Sign in
Sign in
Recover your password.
A password will be e-mailed to you.
ସ୍ୟାଟ୍ ଙକ ଗୁରୁତ୍ୱପୂର୍ଣ୍ଣ ରାୟ ପରେ ବଞ୍ଚିତ ୬୧ଏସ୍ଟି ଯନ୍ତ୍ରୀଙ୍କ ନିଯୁକ୍ତି ସମ୍ଭାବନା ଉଜ୍ଜ୍ୱଳ
ଭୁବନେଶ୍ୱର, ୧୪ । ୧୧: ଅମଲାତନ୍ତ୍ରର ନାଲି ଫିତା ନଥି ଖେଳ ଯୋଗୁ ଅନୁସୂଚିତ ଜନଜାତି (ଏସ୍ଟି) ବର୍ଗର ୬୧ ଜଣ ଯୋଗ୍ୟ ଡିପ୍ଲୋମା ଇଞ୍ଜିନିୟର ନିଯୁକ୍ତି ନ ପାଇ ସାଢେ଼ ୩ ବର୍ଷ ଧରି ବାରଦ୍ୱାର ଶୁଣ୍ଢିପିଣ୍ଡା ହେଉଛନ୍ତି । ଶେଷରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍) ଆବେଦନକାରୀଙ୍କ…
ବିଜେପି ଚାହେଁ ନେହେରୁଙ୍କ ନାଁ କିଏ ଉଚ୍ଚାରଣ ନକରୁ
ନିଜେ ୧୧୦୦ କୋଟି ଟଙ୍କା ବିଜ୍ଞାପନରେ ସାରିଲଣି, ବିଜେଡି କାର୍ଯ୍ୟକ୍ରମ କଲେ ମିଛ ଅଙ୍କ ଦେଉଛ
୨୦୦ କୋଟି ଟଙ୍କା ଖର୍ଚ୍ଚ ଅଭିଯୋଗ କେବଳ ହାସ୍ୟାସ୍ପଦ ଓ ବାଚଳାମୀ
‘ମୋଦିଫେଷ୍ଟ’ ଓ ‘ସବ୍କା ସାଥ, ସବ୍କା ବିକାଶ’ କାର୍ଯ୍ୟକ୍ରମ କାହା ଅର୍ଥରେ ହେଉଥିଲା
ଶିକ୍ଷା, ସ୍ୱାସ୍ଥ୍ୟ ଓ…
ମୁଖ୍ୟମନ୍ତ୍ରୀ ଟେଲିପ୍ରଂପଟର ସହାୟତାରେ ଥଙ୍ଗେଇ ଥଙ୍ଗେଇ ଓଡିଆରେ ଭାଷଣ ଦେଲେ : ବିଜେପି
ରାଜ୍ୟ ସରକାରଙ୍କ ଶିଶୁ ଦିବସ କାର୍ଯ୍ୟକ୍ରମ କୁ ବିଜେପିର ବିରୋଧ
ଭୁବନେଶ୍ୱର: ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ଉଭୟେ କେବଳ ଘୋଷଣା ଓ ପ୍ରଚାର ସର୍ବସ୍ୱ । ରାଜ୍ୟର ସମସ୍ତ ବର୍ଗ ଲୋକେ ଆଜି ଦୁର୍ଦିନରେ ବାସ କରୁଥିବାବେଳେ, ନିଜର ଅପାରଗତା ଓ ସ୍ଥାଣୁତାକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ…
ରାଜନୀତିର ଯୁପକାଠରେ ଚାଷୀ ବାପୁଡ଼ା,ସଂସାର ଉଚ୍ଛନ୍ନ ତାର ଫସଲ ଉଜୁଡା
ଭେଳିକି ସାଜିଛି ବିଜେପିର ପ୍ରେମ, ସୀମା ଆତିକ୍ରମ କରୁଛ ଦାମଙ୍କ ବାଚାଳାମୀ
ଚାଷୀର ଫସଲ ଉଜୁଡି ଯାଉଛି, ସଂସାର ଉଚ୍ଛନ୍ନ ହୋଇଯାଉଛି...ହେଲେ ରାଜନୈତିକ ଦଳ ଏହାକୁ ନେଇ ଚଳାଇଛନ୍ତି ରାଜନୀତି । ରାଜନୀତିର ଯୁପକାଠରେ ଫସିଯାଇଛି ଚାଷୀ ବାପୁଡ଼ା । ତାକୁ ମୋହରା ସଜାଇ ନେତା ଚାଲ…
Rainfall forecast by IMD
rain may occur in different districts especially in coastal districts of Odisha from 13th to 17th November,2017.
