ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ପାଇଁ ପ୍ରସ୍ତୁତି ବୈଠକ ।

  ଯାଜପୁର : ମିଳିମିଳା ଓ ରୁବେଲା ଭଳି ଭାଇରସ ସଂକ୍ରମିତ ରୋଗକୁ ୨୦୨୦ ସୁଦ୍ଧା ସଂପୂର୍ଣ୍ଣ ବିଲୋପ ପାଇଁ ଅଭିଯାନ ଆରମ୍ଭ ହୋଇଚ୍ଥି ।  ଏଥିରେ ସମସ୍ତେ ସାମିଲ ହୋଇ ସହଯୋଗ କରିବାକୁ ଜିଲ୍ଲାପାଳ  ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ଆବାସିକ…

ବଡ ମଣିଷ ହେବା ଅପେକ୍ଷା ଭଲ ବା ମଣିଷ ପଣିଆ ଥିବା ମଣିଷ ହୋଇପାରିବା ଜରୁରୀ 

ଭଲ ପଢି ଭଲ ମଣିଷ ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ ।   ଯାଜପୁର : ଚ୍ଥାତ୍ର ଚ୍ଥାତ୍ରୀ ମାନେ ନିଜ ଜ୍ଞାନ ଓ ପ୍ରତିଭାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରନ୍ତୁ ।  ତାହାହିଁ ସେମାନଙ୍କୁ ଭଲ ମଣିଷଟିଏ କରି ଗଢି ତୋଳିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ଶୁକ୍ରବାର…

ନଭେମ୍ୱର  ୩୦ ପର୍ଯ୍ୟନ୍ତ ଚାଲିବ ଭୋଟର ତାଲିକା ସଂଶୋଧନ ।

  ଯାଜପୁର/ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : ଯାଜପୁର ଜିଲ୍ଲାର  ସମସ୍ତ ୧୬୪୯ ଟି ମତଦାନ କେନ୍ଦ୍ରରେ ନଭେମ୍ୱର ୧୫ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭୋଟର ତାଲିକା  ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହେବ ।  ତେଣୁ ପ୍ରତ୍ୟେକ ଯୋଗ୍ୟ ଭୋଟର ମାନେ ସେମାନଙ୍କ ଭୋଟର ତାଲିକାରେ ନାମ…

ଗାଁ କଲ୍ୟାଣ ସମିତି ୱାର୍ଡ ମେମ୍ବରମାନଙ୍କୁ  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପତ୍ର :  ସମ୍ପୂର୍ଣ୍ଣା ଯୋଜନାର ସଫଳତା ନିମନ୍ତେ…

  ଭୁବନେଶ୍ୱର : କିଛିଦିନ ତଳେ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରି ସ୍ୱାସ୍ଥ୍ୟସେବା ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେବା ପରେ ଆଜି ଚିଠି ଲେଖିଛନ୍ତି ରାଜ୍ୟର ୱାର୍ଡ ମେମ୍ବରମାନଙ୍କୁ । ଆଉ ଲେଖିଛନ୍ତି ସଂପୂର୍ଣ୍ଣା ଯୋଜନା ର ଲଖ୍ୟ ସମ୍ପୂର୍ଣ ପାଇଁ ସେମାନଙ୍କ ସହଯୋଗ…

ଗୁଣାତ୍ମକ ଯତ୍ନ ଓ ଶିକ୍ଷା ପାଇବା ହେଉଛି  ଶିଶୁର ଅଧିକାର 

  ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍”:ଶୈଶବ ସମୟର ଯତ୍ନ ଓ ଶିକ୍ଷାକୁ ନେଇ ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଭୁବନେଶ୍ୱର: ଦୁଇଦିନିଆ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର “ଇଗ୍ନାଇଟିଙ୍ଗ ୟଙ୍ଗ ମାଇଣ୍ଡିସ୍”:ଶୈଶବ ସମୟର ଯତ୍ନ ଓ ଶିକ୍ଷାକୁ ନେଇ ରାଜ୍ୟସ୍ତରିୟ ଆଲୋଚନା ଚକ୍ର(ଇସିସିଇ)କୁ ଆଜି…

ମୁଖ୍ୟମନ୍ତ୍ରୀ ଶିଶୁଦିବସରେ କହିଲେ, ଆସ ପଢ଼ିବା…ଆମେ ବଢିବା :  ବଢିବା ନା ଛେନାଗୁଡ଼ା !!!!!!!!

  କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ: ପଛମାରି ଖାଉଛନ୍ତି  ଶିକ୍ଷକ । ନିଦାବିଷୄୁ ପାଲଟିଛି ଜିଲ୍ଲା ଶିକ୍ଷା ବିଭାଗ  ! ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ରାଧାନଗର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଆଜି ତା ୧୭.୧୧.୨୦୧୭ ରିଖ ଲଘୁଚାପ ବର୍ଷାପାଇଁ ବିଦ୍ୟାଳୟକୁ ଶିକ୍ଷକ ଆସିନାହାଁନ୍ତି ନା…

ନୂତନ ପେନ୍ସନ୍ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ  ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ସହିତ ଆଲୋଚନା

  ଭୁବନେଶ୍ୱର : ନୂତନ ପେନ୍ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ସଭାପତି ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ସଚିବାଳୟରେ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସହିତ  ତିନିଦଫା ଦାବୀ ବିଷୟରେ ପୁଙ୍ଖାନୁପୁଙ୍ଖ…

ଲଗାଣ ବର୍ଷା ଜାରି, ବର୍ଷା ପାଣିରେ ଶୋଇଛି ପାଚିଲା ଧାନଗଛ

କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ : କେନ୍ଦ୍ରାପଡା  ଜିଲ୍ଲାରେ ଲଗାଣ ବର୍ଷା ଜାରି । ଆଜି ସର୍ବାଧିକ ୩୬୬ ମିଲିମିଟର ବର୍ଷିଲା । ରାଜନଗର ବ୍ଲକରେ ସର୍ବାଧିକ ୭୫ ମିଲିମିଟର ଓ ମହାକାଳପଡା ବ୍ଲକରେ ସର୍ବ ନିମ୍ନ ୩୦ ମିଲିମିଟର ବର୍ଷା ରେକର୍ଡ । ଖାଲୁଆ ଜମିରେ ପାଚିଲା ଧାନ ଓ ବିରି ଫସଲ ନଷ୍ଟ…

ବିଶ୍ୱର ପ୍ରଥମ ସମ୍ବାଦପତ୍ର ଓଡ଼ିଶାର ଚୌଦ୍ୱାରରୁ ପ୍ରକାଶ ପାଇଥିଲା : ଜିଲ୍ଲାପାଳ 

ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ ।  ଜିଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଯାଜପୁରରେ ପାଳିତ    ଯାଜପୁର/Jayashankar dash  - ନିରପେକ୍ଷ, ନିର୍ଭିକ ଓ ସତ୍ୟ ସମ୍ବାଦ ପରିବେଷଣ ସମାଜ ପାଇଁ ସର୍ବଦା ମଙ୍ଗଳକର । ତେଣୁ ଗଣମାଧ୍ୟମ ପ୍ରତିନିଧି ମାନେ…