“ସାହିତ୍ୟ ସୃଷ୍ଟିକୁ ସୁନ୍ଦର କରି ଗଢ଼ିତୋଳିଥାଏ’

"ବଉଳଫୁଲ' ସାହିତ୍ୟ ସଂସଦର ୩୪ ତମ ବାର୍ଷିକୋତ୍ସବ ଯାଜପୁରରୋଡ୍/jayashankar dash  : "ବଉଳଫୁଲ' ସାହିତ୍ୟ ସଂସଦର ୩୪ତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ଲେଖକ ସାମ୍ମୁଖ୍ୟର ସଭାପତି ଡ. ସାତକଡ଼ି ହୋତା ସଭାପତିତ୍ୱ କରିଥିଲେ । ପ୍ରଥମ ଅଧିବେଶନରେ ଉକ୍ରଳ…

ଭାଲୁ ଆକ୍ରମଣରେ ୩ ଆହତ

ଯାଜପୁରରୋଡ୍/biswajit majhi  : ଶୁକ୍ରବାର ସକାଳେ ବ୍ୟାସନଗର ସହରର ମଧ୍ୟ ଭାଗକୁ ଏକ ଭାଲୁ ପଶିଆସିଥିବାବେଳେ ସ୍ଥାନୀୟବାସିନ୍ଦା ଘଉଡ଼ାଇ ଦେଇଥିଲେ । ଭାଲୁଟି ଦଳାର ଶକ ମହାନ୍ତ ଏବଂ ନଟପଡ଼ାର  କୁନା ସାମଲଙ୍କୁ ଆକ୍ରମଣ କରିଥିବାବେଳେ ଭାଲୁ ଦେଖିବାକୁ ଆସିଥିବା ଜଣେ ଦେଖଣାହାରୀଙ୍କୁ ମଧ୍ୟ…

ବାଲି ମାଫିଆଙ୍କ ଉତ୍ପାତ ଲୋକେ ଆର୍.ଡି.ସି ଙ୍କ ଦ୍ବାରସ୍ଥ 

ପଦ୍ମପୁର-ପଦ୍ମପୁର ଉପଖଣ୍ଡସ୍ଥ ଅଂଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଏବଂ ଛତିଶଗଡ଼କୁ ଚାଲାଣ ରୋକିବା ପାଈଁ ସ୍ଥାନୀୟ ଲୋକ ଆର୍ ଡିସିଙ୍କ ଦ୍ବାରସ୍ଥ ହୋଇଛନ୍ତି।ଗତ ୨ବର୍ଷ ହେଲା ବଡ଼କୁଞ୍ଜାରି ବାଲି ଘାଟରୁ ବେଆଇନ ଭାବେ ବାଲି ବିକ୍ରି କରାଯାଉଥିବା ଲୋକେ ଅଭିଯୋଗ…

ମହାନଦୀ ସୁରକ୍ଷା ଅଭିଯାନ : ମା’ ସମଲେଶ୍ୱରୀଙ୍କ ପୀଠରେ ଜଳଆଳତୀ 

ସମ୍ବଲପୁର/ଗୌରାଙ୍ଗ ଦାଶ : ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଯାତ୍ରା ବରଗଡ଼ ଓ ଝାରସୁଗୁଡ଼ାରୁ ବୁଧବାର ଆରମ୍ଭ ହୋଇଥିଲା ବେଳେ ସମ୍ବଲପୁରରେ ଏହି ଯାତ୍ରା ପହଂଚିବା ପରେ ଏହି ଯାତ୍ରାକୁ ବିପୁଳ ସମ୍ବର୍ଧନା ଦିଆ ଯାଇଛି |  ଛତିଶଗଡ଼ ଯେପରି ଭାବେ ମହାନଦୀ ଉପର ମୁଣ୍ଡରେ ବହୁ…

