ଭଦ୍ରକ ରେ ମେଡିକାଲ କଲେଜ ନିର୍ମାଣ ପାଇଁ ଆନ୍ଦୋଳନ ତେଜିଲା !

0 1

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଜିଲ୍ଲାର  ସ୍ବାର୍ଥ ପାଇଁ ଆଜିଠାରୁ ଆରମ୍ଭ ହେଲା ବିରାଟ ଜନ ଆନ୍ଦୋଳନ ! ଅଵହେଳିତ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ନିର୍ମାଣ ଦାଵି । ଏହି ଆନ୍ଦୋଳନରେ ଜନସାଧାରଣ , ଵହୁ ସଂଗଠନ ଏବଂ ସଂଗଠକ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିଛନ୍ତି । ଏକ ବିରାଟ ଶୋଭାଯାତ୍ରାରେ ଵାହାରିଥିଲେ ଆନ୍ଦୋଳନକାରୀ । ସହର ପରିକ୍ରମା ପରେ ସରକାରଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦିଆଗଲା ଦାବିପତ୍ର । ୧୫ଦିନ ମଧ୍ୟରେ  ଭଦ୍ରକବାସୀଙ୍କ ଦାଵିକୁ ଅଣଦେଖା କରାଯାଏ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନ ତିଵ୍ରତର ହେବ ଵୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.