ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଲାଗି ଉଦ୍ଦିଷ୍ଟ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଂଚିବା ଜରୁରୀ :…

ଅନୁସୂଚୀତ ଜାତି ଓ ଜନଜାତି ଜାଗରୁକତା ଏବଂ ପରିଚାଳନା କମିଟି ବୈଠକ    ଯାଜପୁର/ Jay shankar Dash  : ଅନୁସୂଚୀତ ଜାତି ଓ ଜନଜାତି ସମ୍ପ୍ରଦାୟର ଉନ୍ନତି ଦିଗରେ ସରକାର ବିଭିନ୍ନ ବିଭାଗରେ ଅନେକ ଯୋଜନା  ପ୍ରଣୟନ କରିଛନ୍ତି । ତାହାର ସୁଫଳ ଯେଭଳି ସେହି ଲୋକମାନେ ପାଇ ପାରିବେ ସେଥିପ୍ରତି…

୨୪ ଘଣ୍ଟା ମଧ୍ୟରେ ଧାନ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

ଡିସେମ୍ୱର ୧ ରୁ ଜିଲ୍ଲାରେ  ଧାନ ସଂଗ୍ରହ କରାଯିବ : ଜିଲ୍ଲାପାଳ  ।   ଚାଷୀ ମାନଙ୍କୁ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ମାନଙ୍କ ସଂପର୍କରେ, ଧାନର ମାନ ସଂପର୍କରେ, ଯେଊଁ ଦିନ ଧାନ ସଂଗ୍ରହ ହେବ ସେହି ହିସାବରେ ଚାଷୀ ମାନଙ୍କୁ ଟୋକନ ପ୍ରଦାନ, ଯଦି ଅସୁବିଧାବସତଃ ମିଲର  ପହଞ୍ଚି ପାରୁନାହିଁ…

ସରିଲା ମନଛୁଆଁ ଜ଼ିଲ୍ଲା ମହୋତ୍ସବ ଯଯାତି : କୃତଜ୍ଞତା ଜଣାଇଲେ ଆୟୋଜକ କମିଟୀ

    ଯାଜପୁର/Jayshankar dash :ସଂସ୍ଥା ଯାଜପୁର ଜିଲ୍ଲା  ମହୋତ୍ସବ ମଙ୍ଗଳବାର ସଂଧ୍ୟାରେ ଊଜ୍ଜାପିତ ହୋଇଯାଇଚ୍ଥି । ବଲିଉଡ ବିଶିଷ୍ଟ କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ, ମାଧୁରୀ ଦେ,  ଅଭିନେତ୍ରୀ ଅର୍ଚ୍ଚିତା ପ୍ରଭୃତିଙ୍କ ସଂଗୀତ ଓ ନୃତ୍ୟ ମଧ୍ୟରେ  ସମାପ୍ତ ହୋଇଥିଲା ମହୋତ୍ସବର  ଶେଷ ସଂଧ୍ୟା ।…

 ମୟୁରଭଞ୍ଜ ନିର୍ଵାଚିତ ପ୍ରତିନିଧିମାନେ ରାଜ୍ୟପାଳ   ଓ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ

ନିର୍ବାଚିତ ପ୍ରତିନିଧିମାନଙ୍କୁ ଶାସକ ବିଜେଡି ବିଧାୟକଙ୍କ ଅବହେଳା ଓ ଅସମ୍ମାନ ପ୍ରଦର୍ଶନ : ବିଜେପି   ଭୁବନେଶ୍ୱରରୁ ଚକ୍ରଧର ମାଝି  :  ଗତ ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କ ଦ୍ୱାରା ପ୍ରତ୍ୟାଖାତ ହେବା ପରେ ଶାସକ ବିଜେଡି ପୋଲିସ ଓ ପ୍ରଶାସନକୁ ଅପବ୍ୟବହାର କରି ସେମାନଙ୍କୁ…

`କେନ୍ଦ୍ରାପଡାରେ  କର୍କଟ ରୋଗ ନିରୁପଣ ଶିବିର`୧୯ ରେ 

  କେନ୍ଦ୍ରାପଡାରୁ ପ୍ରଫୁଲ୍ଲ ମଲ୍ଲ :ମୁମ୍ବାଇସ୍ଥିତ ଜଗନ୍ନାଥ କ୍ୟାନ୍ସର ଏଡ୍ ଫାଉନ୍ଡେସନ୍-ଜାକଫ୍‍ଙ୍କ ସୌଜନ୍ୟରେ ଆସନ୍ତା ୧୯.୧୧.୨୦୧୭ ତାରିଖ ରବିବାର  ଦିନ  କେନ୍ଦ୍ରାପଡା ମ୍ୟୁନିସିପାଲ୍ଟି ଟାଉନ ହଲଠାରେ ଏକ କର୍କଟ ରୋଗ ନିରୁପଣ ଶିବିର ଅନୁଷ୍ଠିତ ହେବ  | ସକାଳ 9ଟାଠାରୁ ଦିନ  3ଟା…

ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନେ କରିବେ ଜିଲ୍ଲା ଗସ୍ତ 

ସ୍ୱାସ୍ଥ୍ୟସେବାକୁ ଅଧିକ ଲୋକାଭିମୁଖୀ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ   ଭୁୁବନେଶ୍ୱର :  ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଷ୍ପତି ନେଇଛି ଯେ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ଜିଲ୍ଲାଗସ୍ତ ଯିବେ ଓ ଏହାକୁ କଡାକଡି ଭାବେ…

ଆଉ ତିନିଦିନ ବରଷିବ, ଶୀତ ବଢିବ 

  ଭୁବନେଶ୍ୱର - ବଙ୍ଗୋପସାଗରରେ ଗୋପାଳପୁର ଠାରୁ ୫୬୫ କିଲୋମିଟର ଦୂରରେ  ଘନୀଭୂତ ହୋଇଥିବା ଲଘୁଚାପ ପ୍ରଭାବରେ  ମଙ୍ଗଳବାର ଠାରୁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଥିବା ବେଳେ  ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।  ଅଶାନ୍ତ…

ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ

କେନ୍ଦ୍ରାପଡା/papu malla : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଂଚାୟତସ୍ଥିତ  ଜୟନଗର ପଂଞ୍ଚୟତ ହାଇସ୍କୁଲରେ ସ୍ୱତନ୍ତ୍ର ଶିଶୁ ଦିବସ କାର୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫ଟି ସ୍କୁଲର  ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସ୍ଥାନୀୟ ସରପଞ୍ଚ ନିହାରିକା ସାମଲ,ସମିତି ସଭ୍ୟ…