ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ କୁଡ଼ୁମାଲୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପରିଷଦର ସଭାପତି ଡ଼ଃ. ହୃଦାନନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ…

ଛଟେଇ ୧୬୬ ଶିକ୍ଷା ସହାୟକମାନଙ୍କୁ ପୁନଃ ନିଯୁକ୍ତି ଦାବିରେ ଗଣଧାରଣା

ବାରିପଦା(ଦିଲ୍ଲୀପ ମହାନ୍ତି )- ୨୦୦୩-୦୪ ଆର୍ଥକ ବର୍ଷରେ ଓଡ଼ିଶାରେ ନିଯୁକ୍ତି ପାଇଥିବା ୧୦ ହଜାର ୬୮୨ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଉକ୍ତ ଶିକ୍ଷା ସହାୟକମାନଙ୍କ ମଧ୍ୟରୁ ଓଡ଼ିଶାରେ ୧୦ ହଜାର ୭୬ ଜଣ ଶିକ୍ଷା ସହାୟକମାନଙ୍କୁ ନିୟମିତ…

“ଶାଳୀନତାର ସୀମା ଲଘଂନ କରିଥିବା ଧର୍ମେନ୍ଦ୍ର କରୁଛନ୍ତି  ଶସ୍ତା ରାଜନୀତି” 

୧୮ରେ ଚିଠି ଲେଖି ୧୯ ରେ କହୁଛନ୍ତି ସମୟ ଦେଲେନି " : ପ୍ରତାପ  ଭୁବନେଶ୍ୱର/ମାନସୀ ମିଶ୍ର :ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ପ୍ରଗତି ସଂପର୍କରେ ଆଲୋଚନା କରିବା ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଉଦ୍ଦେଶ୍ୟ  ନୁହେଁ । ବରଂ ୧୮ ତାରିଖରେ ଚିଠି ଲେଖି ଏବଂ ସେ ଚିଠିକୁ ୧୯…

ଛିନ୍ଦେଇକେଲା ପ୍ରିମିୟର୍ କ୍ରିକେଟ ଉଦଯାପିତ : ଧାରୋଲ ଚମ୍ପିଆନ

ପଦ୍ମପୁର/ ନୀଳ ଦୀପ :  ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ଛିନ୍ଦେଇକେଲା ପ୍ରିମିୟର୍ ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସୋମବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ଧାରୋଲ ମାଣ୍ଡୋସିଲକୁ ହରାଇ ଚମ୍ପିଆନ ହୋଇଛି । ମାଣ୍ଡୋସିଲ ଦଳ ଟସ ଜିଣି…

ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ନିମନ୍ତେ  ମକ୍ ଡ୍ରିଲ୍ 

 ରାୟଗଡା/ ସରୋଜ କୁମାର ସାହୁ :   ରାୟଗଡା ଜିଲ୍ଲାରେ ପ୍ରାକୃତିକ ବିର୍ପଯ୍ୟୟ ସମୟରେ ପ୍ରଭାବିତ ଅଂଚଳରେ ଆକସ୍ମିକ ଦୁର୍ଘଟଣାରେ ନଷ୍ଟ ହେଉଥିବା ଧନଜୀବନକୁ ରକ୍ଷା କରିବା ଓ ପ୍ରାକୃତିକ ବିର୍ପଯ୍ୟୟକୁ ମୁକାବିଲା କରିବା ପାଇଁ ଅଗ୍ନିଶମ,ସ୍ୱାସ୍ଥ୍ୟ ବିଭାଗ ସମେତ ପ୍ରଶାସନ ତରଫରୁ ନିଆଯାଉଥିବା…

ମର୍ମନ୍ତୁଦ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ 

ବରଗଡ଼/ନୀଳ ଦୀପ -ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ ଏକ ଜେସିବି ସହ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଆକାଶ କୁମ୍ଭାର, ବାସ୍ତୁଭ ଭୋଇ ଓ ସରୋଜ ପ୍ରଧାନ(୨୭)। ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ନବମ ଶ୍ରେଣୀର ଛାତ୍ର।  ସରୋଜ ବାଇକ୍  ଚଲାଉ ଥିଲେ।ଆକାଶ ଓ ବାସ୍ତୁଭ…

