Sign in
Sign in
Recover your password.
A password will be e-mailed to you.
ଡିପିସି ଥିବା ପୂର୍ବତନ ଉପଜିଲ୍ଲାପାଳଙ୍କୁ ଓ ପ୍ରୋଗ୍ରାମ ଅଫିସରଙ୍କୁ ଜେଲ ଆଉ ଜରିମାନା
ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗରେ ଦୁର୍ନୀତି
ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୧୧ରେ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଦାୟିତ୍ୱରେ ଥିବା ତତ୍କାଳୀନ ବାରିପଦା ଉପଜିଲ୍ଲାପାଳ ବଂଶୀଧର ନାୟକଙ୍କ ସହିତ ସେହିସମୟରେ ବିଭାଗରେ କମ୍ପ୍ୟୁଟର ପ୍ରୋଗ୍ରାମର ଦାୟିତ୍ୱରେ ରହିଥିବା ସରୋଜ କୁମାର…
ବାଣ୍ଟ ଛିଣ୍ଡିଲାନି।ଶିକ୍ଷୟତ୍ରୀ ଓ କମିଟି ମଧ୍ୟରେ ଗଣ୍ଡଗୋଳ ।
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ସହର ଉପକଣ୍ଠ ଏକ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅଣ୍ଡା ର ହେରଫେର ହୋଇଥିବା ନେଇ ଶିକ୍ଷୟତ୍ରୀ ଓ କମିଟି ମଧ୍ୟରେ ଗଣ୍ଡଗୋଳ କମିଟି ଚେୟାରମ୍ୟାନ ଓ ଅନ୍ୟ ସଭ୍ୟ ମାନେ ଅସଦାଚରଣ ଓ ମାଡ଼ ମାରିଥିବାର ଶିକ୍ଷୟତ୍ରୀ…
ଯାଜପୁର ରୋଡ ରେଳ ଷ୍ଟେସନ ଅନାଥଙ୍କ ଆଶ୍ରୟ ସ୍ଥଳୀ ପାଲଟିଛି
ବ୍ୟାସନଗର.୨୬.୦୪ - ଯାଜପୁର କେଉଁଝର ରେଳ ଷ୍ଟେସନରେ ୫୦ରୁ ଉର୍ଦ୍ଧ୍ବ ଅନାଥ ବୟସ୍କ ବ୍ୟକ୍ତି ଓ ନାବାଳକ ପିଲା ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି । ପ୍ଲାଟ ଫର୍ମ ତାଙ୍କ ଘର । ଅଧିକାଂଶ ବୃଦ୍ଧ ଓ ବୃଦ୍ଧା ବ୍ୟକ୍ତି , ସେମାନଙ୍କର ପୁଅ ବୋହୁଙ୍କ ଅତ୍ୟାଚାର ସହିନପାରି , ଭିକ୍ଷାବୃତି ଆଦରି…
ଦଳା ସ୍କୁଲ ଠାରୁ ଯାଜପୁର ରୋଡ ଥାନା ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ
ବ୍ୟାସନଗର.(ବିଶ୍ୱଜିତ ମାଝୀ) - ଦଳା ସ୍କୁଲ ଠାରୁ ଯାଜପୁର ରୋଡ ସହର ମଧ୍ୟଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ଯାଜପୁର ରୋଡ ଥାନା ପର୍ଯ୍ୟନ୍ତ ଅତି ଶୋଚନୀୟ ହୋଇପଡିଛି । ତିନି କି.ମି ଦୁର ବ୍ୟାପି ରାସ୍ତାର ଅବସ୍ଥା କହିଲେ ନଚଳେ । ରାସ୍ତାରେ ବଡ ବଡ ଗାଢ ମାନ ସୃଷ୍ଟି ହୋଇଛି । ପିଚୁ…
ଚାନ୍ଦମାରେ ଜଳଛତ୍ର
