Sign in
Sign in
Recover your password.
A password will be e-mailed to you.
ନିଜେ ସୁସ୍ଥ, ନିଜ ଘରକୁ ସ୍ୱଚ୍ଚ୍ଥ ଓ ପରିବେଶକୁ ପରିଷ୍କାର ରଖିବାକୁ ଆହ୍ୱାନ
ଯାଜପୁରରେ ରାଜ୍ୟ ସ୍ତରୀୟ ଜାତୀୟ ଡେଙ୍ଗୁ ଦିବସ ପାଳିତ ।
ଯାଜପୁର, (ଜୟଶଙ୍କର ଦାଶ) : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଯାଜପୁର ଜିଲ୍ଳ୍ା ଅନେକ ଅଗ୍ରଗତି କରିଚ୍ଥି । ତେବେ ସମନ୍ୱୟ ଓ ସହଭାଗିତା ଦ୍ୱାରା ଏହାକୁ ଅଧିକ ପରିବ୍ୟାପ୍ତ କରାଯିବା ସହ ସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରଖାଯାଇପାରିବ…
ଛାତ୍ର ଛାତ୍ରୀମାନେ ଦେଶ ପାଇଁ ଉତ୍ସର୍ଗିକୃତ ହୁଅନ୍ତୁ : ଜିଲ୍ଲାପାଳ
ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦୀୟମାନ ତାରକା ସମ୍ବର୍ଦ୍ଧନା ଉତ୍ସବ
ବଲାଙ୍ଗିର( ନିରୋଜ ମିଶ୍ର)- ସ୍ଥାନୀୟ ଡି.ଆର.ଡି.ଏ କନଫରେନ୍ସ ହଲ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବଲାଙ୍ଗିର ତରଫରୁ ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ଏ-୧ ଗ୍ରେଡ ପାଇଥିବା ୨୭ ଜଣ…
ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର : ଏସଡିପିଓଙ୍କ ବଦଳି ଦାବି
ଏସପି ଅରାଜି ହେବାରୁ ଆଲୋଚନା ବିଫଳ
ଯାଜପୁର/ବ୍ୟାସନଗର(ଜୟଶଙ୍କର ଦାଶ/ବିଶ୍ୱଜିତ ମାଝି) : ଯାଜପୁରରୋଡ୍ ପୋଲିସ ଏସଡିପିଓ କେଦାରନାଥ ସାହୁୁ ମଙ୍ଗଳବାର କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଥାନା…
ଦୁର୍ଘଟଣାକୁ ନେଇ ବିଜେଡି ରାଜନୀତି କରେନି, ହେଲେ ବିଜେପି କରେ : ବିଜୟ
"ବିଜେପି ବାରଣାସୀ ଘଟଣାରୁ ଶିକ୍ଷାଲାଭ କରିବା ଉଚିତ "
ଭୁବନେଶ୍ୱର: ଉତ୍ତରପ୍ରଦେଶ ବାରଣାସୀର କ୍ୟାଣ୍ଟନ୍ମେଣ୍ଟରେ ନିର୍ମାଣାଧୀନ ଫ୍ଲାଏ ଓଭରବ୍ରିଜ୍ ଭୁଶୁଡ଼ି ୧୯ରୁ ଅଧିକ ଶ୍ରମିକ ଓ ସାଧାରଣ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହା ନିଶ୍ଚିତ ରୂପେ ଦୁଃଖଦାୟକ ଘଟଣା । ମୃତକଙ୍କ ଆତ୍ମାର…
ଓଡ଼ିଶା ପ୍ରତି ଦରଦ ଥିଲେ ଛତିଶଗଡ଼ ସରକାରଙ୍କ ବ୍ୟାରେଜ ନିର୍ମାଣକୁ ବିରୋଧ କରନ୍ତୁ : ନବୀନ
ଚିଖିଲିରେ ମହାନଦୀ ବଞ୍ଚାଅ ଅଭିଯାନରେ ଭାଜପା ନେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ବରଗଡ଼(ନୀଳ ଦୀପ) -ମହାନଦୀ ଓଡ଼ିଶାର ଜୀବନ ରେଖା, ଆମର ମା। ମହାନଦୀ ବିନା ଓଡ଼ିଆ ଜାତିର କଳ୍ପନା ନାହିଁ । ମାତ୍ର ମହାନଦୀକୁ ନେଇ କେନ୍ଦ୍ର ଓ ଛାତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଓଡ଼ିଶା ବିରୋଧୀ ।କିନ୍ତୁ…
