Sign in
Sign in
Recover your password.
A password will be e-mailed to you.
ଏପଟେ ମୃତ୍ୟୁ ଦଣ୍ଡାଦେଶ ଅଧ୍ୟାଦେଶକୁ ରାଷ୍ଟ୍ରପତିଙ୍କ ଅନୁମୋଦନ, ସେପଟେ କେନ୍ଦ୍ର ମନ୍ତ୍ରୀ କହୁଛନ୍ତି ବଲାତ୍କାର…
ଗୋଟେ ପଟେ ନାବାଳିକାଙ୍କ ବଲାତ୍କାରୀକୁ ଫାସୀ ଦଣ୍ଡାଦେଶ ସମ୍ପର୍କିତ ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇ ଥିବା ବେଳେ ସେପଟେ ବିଜେପି ନେତା ତଥା କେନ୍ଦ୍ର ସରକାରଙ୍କ କେନ୍ଦ୍ର ଶ୍ରମ ଓ କର୍ମ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି ଯେ ଭାରତ ଭଳି ଦେଶରେ…
ହାତୀ ଆକ୍ରମଣରେ ୩ ମହିଳା ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି )- ଶନିବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାମାଇଡ଼ିହି ଗ୍ରାମର କେତେକ ପୁରୁଷ ଓ ମହିଳା ସ୍ଥାନୀୟ ଜଙ୍ଗଲକୁ ଚାରକୋଳି ତୋଳିବା ସମୟରେ ଅଚାନକ ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ବାହାରି ଆସି ଆକ୍ରମଣ କରିଥିଲା ।…
ଗିରିଧାରୀ ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର : ମୁମ୍ବାଇ ପୋଲିସର ଅବସରପ୍ରାପ୍ତ କମିଶନର ଅରୂପ ପଟ୍ଟନାୟକଙ୍କ ବିଜେଡି ରେ ଯୋଗ ଦାନ ପରେ ଭାରତୀୟ ସୂଚନା ସେବାର ଅବସର ପ୍ରାପ୍ତ ବରିଷ୍ଠ ଅଧିକାରୀ ଗିରିଧାରୀ ମହାନ୍ତି ବିଜେଡି ରେ ଯୋଗ ଦେଇଛନ୍ତି | ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କୁ ବିଜେଡିରେ ସାମିଲ କରି ତାଙ୍କର…
ସଡକ ସୁରକ୍ଷା ନିୟମ ଊଲଂଘନକାରୀଙ୍କ ଲାଇସେନ୍ସ ରଦ୍ଧ ହେବ – ଜିଲ୍ଲାପାଳ
ବ୍ୟାସନଗର (JAYSHANKAR DASH ) :ସଡକ ସୁରକ୍ଷା ନିୟମକୁ ଉଲଂଘନ କରୁଥିବା ଚାଳକ ମାନଙ୍କ ଲାଇସେନ୍ସ ରଦ୍ଧ ସହ ଜୋରିମାନାକୁ କଡାକଡି କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ନିର୍ଦ୍ଦେଶ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ସଡକ ସୁରକ୍ଷା ପାଳନ…
*ସ୍ୱଚ୍ଛ ଭାରତ ଦିବସ ଅବସରରେ ଗୌରବ ଯାତ୍ରା*
ପଦ୍ମପୁର-ରାଜବୋଡାସମ୍ବର ବ୍ଳକ ଚାରପାଲି ଗ୍ରମପଞ୍ଚାୟତ ଅନ୍ତର୍ଗତ ଭାଲୁକନା ଗ୍ରାମ ଖୋଲା ମଳମୁକ୍ତ ଗ୍ରାମ ଭାବେ ଗ୍ରାମବାସୀଙ୍କ ମିଳିତ ସହଯୋଗ ଯୋଗୁଁ ସମ୍ଭବ ହୋଇଛି ।ଗତ ୧୮ତାରିଖ ସ୍ବଛ୍ଛ ଭାରତ ଦିବସ ଅବସରରେ ଗ୍ରାମବାସୀଙ୍କ ତରଫରୁ ଗୌରବ ଯାତ୍ରାରେ ଉନ୍ନୟନ ସଂସ୍ଥାର ପ୍ରକଳ୍ପ…
