କାନ୍ସବହାଲସ୍ଥିତ ଆଇପିଏମରେ ଛାତ୍ର ଉତ୍ତେଜନା : ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି On Sep 11, 2018 14 Share ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ : କାନ୍ସବହାଲସ୍ଥିତ ଆଇପିଏମ(ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ପ୍ରଡକ୍ସନ ମ୍ୟାନେଜମେଣ୍ଟ )ରାଜଗାଙ୍ଗପୁର ନିର୍ଦ୍ଦେଶକ ନିରଞ୍ଜନ ନାୟକ ଛାତ୍ରଛାତ୍ରୀ ମାନଙୁ ଅଶାଳୀନ ବ୍ୟବହାର କରିବା ସହ ସ୍ଥାନୀୟ ଶାସକଦଳ ରାଜନେତାଙ୍କୁ ଧରି ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗରେ ଆଜି ରାଉରକେଲା ରାଜଗାଙ୍ଗପୁର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି | ପିଲାଙ୍କ ଦାବି ହେଉଛି ଅନୁଷ୍ଠାନର ନିର୍ଦ୍ଦେଶକ ଏଠି ମନପାଲି ଚଳାଇଥିବା ବେଳେ ସଂସ୍ଥାର ଯେଉଁମାନେ ବାସ୍ତବିକ ମାଲିକ ବା ପ୍ରମୋଟର ଥିବା ଆଇସିଆଇସିଆଇ ବ୍ୟାଙ୍କ, ଏଲ ଆଣ୍ଡ ଟି ଓ ଓଡିଶା ସରକାରଙ୍କ ପ୍ରତିନିଧିଙ୍କୁ ଦାଖି ବୈଠକ କରାଯାଉ ଓ ଅନୁଷ୍ଠାନରେ ଶୈଖିକ ବାତାବରଣ ପ୍ରତିଷ୍ଠା କରାଯାଉ | 14 Share FacebookTwitterGoogle+ReddItWhatsAppPinterestEmail