ବ୍ୟାସନଗର(ବିଶ୍ୱଜିତ ମାଝୀ) : ସ୍ଥାନୀୟ ଚାନ୍ଦମାର ମା' ହିଙ୍ଗୁଳା ଶ୍ରଦ୍ଧାଳୁଙ୍କ ପକ୍ଷରୁ ୨୧୫ ନଂ ଜାତୀୟ ରାଜପଥସ୍ଥିତ ହୋତା ମାର୍କେଟ କମ୍ପେ୍ଲକ୍ସଠାରେ ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତିଠାରୁ ଜଳଛତ୍ର କାର୍ଯ୍ୟକ୍ରମ ଚାଲୁରହିଛି । ଯାଜପୁରରୋଡ୍ ଥାନା ଅଧିକାରୀ ଅମିତାଭ ମହାପାତ୍ର ଏହି…
ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଯାଜପୁର(ଜୟଶଙ୍କର ଦାଶ) – ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୁଧବାର ପୂର୍ବାହ୍ନରେ ଶିଶୁସୁରକ୍ଷା ଘରୋଇ ହିଂସା ଓ ନାରୀ ନିର୍ଯ୍ୟାତନା ବିରୋଧ, ଜଙ୍ଗଲ ସୁରକ୍ଷା, ଶିକ୍ଷା ଅଧିକାର ଆଇନ ସଂପର୍କରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାସ୍କୁଲଠାରେ ଓଡିଆ ବକୃତା, ପ୍ରବନ୍ଧ ଓ…
ହେଲମେଟଧାରୀଙ୍କୁ ଗୋଲାପ, ବିନା ହେଲମେଟବାଲାଙ୍କୁ ପିଲା କଲେ ଅନୁରୋଧ
ପଦ୍ମପୁର ସହରରରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ
ପଦ୍ମପୁରରୁ ନୀଳ ଦୀପ -ଆଜି ପଦ୍ମପୁର ସହରରେ ଆଞ୍ଚଳିକ ପରିବହନ ଅଧିକାରୀ ବରଗଡ଼ଙ୍କ ତତ୍ବାବଧାନରେ ୨୯ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା…
ଓଡ଼ିଶାରେ ଅଛି ନିର୍ମାଣ ଶ୍ରମିକ ବୋର୍ଡ : କୃଷି ଶ୍ରମିକ ବୋର୍ଡ କଥା ଚିନ୍ତା ଭିତରେ ନାହିଁ
ଭୁବନେଶ୍ୱର: ଓଡ଼ିଶାରେ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ଅନ୍ୟୁନ ୧୨ଟି ଜିଲ୍ଲାରେ କୃଷି ଶ୍ରମିକଙ୍କ ଠାରୁ ଅଧିକ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ ଦେଇଥିବା ବିସ୍ତୃତ ପରିସଂଖ୍ୟାନରୁ ଏହା ଜଣାପଡ଼ିଛି । ମନ୍ତ୍ରୀ…
ଜାଣିନାହାନ୍ତି ଆମ ଓଡିଶା ସରକାର
ବର୍ଷକୁ ରାଜ୍ୟ ପାଇଁ କେତେ ଡାଲି, ଲୁଣ, ତେଲ, ଚିନି, ଆଳୁ, ପିଆଜ ଦରକାର
ଭୁବନେଶ୍ୱର: ଓଡ଼ିଶା ପାଇଁ କେତେ ଡାଲି, ଲୁଣ, ତେଲ, ଚିନି, ଆଳୁ, ପିଆଜ ବର୍ଷକୁ ଦରକାର ସେ ସମ୍ପର୍କରେ ତଥ୍ୟ ଯୋଗାଣ ବିଭାଗରେ ନାହିଁ । ସେହିପରି ଓଡ଼ିଶାରେ ଥିବା କୃଷିଭିତ୍ତିକ ସମବାୟ ଶିଳ୍ପ ସଂକ୍ରାନ୍ତରେ ବି…
ଏକ ନେ ଦିଲ ଜିତା ଥା, ଦୁଶରେନେ କିୟା ଦିଲ ପର ବାର !!!
ଚର୍ଚ୍ଚାରେ ମୟୂରଭଞ୍ଜର ଦୁଇ ଜିଲାପାଳ
ଜଣେ ପ୍ରଭାକର ଆଉ ଜଣେ ସୁରେନ୍ଦ୍ର କୁମାର
BARIPADA/DILLIP MOHANTY : କଥାରେ ଅଛି, ପ୍ରାଣୀର ଭଲମନ୍ଦ ବାଣି ମରଣ କାଳେ ତାହା ଜାଣି । ମାନେ ଲୋକ କେତେ ଭଲ କେତେ ଖରାପ ତାହା ତାହାର ଜୀବନ ଛାଡିଲା ବେଳେ ଜଣାପଡେ । ଠିକ୍ ସେହିପରି ଜଣେ…