Low pressure system now lies over Southwest Bay of Bengal and neighborhood , that area falls east of Tamilnadu.…
ଘଷିପୂରାରେ ଡକାୟତି : ଡକାୟତ ଲୁଟିଲେ ୨୦ଭରି ଅଳଙ୍କାର, ଦମ୍ପତି ଆହତ
ଘଷିପୂରାରୁ ଜିତୁ ସାହୁ : ଘଷିପୂରା ଥାନା ଅମାରଙ୍ଗ ଗ୍ରାମରେ ହୋଇଛି ଡକାୟତି । ସୋମବାର ବିଳମ୍ବିତ ରାତିରେ ୩ଜଣ ଡକାୟତ ଗ୍ରାମର ଗ୍ରାମର ନୃସିଂହ ସାହୁଙ୍କ ଘରେ ପଶି ଘର ଲୋକଙ୍କୁ ଆକ୍ରମଣ କରିବା ସହ ୧୦ଭରି ସୁନା ଓ ୧୫ଭରି ରୂପା ଲୁଟି ନେଇଛନ୍ତି । ଡକାୟତଙ୍କ ଆକ୍ରମଣରେ ନୃସିଂହ ଓ ତାଙ୍କ…
ସାଧାରଣ ଲୋକ ଆଇନ ସଂପର୍କରେ ଅବଗତ ହେଲେ ନିଜ ଦାୟିତ୍ୱ ଓ ଅଧିକାରକୁ ସୁରକ୍ଷିତ ରଖିପାରିବେ
ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ।
ଯାଜପୁର : ଜାତୀୟ ଆଇନ ସେବା ଦିବସ ପାଳନ ଅବସରରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ ସୋମବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା…
ସାଇକେଲରେ ଯାଇ ଅଭିଯୋଗ ଶୁଣାଣୀ କଲା ପ୍ରଶାସନ : ପ୍ରଶାସନ ପ୍ରତି ଲୋକଙ୍କ ଆସ୍ଥା ସୃଷ୍ଟି କରିବାରେ ନିଆରା ପଦକ୍ଷେପ
ଯିଏ ଯାହା କହୁ ପଛେ, କିଏ ଏହାକୁ ପ୍ରଶାସନର ଦିଖାଵା ବୋଲି କହିପାରନ୍ତି ....ହେଲେ ଯାଜପୁର ଜିଲ୍ଲାପାଳଙ୍କ ନିଆରା ପଦକ୍ଷେପ ନିହାତି ଭାବେ ସମୟୋପଯୋଗୀ ତଥା ଲୋକାଭିମୁଖୀ ପଦକ୍ଷେପ ନିଶ୍ଚିତ ଭାବେ ...ଆଉ ଲୋକଙ୍କ ମନରେ ପ୍ରଶାସନ ପ୍ରତି ଆସ୍ଥା ସୃଷ୍ଟି କରିବାରେ ନିଶ୍ଚିତ ସହାୟକ ହେବ । ଆଉ…
ବିଜେଡି ଲେବର ଫ୍ରଣ୍ଟ ନେତ୍ରୀଙ୍କ ବିରୋଧରେ ଅଭିଯୋଗ, ବିଭିନ୍ନ ସେବା ଦେବେ କହି ନେଇଛନ୍ତି ଟଙ୍କା
ଫ୍ରଣ୍ଟ ଜନ୍ମ ହେବାର ଦି ଦିନ ଯାଇନି.....ଫ୍ରଣ୍ଟ ନେତ୍ରୀଙ୍କ ପାଇଁ ବିଜେଡି ଵ୍ୟାକଫୂଟରେ
ସଂଯୁକ୍ତା କହିଲେ : ମୋ ବିରୋଧରେ ଅଭିଯୋଗ ଉଦ୍ଦେଶ୍ୟ ପ୍ରଣୋଦିତ
କହିଲେ ଶ୍ରମିକଙ୍କଠୁ ତାଙ୍କ ଆଦାୟ କରୁଛି ଜଣେ ପୋଲିସ କନେଷ୍ଟବଳ
ଅଭିଯୁକ୍ତ କନେଷ୍ଟବଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ …
ଛୁଆ ଜନ୍ମ କରି ରାସ୍ତାକଡ଼ରେ ଛାଡ଼ିଲାପରି ଉଦ୍ଘାଟନ କରି ମେଡିକାଲ କଲେଜ କଥା ଭୁଲି ଯାଇଛନ୍ତି ସରକାର
ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆନ୍ତର୍ଜାତୀୟ ମାନର ଅନୁଷ୍ଠାନ ବାଟ ହୁଡ଼ିଛି
ଫୋନ କଲେ ଆସୁ ନାହିଁ ଆମ୍ବୁଲାନ୍ସ, ମିଳିପାରୁ ନାହିଁ ସ୍ୱାସ୍ଥ୍ୟ ସେବା
ଅଭିଯୋଗ ପରେ ମଧ୍ୟ ମିଳିପାରୁ ନାହିଁ…