ମର୍ମନ୍ତୁଦ ଦୁର୍ଘଟଣା : ୩ ଜଣଙ୍କ ମୃତ୍ୟୁ 

ବରଗଡ଼/ନୀଳ ଦୀପ -ବରଗଡ଼ ଜିଲ୍ଲା ଘେଁସ ପେଟୁପାଲି ଛକରେ ଏକ ଜେସିବି ସହ ବାଇକର ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।  ମୃତକ ହେଲେ ଆକାଶ କୁମ୍ଭାର, ବାସ୍ତୁଭ ଭୋଇ ଓ ସରୋଜ ପ୍ରଧାନ(୨୭)। ଆକାଶ କୁମ୍ଭାର ଓ ବାସ୍ତୁଭ ଭୋଇ ନବମ ଶ୍ରେଣୀର ଛାତ୍ର।  ସରୋଜ ବାଇକ୍  ଚଲାଉ ଥିଲେ।ଆକାଶ ଓ ବାସ୍ତୁଭ…

ଓଡ଼ିଶାବାସୀଙ୍କୁ ଗୋଲାପୀଚିତ୍ର ଦେଖାଇ ଭଣ୍ଡେଇ ଚାଲିଛନ୍ତି କେନ୍ଦ୍ର ସରକାର 

ବିଜେପିର ଛଳନା, ପ୍ରତାରଣା ଓ ପରିସଂଖ୍ୟାନର ଖେଳକୁ ରାଜ୍ୟବାସୀ ଉଚିତ ଜବାଦ ଦେବେ : ବିଜୟ     ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ବିଧାନସଭାରେ ଦୁଇ ଦୁଇଥର ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ବିଜେପି ମଧ୍ୟ ଅଂଶୀଦାର ରହିଛି । ୨୦୧୪ ମସିହାରେ…

ମୁଖ୍ୟମନ୍ତ୍ରୀ ଜଗନ୍ନାଥ ସଂପତି ଖାଇ ବର୍ତ୍ତିଯାଇ  ପାରିବେ ନାହିଁ

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୁର୍ନିତୀ ନିବାରଣ ଆଇନରେ ଛନ୍ଦି ହୋଇପଡିଲେଣି: ବିଜେପି ଭୁବନେଶ୍ୱର: ଶ୍ରୀ ମନ୍ଦିରରେ ଦାନସୂତ୍ରରେ ମିଳିଥିବା ରତ୍ନ ଅଳଙ୍କାର ଗୁଡିକର ରକ୍ଷଣାବେକ୍ଷଣା ସ୍ଥାନ ନାଜିର ଖାନା କିମ୍ବା ଷ୍ଟେଟବ୍ୟାଙ୍କ ନୁହେଁ । ଏଥିପାଇଁ ପ୍ରକୃଷ୍ଟ ଓ…

ଯୁବପିଢ଼ି ନୈରାଶ୍ୟ ଜର୍ଜରିତ ନ ହେଉ

ନବନୀତାର ପଲ୍ଲବନ କାର୍ଯ୍ୟକ୍ରମ ଅନୁଷ୍ଠିତ  ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ସାମ୍ବାଦିକ ଭବନ ଠାରେ ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ତରଫରୁ  ଯୁବ ଲେଖକ ସମାବେଶ ‘ପଲ୍ଲବନ’ ଅନୁଷ୍ଠିତ  ହୋଇଯାଇଛି । ଏହି କାର୍ଯ୍ୟକ୍ରମର  ତୃତୀୟ ସଂସ୍କରଣରେ ଉଦ୍ଘାଟକ ଭାବେ ଯୋଗଦେଇଥିଲେ…