ଗ୍ରୀଷ୍ମ କାଳୀନ ଲନ ଟେନିସ ଶିବିର ଅନୁଷ୍ଠିତ 

  ବାରିପଦା/Dillip mohanty  : ମୟୁରଭଞ ଟେନିସ ଏସୋସିଏସନ ଆନୁକୁଲ୍ୟରେ ଗ୍ରୀଷ୍ମକାଳୀନ ଟେନିସ ଶିବିର ଆୟୋଜନ କରାଯାଉଅଛି । ବାରିପଦା କ୍ଲବ ପରିଷରରେ  ଅତ୍ୟାଧୁନିକ ସିନ୍ଥେଟିକ ଟେନିସ କୋର୍ଟରେ ଅଭିଜ୍ଞ ପ୍ରଶିକ୍ଷକ ଙ୍କ ଦ୍ୱାରା ପାଞ୍ଚ ବର୍ଷରୁ ଷୋହଳ ବର୍ଷ ପର୍ଯ୍ୟନ୍ତ ବାଳଳ ଓ ବାଳିକା…

ବାଲେଶ୍ୱରରେ ୨ୟ ପର୍ଯ୍ୟାୟ  ପୋଲିଓ ଖୁଆ କାର୍ଯ୍ୟକ୍ରମ 

ବାଲେଶ୍ୱର(ଉଜ୍ଜ୍ୱଳ କର) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଚଳିତ ବର୍ଷର ଦ୍ୱିତୀୟ ପଯର୍ୟାୟ ଶିଶୁ ପୋଲିଓ ଖୁଆ କାଯର୍ୟକ୍ରମ ଆଜି ଆରମ୍ଭ ହୋଇଛିା ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ  ପରିସରରେ ଆୟୋଜିତ ପୋଲିଓ କ୍ୟାମ୍ପରେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ…

ଡା. ବନମାଳୀ ସାହୁଙ୍କ ପରଲୋକ

  ବରଗଡ଼/ନୀଳ ଦୀପ  - ବରଗଡ଼ର ସ୍ବନାମଧନ୍ୟ ଡା. ବନମାଳୀ ସାହୁଙ୍କ ବୁଧବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କ ପରଲୋକ ହୋଇଛି । ଡା.…

ଏଟିଏମରୁ ଟଙ୍କା ବାହାରୁନି, ଜିଲାପାଳଙ୍କୁ ଫେରାଦ ହେଲା ଆପ୍‌ ।

ବରଗଡ଼/ନୀଳ ଦୀପ  - କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ପରେ ଦେଖାଯାଇଥିବା ସମସ୍ୟା ଏବେ ମଧ୍ୟ ଲାଗି ରହିଛି । ବର୍ତ୍ତମାନ ଏଟିଏମ ଗୁଡ଼ିକରେ ନଗଦ ଟଙ୍କା ନ ବାହାରିବା ଲୋକଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ହୋଇଛି । ବରଗଡ଼ ସହର ସମେତ ଜିଲାର ବିଭିନ୍ନ ସ୍ଥାନରେ ରହିଥିବା ଏଟିଏମ ଗୁଡ଼ିକରୁ…

ମୟୁରଭଞ୍ଜ  ଜିଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ 

ବାରିପଦା/ Dillip Mohanty —ମୟୁରଭଞ ଜିଲାର ପଞ୍ଚମ ଜିଲାପରିଷଦ ବୈଠକ ସ୍ଥାନୀୟ ପ୍ରୟାସ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲାପରିଷଦର ଅଧ୍ୟକ୍ଷା ସୁଜାତା ମୁର୍ମୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉକ୍ତ ବୈଠକରେ ଓଡିଶା ବିଧାନସଭାର ଉପବାଚସ୍ପତି ତଥା ବିଧାୟକ ବାରିପଦା ସାନନ୍ଦ…

“ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ “ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ…

ଓଡ଼ିଶାର ଚାଷୀମାନଙ୍କର ରୋଜଗାର ବୃଦ୍ଧି ଓ ନୂତନ କର୍ମନିଯୁକ୍ତିରେ ଏହା ସହାୟକ ହେବ:ମନ୍ତ୍ରୀ ଶ୍ରୀ ମହାରଥୀ   ଭୁବନେଶ୍ୱର : କୃଷିର ଉନ୍ନତି ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଉନ୍ନତ ଓ ଅଭିନବ ଯନ୍ତ୍ରପାତି ତିଆରି କରି ବ୍ୟବହାର କରୁଥିବା ଚାଷୀଙ୍କୁ "ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି…