟେସନ ନିକଟରୁ ୫ ଜଣ ମହିଳା ପୁରୁଷ ଦାଦନ ଶ୍ରମିକ ସହ ଦୁଇଜଣ ଶିଶୁଙ୍କୁ ଉଦ୍ଧାର କରିଛି।ପ୍ରକାଶ ଥାଉକି ଏଥିରେ ସମ୍ପୃକ୍ତ ଥିବା ସର୍ଦ୍ଦାର ଜଣକୁ ଗିରଫ କରି…
କେନ୍ଦ୍ରାପଡ଼ାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।
କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପରିଷଦ କେନ୍ଦ୍ରାପଡ଼ାଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ | ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ,ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ,ଜିଲ୍ଲା…
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ସୁବର୍ଣ୍ଣପୁର ଗ୍ରାମକୁ ଆସିଲା ବିଜୁଳି
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ସୁଵର୍ଣପୁର ଗ୍ରାମ । ଗ୍ରାମ ରେ ବାସ କରନ୍ତି ୩୦ ରୁ ଉର୍ଦ୍ଧ୍ବ ପରିବାରର ୧୫୦ ରୁ ଅଧିକ ଜନସାଧାରଣ। ସରକାର ପରେ ସରକାର ବଦଳିଛି କିନ୍ତୁ ପ୍ରଶାସନ ର ଦୃଷ୍ଟି ଆଢୁଆଳରେ ରହି ଯାଇଥିବା ଏହି ଗାଁ…
ଭାପୁର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା:ନ୍ୟାୟ ପାଇଁ ଏସ୍ପି ଅଫିସ ଆଗରେ ଧାରଣା
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଭାପୁର ସାମ୍ବାଦିକ ପ୍ରଭାତ କୁମାର ବରାଡ଼ଙ୍କୁ ଆକ୍ରମଣ ଘଟଣାରେ ପୁଲିସର ନୀରବତା ଓ ପକ୍ଷପାତିତାକୁ ନେଇ ଆଜି ସାମ୍ବାଦିକମାନେ ନୟାଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଗତ ୨୦ ତାରିଖ ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଜନିତ ଖବର ସଂଗ୍ରହ…
ଡିଏମଏଫ ଖଣି ଶକ୍ତି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝରର ୨୧ ଯୁବକଙ୍କୁ ନିଯୁକ୍ତି
କେନ୍ଦୁଝର,ତା୨/୧୧- ଆବଶ୍ୟକତା-ଭିତ୍ତିକ ଦକ୍ଷତା ବିକାଶ ପଦକ୍ଷେପ ନିମିତ୍ତ ଡିଏମଏଫ କେନ୍ଦୁଝର ପ୍ରଯୋଜିତ ଖଣି ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଖଣି କୌଶଳ ବିକାଶ ତାଲିମ କେନ୍ଦ୍ରର ୨୧ଜଣ ପ୍ରାର୍ଥୀ ବେଙ୍ଗାଲୁରୁରେ ଚାକିରି ପାଇଛନ୍ତି। ଜିଲ୍ଲାପାଳ ବିଶାଲ ସିଂ ନୂତନ ନିଯୁକ୍ତି ପ୍ରାପ୍ତ…
ଇନର ହୁଇଲ କ୍ଲବ ପକ୍ଷରୁ ମହିଳା ଓ ଶିଶୁ କନ୍ୟାଙ୍କ ଉପରେ ହିଂସା ବନ୍ଦ ଲାଗି ସଚେତନତା ଶୋଭାଯାତ୍ରା।
କେନ୍ଦୁଝର,ତା୨/୧୨- କେନ୍ଦୁଝର ଇନରହୁଇଲ କ୍ଲବ ୩୨୬ ପକ୍ଷରୁ ଆଜି କେନ୍ଦୁଝର ସଦରମହକୁମାରେ ଅରେଞ୍ଜ ଦି ୱାର୍ଲଡ ଷ୍ଟପ ଭାଓଲେନ୍ସ ଏଗେନଷ୍ଟ ଓମେନ ଏଣ୍ଡ ଗାର୍ଲ ଚାଇଲଡ କାର୍ଯ୍ୟକ୍ରମ ସଭାନେତ୍ରୀ ସୋନାଲି ସିଂଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଛି। କେନ୍ଦୁଝରସ୍ଥ ଶକ୍ତି ସଦନ ନିକଟରୁ ସଚେତନତା…
୬୯ତମ ରାଜ୍ୟସ୍ତରୀୟ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ
୧୭ ବର୍ଷରୁ କମ୍ ବାଳିକା ଫୁଟବଲରେ ଯୋଗ ଦେବେ ୩୦ ଜିଲ୍ଲାର ପ୍ରତିଯୋଗୀ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ୬୯ତମ ରାଜ୍ୟସ୍ତରୀୟ ୧୭ବର୍ଷରୁ କମ୍ ବାଳିକା ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ କ୍ରୀଡା…
ବିଶ୍ୱକପ୍ ଚାମ୍ପିଅନ୍ ଭାରତ ଦୃଷ୍ଟିବାଧିତ ମହିଳା ଟି- ୨୦ କ୍ରିକେଟ୍ ଟିମ୍ର ୪ ଓଡିଆ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କଲେ…
ଭୁବନେଶ୍ୱର, ୨/୧୨: ବିଶ୍ୱକପ୍ରେ ଚାମ୍ପିଅନ୍ ଦୃଷ୍ଟିବାଧିତ ଭାରତୀୟ ମହିଳା ଟି- ୨୦ କ୍ରିକେଟ୍ ଟିମ୍ର ୪ ଓଡିଆ ଖେଳାଳିଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି । ଦୃଷ୍ଟିବାଧିତ ମହିଳା କ୍ରିକେଟ…
ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ରେ ରାଜ୍ୟସ୍ତରୀୟ ଲ୍ୟାବ ଟେକ୍କନ୍ ୨୦୨୫ ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର, ଡିସେମ୍ବର ୨: ନଭେମ୍ବର ୩୦ ତାରିଖ ରବିବାର ଦିନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ ଓ ଅଲ୍ ଇଣ୍ଡିଆ ମେଡିକାଲ୍ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟସ ଆସୋସିଏସନ୍ (ଏଆଇଏମ୍ଏଲ୍ଟିଏ) ର ମିଳିତ ସହଯୋଗରେ ଓଡ଼ିଶା ରାଜ୍ୟସ୍ତରୀୟ ଲ୍ୟାବ ଟେକ୍କନ୍ ୨୦୨୫…