Sign in
Sign in
Recover your password.
A password will be e-mailed to you.
ପାଇକମାଲ: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର
ବ୍ଲକ ଅଧ୍ୟକ୍ଷ-ସରପଞ୍ଚ ବଢ଼ାଇଲେ ସହାୟତାର ହାତ
ପାଇକମାଳ/ବରଗଡ଼(Guranga Dash/Nila Deep) -ପାଇକମାଲ-ବରଗଡ଼ ଜିଲ୍ଲା ପାଇକମାଲଠାରୁ ୩0 କିମି ଦୂର ମାଣ୍ଡୋସିଲ ଗ୍ରାମର ଏକ ନବନର୍ମିତ ପାଇଖାନା ଟାଙ୍କି ଭିତରେ କାମ କରୁଥିବା ବେଳେ ଶ୍ବାସରୁଦ୍ଧ ହୋଇ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।…
ଟାଟା ଷ୍ଟିଲ ସହଯୋଗରେ ପୁନର୍ବାସ କଲୋନୀର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ‘ଗାଡ଼ିରେ ଖାଦ୍ୟ’ ବ୍ୟବସାୟ
କଳିଙ୍ଗନଗର,(ଜୟଶଙ୍କର ଦାଶ): ପ୍ରତିଦିନ ସକାଳ ୬.୩୦ ମିନିଟ୍ରେ ଗୋବରଘାଟି ପୁନର୍ବାସ କଲୋନୀର ରାଧାକୃଷ୍ଣ ସ୍ୱଂୟ ସହାୟକ ଗୋଷ୍ଠୀ (ଏସଏଚ ଜି )ର ମହିଳା ସଦସ୍ୟାଙ୍କ ଏକ ଟିମ୍ ଭ୍ରାମ୍ୟମାଣ ଖାଦ୍ୟ ଯାନରେ ଡୁବୁରୀ ଛକକୁ ଯାତ୍ରା ଆରମ୍ଭ କରିଥାନ୍ତି । ଟାଟା ଷ୍ଟିଲ କଳିଙ୍ଗନଗର କାରଖାନାର…
ରାଜ୍ୟ ଅଭିଲେଖାଗାରରେ କେନ୍ଦ୍ରୀୟ ପ୍ରତିନିଧି ଦଳ, ଅଭିଲେଖାଗାର କାର୍ଯ୍ୟକ୍ରମକୁ ପ୍ରଶଂସା
ଅତିରିକ୍ତ ପାଣ୍ଠି ଯୋଗାଇଦେବାକୁ ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର(ମାନସୀ ମିଶ୍ର) : ରାଜ୍ୟ ଅଭିଲେଖାଗାରର ବିଭିନ୍ନ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଦଳ ପ୍ରଶଂସା କରିଛନ୍ତି | ଜାତୀୟ ଅଭିଲେଖାଗାରର ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରୀତମ୍ ସିଂହଙ୍କ ନେତୃତ୍ୱରେ…
କଂଗ୍ରେସ ସରକାର ହେଲେ ବାଦ୍ଧକ୍ୟ ଭତା ବଢିବା , ଚାଷୀଙ୍କ ପାଇଁ ହେବ ଋଣ ଛାଡ : ନିରଞ୍ଜନ
ଜୟପୁରରୁ କଂଗ୍ରେସର ଶକ୍ତି ପ୍ରଦର୍ଶନ
ଜୟପୁର- ଓଡିଶା ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ସଭାପତି ଦାୟିତ୍ୱ ଗ୍ରହଣ କରିବା ପରେ ପରେ ଜୟପୁର ଠାରେ ଏକ ବିଶାଳ ସମାବେଶ କରାଯାଇ ନିର୍ବାଚନୀ ବିଗୁଲ ବଜାଇଛି କଂଗ୍ରେସ ଦଳ । ୨୫ ହଜାର ଲୋକଙ୍କୁ ନେଇ କଂଗ୍ରେସ ଜୟପୁର…
“ରାଜ୍ୟର ବିକାଶ ପାଇଁ ଓଏମସି ବଦ୍ଧପରିକର”
ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ
ଭୁବନେଶ୍ୱର(: ଓଡ଼ିଶା ଖଣି ନିଗମର ୬୩ତମ ସ୍ଥାପନା ଦିବସ ଆଜି ଜୟଦେବ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଓଏମସି ପକ୍ଷରୁ ବିଶିଷ୍ଟ ବିଦ୍ୱାନ ତଥା ଓଡ଼ିଶା ମାଟିର ଗର୍ବ ଏବଂ ଆଇଏସଏମ ଧାନବାଦ ର ପୂର୍ବତନ ନିର୍ଦ୍ଦେଶକ …
” ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି “
ମହାନଦୀ ପାଇଁ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଜନଜାଗରଣ ଚିଖଲି ଓ ଶୁଖାସୋଡ଼ାରୁ ଆରମ୍ଭ
ଏ ଲଢେ଼ଇ କେବଳ ବିଜେଡିର ନୁହେଁ, ସାରା ଓଡ଼ିଶାର: ନବୀନ ପଟ୍ଟନାୟକ
ଭୁବନେଶ୍ୱର/manasi mishra : ବିଜୁ ଜନତା ଦଳର ମହାନଦୀ ମହାସଂଗ୍ରାମ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ସୁରକ୍ଷା ଅଭିଯାନ ମଇ…
ନିଜେ ପଢିଥିବା ଗାଁ ମାଟିର ସ୍କୁଲ ସହିତ ସମ୍ପର୍କ ରଖିବା ଏକ ଅଭିନବ ପ୍ରୟାସ
“ମୋ ସ୍କୁଲ ଅଭିଯାନ” କର୍ମଶାଳା
ବଲାଙ୍ଗିର/ପୁଇଁନ୍ତଲା (ନିରୋଜ ମିଶ୍ର)- ବିଦ୍ୟାଳୟର ପରିବେଶ ହିଁ ଗୁଣାତ୍ମକ ଶିକ୍ଷା ଦିଗରେ ସହାୟକ ହେବ । ବିଦ୍ୟାଳୟର ଉତ୍ତମ ପରିବେଶ ପରିଚାଳନା ପାଇଁ ଛାତ୍ର ଛାତ୍ରୀଙ୍କ ଯୋଗଦାନ ଏକାନ୍ତ ଅପରିହାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ପୁଇଁନ୍ତଲା ବ୍ଲକ…
ବିଚରା ତେଜେଶ୍ୱର , କହୁ କହୁ ସିନା କହିଦେଲେ……..
ହେଲେ ବିଜେଡି କହିଲା ଏହା ତେଜଙ୍କ ବ୍ୟକ୍ତିଗତ ମତ, ଦଳର ନୁହେ
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ /ଭୁବନେଶ୍ୱରରୁ ମାନସୀ ମିଶ୍ର କେନ୍ଦ୍ରାପଡା :ବିଚାର ତେଜେଶ୍ୱର ପରିଡା | ଯୁବସୁଲଭ ଭଙ୍ଗୀରେ ପ୍ରଧାନମନ୍ତ୍ରୀଙ୍କୁ ଯୁକ୍ତିଯୁକ୍ତ ଟାର୍ଗେଟ କରିଦେଲେ ସିନା ବିଜେଡି…
୪୦୦୦ଜେ ଥୋପ ଗିଳି ଭିଜିଲାନ୍ସ ଯନ୍ତାରେ
ଭିଜିଲାନ୍ସ ଜାଲରେ ଜିବି ନଗର ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ
ବାରିପଦା - ଚାରିହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିବିନଗର ବ୍ଲକ ଭଣ୍ଡଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବେହେରା । ଗ୍ରାମ ସଂଯୋଜକ ସୂଦର୍ଶନ ନାୟକ ଙ୍କ ଠାରୁ ଏମଜିଏନଆରଇଜିଏ ପ୍ରକଳ୍ପର ବିଲ ପାଶ କରାଇବାପାଇଁ…
“ମାନ୍ୟବର” ମୁକୁଳିବା ଆଶା କ୍ଷୀଣ
ସୁପ୍ରିମକୋର୍ଟ ଖାରଜ କଲେ ସାରଥିଙ୍କ ଜାମିନ ଆବେଦନ
କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ ଙ୍କ ରିପୋର୍ଟ :କେନ୍ଦ୍ରାପଡ଼ା ଜିଲ୍ଲା ବାରିମୂଳସ୍ଥିିତ ନିଜ ତଥାକଥିକ ମାଆ ନିର୍ଯାତନା ନେଇ ହୋଇଥିବା ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ବାବା ଓରଫ ରାଉଳଙ୍କ ଆବେଦନକୁ ସୁୁପ୍ରିମ କୋର୍ଟ…