ଏନଆଇଏନଏଲରେ ଶ୍ରମିକ ଆନ୍ଦୋଳନ, ସାମିଲ ହେଲେ ବିଧାୟକ ପ୍ରୀତିରଞ୍ଜନ 

0

ଯାଜପୁର/ ଜୟଶଙ୍କର ଦାଶ:  ଯାଜପୁର କଳିଙ୍ଗନଗର ସ୍ଥିତ ନୀଳାଚଳ ଇସ୍ପାତ କାରଖାନାରେ ୩ ଦିନ ଧରି ଜାରି ରହିଛି ଶ୍ରମିକ ଆନ୍ଦୋଳନ । ଶ୍ରମିକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଆନ୍ଦୋଳନରେ ସାମିଲ ହେଲେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ।  ଆଜି କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।  ୭ ଦଫା ଦାବୀ ନେଇ ଚାଲିଛି ଏହି ଆନ୍ଦୋଳନ ।

Leave A Reply

Your email address will not be published.