Sign in
Sign in
Recover your password.
A password will be e-mailed to you.
ସର୍ବ ଭାରତୀୟ ୧୯ ବର୍ଷରୁ କମ ରଗବି ପ୍ରତିଯୋଗିତା ଫାଇନାଲ ରବିବାର
ବାଳିକା ବିଭାଗରେ ଭୂବନେଶ୍ୱର କିସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ
ବାଳକ ବିଭାଗରେ ଦିଲ୍ଲୀ ରିବେଲସ ବନାମ ପଶ୍ଚିମବଙ୍ଗ ଜଙ୍ଗଲ କ୍ରୋ
ବାରିପଦା(ଦିଲ୍ଲୀପ ମହାନ୍ତି )—ବାରିପଦା ତଖତପୁରସ୍ଥିତ ଆଇନ ମହାବିଦ୍ୟାଳୟ ଖେଳପଡ଼ିଆରେ ସେପ୍ଟେମ୍ବର ୫ରୁ ଆରମ୍ଭ ହୋଇଥିବା ସର୍ବ ଭାରତୀୟ…
ଡବଲ ବେନିଫିଟ : ସୁରକ୍ଷାକୁ ପାଇଲା, ପ୍ରତିବାଦକୁ ବି ପାଇବ
ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୋମବାର ରାଜ୍ୟର ସବୁ ସ୍କୁଲ ଛୁଟି କଲେ ସରକାର
ଭୁବନେଶ୍ୱର (): ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କଂଗ୍ରେସ ଓ ବାମଦଳର ବନ୍ଦ ଡାକରା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି…
ଚିଲିକାରୁ ଉଡିବନି ସାମୁଦ୍ରିକ ପ୍ଲେନ !
ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ହସ୍ତକ୍ଷେପ ପରେ ଚିଲିକାରେ ୱାଟର ଏରୋଡ୍ରମ୍ ପ୍ରକଳ୍ପ ସମ୍ଭାବନା କ୍ଷୀଣ
ଭୁବନେଶ୍ୱର : ଚିଲିକା ହ୍ରଦରେ ୱାଟର ଏରୋଡ୍ରମ୍ ପ୍ରତିଷ୍ଠା କରି ସି' ପ୍ଲେନ୍ ଚଳାଇବା ପାଇଁ ଚାଲିଥିବା ଉଦ୍ୟମକୁ ଝଟକା ଲାଗିଛି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଏହି ପ୍ରସଙ୍ଗକୁ…
ପୁଲିସ-ଆଇନଜୀବୀ ବିବାଦ : ବଳି ପଡ଼ୁଛନ୍ତି ବିଚାର ଜନତା
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଅଗଷ୍ଟ ୨୮ରେ ଏକ ସଡ଼କ ଦୁର୍ଘଟଣାକୁ କେନ୍ଦ୍ର କରି ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କ ସହିତ ପୁଲିସର ଯୁକ୍ତିତର୍କ ହୋଇଥିଲା । ଏଥିରେ ପୁଲିସ ବାବୁ କୁଆଡେ଼ ଉତକ୍ଷିପ୍ତ ହୋଇ ଆଇନଜୀବୀ ଶ୍ରୀପଟ୍ଟନାୟକଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଥିଲା…
ଡାକରା ଦେଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା : ତିନି ଦଫା ଦାବି ପୂରଣ ନିମନ୍ତେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ୧୫ରେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ବାରିପଦାଠାରେ ଉଚ୍ଚ ନ୍ୟାୟାଳୟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା , ଆର୍ବାନ ବ୍ୟାଙ୍କ ଜମାକାରୀମାନଙ୍କୁ ସେମାନଙ୍କ ଜମା ରାଶି ଫେରସ୍ତ ଓ ଜିଲ୍ଲାରେ ରେଳଲାଇନର ବିକାଶ ଆଦି ୩ ଦଫା ଦାବି ପୂରଣ ନିମନ୍ତେ ଚଳିତ ସେପ୍ଟେମ୍ବର…
ଭାରତୀୟ ହକି ଦଳର ଜର୍ସି ଉନ୍ମୋଚିତ
ମୁମ୍ବାଇ : ଭାରତ ପୁରୁଷ ହକି ଦଳ ର ନୂତନ ଜର୍ସି ଉନ୍ମୋଚିତ ହୋଇଯାଇଛି । ୭ ତାରିଖ ମୁମ୍ବାଇର ଏକ ହୋଟେଲରେ ବହୁ ଆଡ଼ମ୍ବରରେ ଭାରତୀୟ ପୁରୁଷ ହକି ଦଳର ନୂତନ ଜର୍ସି ଉନ୍ମୋଚିତ ହୋଇଛି। ଆସନ୍ତା ନଭେମ୍ବରରେ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ବିଶ୍ୱକପ ହକି ଏହି ବିଶ୍ୱକପ ହକି ରେ ଭାରତ…
ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ: ୪ ଆହତ
ଜି ଉଦୟଗିରି : କନ୍ଧମାଳ କିଲ୍ଲାରେ ଜି ଉଦୟଗିରି ପଣସ ବଙ୍କିଆ ଠାରେ ଏକ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଛି | ଏହି ଦୁର୍ଘଟଣାରେ ୪ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି |
ତୈଳ ଦର ବୃଦ୍ଧି : ନୟାଗଡରେ ଯୁବ-ଛାତ୍ର-ମହିଳା ବିଜେଡି ପକ୍ଷରୁ ସଚେତନତା ଆଉ ପ୍ରତିବାଦ
ନୟାଗଡରୁ ବିଶ୍ୱଜିତ ନାୟକ : କ୍ରମାଗତ ତୈଳ ଦର ବୃଦ୍ଧି ଭଳି କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଷ୍ପତ୍ତି ପ୍ରତିବାଦରେ ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ମିଳିତ ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ସେପ୍ଟେମ୍ବର ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ…
କେନ୍ଦ୍ର ସରକାରଙ୍କ ରାଫେଲ ଦୂର୍ନୀତି ପ୍ରସଙ୍ଗରେ ନବୀନ ସରକାର ଚୁପ କାହିଁକି ?
ରାଫେଲ ଦୂର୍ନିତୀ ଏନଡିଏ ସରକାରଙ୍କର ସବୁଠାରୁ ବଡ ଦୂର୍ନୀତି – କଂଗ୍ରେସ
ବାରିପଦା(dillip mohanty) ବର୍ତ୍ତମାନ କେନ୍ଦ୍ରର ଏନଡିଏ ସରକାର ସବୁଠାରୁ ବଡ ଦୂର୍ନିତୀ ରାଫେଲ ଦୂର୍ନୀତି ରେ ଜୁଡୁବୁଡୁ ହୋଇଥିବାର ଅଭିଯୋଗ କରିଛି କଂଗ୍ରସେ । ଗତକାଲି ଗୁରୁବାର ବାରିପଦାର ରୋଟାରୀ କ୍ଲବଠାରେ…
ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ଯଶୋବନ୍ତି ବେହେରା ବସନ୍ତ ବିଶ୍ୱାଲ ସମ୍ମାନରେ ସମ୍ମାନୀତ
ବଲାଙ୍ଗିର - ଓଡିଶା ରାଜ୍ୟ ସ୍କାଉଟ ଗାଇଡ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ବସନ୍ତ ବିଶ୍ୱାଲ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ବଲାଙ୍ଗିର ଜିଲ୍ଲାରୁ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଟଗାଁ ହାଇସ୍କୁଲର ସ୍କାଉଟ୍ ମାଷ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବଲାଙ୍ଗିର ସଦର…