ଲୋକଙ୍କ ସହ ଜନସମ୍ପର୍କ ସାରିବା ପରେ ଏବେ ଯୁବ ଛାତ୍ର ସମ୍ପର୍କ

ଆଉ ଏକ ନୂଆ ଅଭିଯାନ ଆରମ୍ଭ କରିବା ବିଜେଡି   ୧୮ରୁ ରାସ୍ତାକୁ ଓହ୍ଲାଇବେ ବିଜେଡି ଯୁବ-ଛାତ୍ର ବ୍ରିଗେଡ ଭୁବନେଶ୍ୱର/chakradhar majhi  : ଆଗକୁ କଣ କେତେବେଳେ ହେବ ତାହା କିଏ କହିବା, ତେଣୁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଲୋକଙ୍କ ଭିତରେ ଆଉ ଲୋକଙ୍କ ଚର୍ଚାରେ ରହିବା ପାଇଁ ନିଷ୍ପତ୍ତି…

ଗଣଶିକ୍ଷା ବିଭାଗର ମୂଷିକ ପ୍ରସବ

  ପିଲା ଓ ଅଭିଭାବକଙ୍କ ଭାବପ୍ରବଣତା ସହ ଖେଳୁଛି ଦାଇତ୍ୱହୀନ ଶିକ୍ଷା ବିଭାଗ   ବାରିପଦାରୁ ଦିଲ୍ଲୀପ ମହାନ୍ତି : ନଭେମ୍ବର ୧୪ ପବିତ୍ର ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ନିଜର ମନର କଥା କହି ପାଳନ କରିଥିଲେ ଶିଶୁ ଦିବସ । ଏଥିରେ …

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେସ ଦିବସ’

   ବାଲେଶ୍ୱର: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ଜାତୀୟ ପ୍ରେ୍ରସ ଦିବସ-୨୦୧୭’ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସଦଭାବନା ସଭାଗୃହରେ ଆଜି ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଅଧ୍ୟକ୍ଷତା କରିବା ସହିତ ଜାତୀୟ ପ୍ରେସ…

ନବ ଭାରତ ନିର୍ମାଣ ଓ ଜାତୀୟ ସଂହତି ରକ୍ଷାରେ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଯୁଗେ ଯୁଗେ ଅବିସ୍ମରଣୀୟ

  ବାଲେଶ୍ୱରରେ‘ଇନ୍ଦିରା ଜ୍ୟୋତି’କୁ ଭବ୍ୟ ସ୍ୱାଗତ   ବାଲେଶ୍ୱର/ujjwal kar : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ୧୦୦ତମ  ଜୟନ୍ତୀକୁ ସ୍ମରଣୀୟ କରିବା ଉଦେ୍ଧଶ୍ୟରେ ରାଜ୍ୟରେ ପରିଭ୍ରମଣ କରୁଥିବା ‘ଇନ୍ଦିରା ଜ୍ୟୋତି’କୁ ଆଜି ବାଲେଶ୍ୱରରେ ସ୍ୱାଗତ କରାଯାଇଛି ।…

ଶିମିଳିପାଳରେ ମାତିଛନ୍ତି ମାଫିଆ !!!! ମାଖନା ହାତୀର ଶବ ଉଦ୍ଧାର, ଦାନ୍ତ ଗାଏବ

  ବାରିପଦା/Dillip Mohanry - ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶସ୍ଥିତ କପ୍ତିପଦା ରେଞ୍ଜର ବଡ଼ଖମଣ ନିକଟରେ ଆଜି ଏକ ମୃତ ହାତୀର ଶବ ଦେଖିବାକୁ ପାଇଥିଲେ ବନ କର୍ମଚାରୀମାନେ । ଖବରପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ମୃତ ହାତୀର ଶବକୁ ଜବତ କରିଥିବା ବେଳେ ଛୋଟଛୋଟ ଦାନ୍ତ…

ସୋସିଆଲ ମିଡ଼ିଆରେ ନାବାଳିକାର ଆପତ୍ତି ଜନକ ଫଟୋ ଭାଇରାଲ , ୩ ଯୁବକ ଗିରଫ

ବାରିପଦା : ସୋସିଆଲ ମିଡ଼ିଆରେ ଜଣେ ନାବାଳିକାର ଆପତ୍ତିଜନକ ଫଟୋ ଭାଇରାଲ କରାଇଥିବା ଅଭିଯୋଗରେ ବାରିପଦା ସଦର ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସଂଗେସଂଗେ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଜନୈକ ନାବାଳିକା…

ଅତଃ ଶ୍ରୀ ଚାଷୀ ମହାପୁରାଣେ ଦାମୋଦର ଉଵାଚ :

  ପିଲାଦିନେ ଶୁଣିଥିଲି ଚାଷ ଆମର ବୃତ୍ତି ଏବଂ ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି । ପାଠ ପଢ଼ିକି ଏକଥା ମଧ୍ୟ ବହିରୁ ଜାଣିଲି । ବୟସ୍କ ଲୋକମାନଙ୍କଠାରୁ ଆମର ବୃତ୍ତି କେବେ ଆରମ୍ଭ ହେଲା, କେମିତି ଆରମ୍ଭ ହେଲା ତାକୁ ଆମର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଏବଂ ମା' ଲକ୍ଷ୍ମୀ ଠାକୁରାଣୀଙ୍କ…

ପ୍ରଶାସନ କଲାନି, ଯୁବକମାନେ କଲେ 

  କେନ୍ଦ୍ରାପଡାରୁ ପ୍ରଫୁଲ କୁମାର ମଲ୍ଲ  : କେନ୍ଦ୍ରାପଡା ପ୍ରସାଶନ ଉପରେ  ଦୀର୍ଘଦିନ ହେବ ଅପେକ୍ଷା କରି କୌଣସି ସୁଫଳ ମିଳିଲା ନାହିଁ ।  ହେଲେ ଲୋକମାନେ ହନ୍ତସନ୍ତ ହେଉଥିଲେ । ଗମନା ଗମନ ଅସୁବିଧା ହେବାରୁ ବସପୁର ପଚାୟତର ଅନୁଆପଡାକୁ ସଂଯୋଗ କରୁଥିବା ମାଳପଡା ରାସ୍ତାକୁ ଗ୍ରାମବାସୀ ଓ…