ସୁନା ନଦୀରେ ଟାଟା କମ୍ପାନୀର ବନ୍ଧ ନିର୍ମାଣକୁ ନେଇ ଲଙ୍କା କାଣ୍ଡ
କୋଟି କୋଟି ଟଙ୍କାର ସମ୍ପତ୍ତି ଜାଳିି ଦେଲେ ସ୍ଥାନୀୟ ବାସିନ୍ଦା
ଯୋଡା : ସେପଟେ ଛତିଶଗଡ ମହାନଦୀ ଉପରେ ବ୍ୟାରେଜ କରିଛି ବୋଲି ରାଜ୍ୟସରକାର ଯୁଧାମଦେହୀ ଡାକରା ଦେଇ ଖୋଦ ମୁଖ୍ୟମନ୍ତ୍ରୀ ଲଢ଼େଇକୁ ବାହାରି ପଡିଥିବା ବେଳେ ସେପଟେ ଓଡିଶା ଭିତରେ ଟାଟା କମ୍ପାନୀ ପ୍ରକଳ୍ପ ରିପୋର୍ଟରେ ଥିବା…
“ଲକ୍ଷ୍ମୀଧର ସାର ଥିଲେ ଛାତ୍ର ବତ୍ସଳତା, ପ୍ରଜ୍ଞା, ଗଭୀର ଆତ୍ମବିଶ୍ୱାସ, କଠୋର ପରିଶ୍ରମ, ସାଧୁତା ଓ ଶୃଙ୍ଖଳାର…
ରାଜେନ୍ଦ୍ର କଲେଜ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ଆୟୋଜିତ ସ୍ମୃତିସଭାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ
ବଲାଙ୍ଗିର(ନିରୋଜ ମିଶ୍ର) - ଟ୍ୟାକ୍ସେସନ, ଆକାଉଣ୍ଟସ ଭଳି ଅପେକ୍ଷାକୃତ କଷ୍ଟସାଧ୍ୟ ବିଷୟ ଶ୍ରେଣୀରେ ପଢ଼ାଇବାକୁ ବହୁତ କମ ବାଣିଜ୍ୟ ଅଧ୍ୟାପକ ଆଗଭର ହୁଅନ୍ତି । ତେବେ ସ୍ୱର୍ଗତ…
ବାବୁଲି ମିଶ୍ରଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମୁଖ୍ୟମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟ ଠାରେ ଦେଲେ ଶ୍ରଦ୍ଧା ସୁମନ
ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ବାବୁଲି ମିଶ୍ରଙ୍କ ଆଜି ସକାଳେ ପରଲୋକ ଘଟିବା ଖବର ଶୁଣି ରାଜଧାନୀର ସମସ୍ତ ବିଜେଡି କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ…
ବ୍ୟର୍ଥ ଯିବନି ଜମା ଏଇ ସେଲିବରେସନ
ସଂଖ୍ୟା ନଥିଲେ ବି ସଂଖ୍ୟାଲଘୁ ସରକାର ଗଠନ କରିବା ପାଇଁ ରାଜ୍ୟପାଳ ମହୋଦୟ ବିଜେପିକୁ ଡାକିବା ହିଁ ଥୟ | ଯେତେବେଳେ ସଂଖ୍ୟା ନଥାଇ ଅନ୍ୟ ରାଜ୍ୟରେ ଡାକିଥିଲେ ବା ଏକକ ସଂଖ୍ୟା ଗରିଷ୍ଠ ନହୋଇ ଅନ୍ୟ ରାଜ୍ୟରେ ରାଜ୍ୟପାଳ ସରକାର କରିବାକୁ ଡାକିଛନ୍ତି | କର୍ଣ୍ଣାଟକରେ ଆବଶ୍ୟକ ସଂଖ୍ୟା ନଥିଲେ…
ପୋଲିସ ଦାଦାଗିରି : ସାମ୍ବାଦିକଙ୍କୁ ଅସଦାଚରଣ
ଯାଜପୁର : ସାମ୍ବାଦିକ ଖବର ସଂଗ୍ରହ କରିବାକୁ ଯାଉଥିଲା ବେଳେ ଏସ୍ଡିପିଓ କେଦାର ନାଥ ସାହୁ ସାମ୍ବାଦିକ ଙ୍କୁ ଅଶୀଳ ଭାଷାରେ ଗଲି ଗୁଲଜ କରିଥିଲେ ସାମ୍ବାଦିକ ମ|ନେ ଥାନା ସମ୍ମୁଖରେ ଧାରଣା ବସିଛନ୍ତି | ଏସ୍ଡିପିଓଙ୍କ ଏଭଳି ଆଚରଣକୁ ନିନ୍ଦା କରାଯାଇଛି |