ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ବରିହା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ 

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ନେହରୁ ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ରାତ୍ରକାଳୀନ ୰ପ୍ରେମାନନ୍ଦ ସିଂ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ଓ…

ସୁନା ଗହଣା ଚୋରୀ ମାମଲାରେ ୫ ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ରକ୍ସି ରୋଡ଼ସ୍ଥିତ ଜୟା ଦାସଙ୍କ ଘରେ ଶିବ ଶଙ୍କର ପୃଷ୍ଟି ଛୋଟ ସମୟରୁ ରହିଆସିଥିଲା । ଜୟା ଶିବକୁ ନିଜର ପିଲା ଭଳି ଭାବି ତାକୁ ପାଠ ପଢ଼ାଇବା ସାଙ୍ଗକୁ ପରିବାରର ଜଣେ ସଦସ୍ୟର ମାନ୍ୟତା ଦେଇ ଆସିଥିଲା । ତେଣୁ ଘରର ପ୍ରତ୍ୟେକ ସ୍ଥାନରେ…

ଦିଲ୍ଲୀପ ତିର୍କୀ ହେଲେ ଓଟିଡିସି ଅଧ୍ୟକ୍ଷ

 ଭୁବନେଶ୍ୱର: ରାଜ୍ୟସଭା   ପାଳି  ସରିବା ପରେ ରାଜନୈତିକ  ଦୃଷ୍ଟିରୁ ଫାଙ୍କା ବସିଥିବା  ପୂର୍ବତନ ରାଜ୍ୟସଭା ସାଂସଦ ତଥା ଆନ୍ତର୍ଜାତୀୟ ହକି ତାରକା  ଦିଲ୍ଲୀପ ତିର୍କୀଙ୍କୁ  ରାଜ୍ୟ ସରକାର ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଦପ୍ତର…

ପ୍ରତି ଥାନାରେ ମହିଳା ଓ ଶିଶୁ ଅଭିଯୋଗ ଡେକ୍ସ ଅଛି,  ହେଲେ ତାହା ଅଚଳ : ମହିଳା ମୋର୍ଚ୍ଚା

ଭୁବନେଶ୍ୱର :ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଅନ୍ତର୍ଗତ ଗୁରୁବାର  ଭଦ୍ରକ ଜିଲ୍ଲାରେ ମା ଭଦ୍ରକାଳୀ ମନ୍ଦିରୁ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ସୁରକ୍ଷା ଯାତ୍ରା ବାହାରିଥିଲା । ଦ୍ୱିତୀୟ ଦିନରେ ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା…

୮୮ତମ କୁହୁଡ଼ି ଲବଣ ସତ୍ୟାଗ୍ରହ ସ୍ମାରକୀ ଦିବସ ୨୧ରେ 

  ଭୁବନେଶ୍ୱର : ଭାରତର ମୁକ୍ତି ସଂଗ୍ରାମରେ ୧୯୩୦ ମସିହାର ଲବଣ ସତ୍ୟାଗ୍ରହ ଏକ ପ୍ରମୁଖ ଘଟଣା । ସାବରମତି ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀଙ୍କଉକ୍ତ ଯାତ୍ରା ଅନୁସରଣରେ ଭାରତବର୍ଷର ବିଭିନ୍ନ ସ୍ଥାନରେ ଏହି ସତ୍ୟାଗ୍ରହ କରାଯାଇଥିବା ବେଳେ, ଆମ ଓଡ଼ିଶାର କାକଟପୁର ନିର୍ବାଚନ…

ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ବ ଅମଲା  ସଙ୍ଘର ବୈଠକ

  ପଦ୍ମପୁର-ଶୁକ୍ରବାରଦିନ  ଉପଜିଲ୍ଲାପାଳ ପଦ୍ମପୁରଙ୍କ ସଭାଗୄହରେ ଓଡ଼ିଶା ରାଜସ୍ବ ଅମଲା ସଙ୍ଘ ପଦ୍ମପୁର ଉପଖଣ୍ଡ ଶାଖା ଆନୁକୂଲ୍ୟରେ ରାଜ୍ୟ ସଙ୍ଘ ତରଫରୁ ୪ ଦଫା ଦାବୀ ପୂରଣ ପାଇଁ ଆହ୍ୱାନ ଦିଆଯାଇଥିବା ସମୂହ ଛୁଟି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜସ୍ବ ଅମଲା ମାନଙ୍କର ଏକ ସଭା ଆୟୋଜନ…

କର୍ଣ୍ଣାଟକ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବାରିପଦା(ଦିଲ୍ଲୀପ ମହାନ୍ତି )- କର୍ଣ୍ଣାଟକ ନିବାଚନରେ କୌଣସି ରାଜନୈତିକ ଦଳକୁ ମିଳିପାରି ନାହିଁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା  । ରାଜ୍ୟର ୨୨୪ ବିଧାନସଭା ଆସନ ମଧ୍ୟରୁ ଆରଆର ନଗର ଓ ଜୟନଗର ଆସନକୁ ଛାଡ଼ି ଅନ୍ୟ ୨୨୨ଟି ବିଧାନସଭା ଆସନର ଫଳାଫଳ ଘୋଷିତ ହେବା ପରେ ବିଜେପି ୧୦୪, କଂଗ୍ରେସ ୭୮,…

“ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ବୀର ମାଟି ଆଟଗାଁର ଦାନ ଅତୁଳନୀୟ”

ଆଟଗାଁ ମହୋତ୍ସବ ଉଦଘାଟିତ  ବଲାଙ୍ଗିର/ପୁଇଁତଲା/niroj mishra - ବଲାଙ୍ଗିର ଜିଲ୍ଲାର ଗୌରବ ବୃଦ୍ଧିରେ ବୀର ମାଟି ଆଟଗାଁର ଦାନ ଅତୁଳନୀୟ । ଅତୀତରେ ଏହି ଗାଁର ବୀର ପୁରୁଷମାନେ ପାଟଣା ରାଜ୍ୟର ଶାସନତନ୍ତ୍ରକୁ ମଜବୁତ୍ କରିବା ସହ ନିଜସ୍ୱ ବୀରତ୍ୱରେ ସମଗ୍ର ଅଂଚଳକୁ ଆଲୋକିତ କରିଥିଲେ ବୋଲି…