ନୄସିଂହନାଥ ପିଠରେ ଲାଗିଲା ପଖାଳ ଭୋଗ
ପଦ୍ମପୁର/NILA DEEP : -ବରଗଡ଼ଜିଲ୍ଲା ପଦ୍ମପୁର ସଦରମହକୁମାରୁ ୩୫କି.ମି ଦୂରରେ ଅବସ୍ଥିତ ଶ୍ରୀ ଶ୍ରୀ ନୄସିଂହନାଥ ମହାପ୍ରଭୁଙ୍କ ମନ୍ଦିର । ନୄସିଂହନାଥ ମନ୍ଦିରରେ ମହାପ୍ରଭୁଙ୍କ ଠାରେ ପ୍ରଚଣ୍ଡ ଗ୍ରୀଷ୍ମ ତାପ ଯୋଗୁଁ ପଖାଳ ଭୋଗ ଲଗା ଯାଇଥିଲା ।ଏହି ପଖାଳ ଭୋଗ ଲଗାଇବା ପରମ୍ପରା ପୂରାତନ କାଳରୁ…
ନିରଂଜନ ମୁଣ୍ଡରେ ପିସିସି ମକୁଟ, ତେଣେ ବଦ୍ରିଙ୍କ ଚିନ୍ତା ଉତ୍କଟ
ଗରମ ହେଉଛି କେନ୍ଦୁଝର ରାଜନୀତି
କେନ୍ଦୁଝର (ଜିତେନ୍ଦ୍ର ସାହୁ): ଗତ କିଛି ଦିନ ମଧ୍ୟରେ ରାଜନୈତିକ ପାଣିପାଗରେ କିଛିଟା ପରିବର୍ତ୍ତନ ରାଜ୍ୟ ରାଜନୀତିକୁ ଯେତିକ ସରଗରମ କରିଛି ତାହାକୁ ନେଇ କେନ୍ଦୁଝର ଜିଲା ରାଜନୀତି ମଧ୍ୟ କିଛି କମ ସରଗରମ ହୋଇନାହିଁ । ଗତ ସ୍ୱଳ୍ପ ଦିନ ମଧ୍ୟରେ ରାଜ୍ୟ…
ଉଜ୍ଜ୍ୱଳା ଦିସବରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ
ଭୁବନେଶ୍ୱରରୁ ଚକ୍ରଧର ମାଝି : ଉଜ୍ଜ୍ୱଳା ଦିସବ ତଥା ପ୍ରଧାନମନ୍ତ୍ରୀ ଏଲ୍ପିଜି ପଂଚାୟତ ଉପଲକ୍ଷେ ଆଜି ବିଭିନ୍ନ ସ୍ଥାନରେ ମହିଳା ହିତାଧିକାରୀଙ୍କୁ ଗ୍ୟାସ୍ ସିଲିଣ୍ଡର୍ ଓ ଚୂଲା ବଂଟନ କରାଯାଇଥିଲା । ଏକାମ୍ର ଅଂଚଳର ମହତାବ ରୋଡ଼୍ କେଉଟ ସାହି ଛକଠାରେ ସେବା ଇଣ୍ଡିଆନ୍ ପକ୍ଷରୁ ଗ୍ୟାସ୍…
ଗ୍ରାମ ସ୍ୱରାଜ ଯୋଜନାର କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ
ରାଜ୍ୟସରକାରଙ୍କ ଅସହଯୋଗ କାରଣରୁ ମୋଦୀ ସରକାରଙ୍କ ଜନକଲ୍ୟାଣ ଯୋଜନାର ସଚେତନତା ବାର୍ତା ସାଧାରଣ ଜନତାଙ୍କ ପାଖରେ ପହଂଚି ପାରୁନାହିଁ : ବିଜେପି
ଭୁବନେଶ୍ୱର : କେନ୍ଦ୍ରସରକାର ଏପ୍ରିଲ ୧୪ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ଗ୍ରାମ ସ୍ୱରାଜ ଅଭିଯାନ ମାଧ୍ୟମରେ ବିଭିନ୍ନ ଜନକଲ୍ୟାଣ ଯୋଜନା…
ଏଟିଏମ ସବୁ ଫାଙ୍କା, ଲୋକ ପାଉନାହାନ୍ତି ଟଙ୍କା
ଭାରତବର୍ଷରେ ଅଘୋଷିତ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି: ବିଜେଡ଼ି
ରିଜର୍ଭ ବ୍ୟାଙ୍କ ମୁଖ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ଏବଂ ସମସ୍ତ ଜିଲ୍ଲା ସଦର ମହକୁମା ଓ ବ୍ଲକ ସ୍ତରରେ ଅଗ୍ରଣୀ ବ୍ୟାଙ୍କ ସମ୍ମୁଖରେ ବିଜେଡିର ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ପ୍ରତିବାଦ…