ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ।

  ଯାଜପୁର / ଜୟଶଙ୍କର ଦାଶ :  ସୋମବାର ପୂର୍ବାହ୍ନରେ ସୁକିନ୍ଦା ବ୍ଲକ  କାର୍ଯ୍ୟାଳୟ ଠାରେ ଜିଲ୍ଲା  ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ  ଶିବିର ଅନୁଷ୍ଠିତ  ହୋଇଥିଲା । ଏଥିରେ ଯାଜପୁର  ଜିଲ୍ଲାପାଳ ରଂଜନ କୁମାର ଦାସ ଅଧ୍ୟକ୍ଷତା କରିବା ସହ ଶିବିରକୁ ଆସୁଥିବା ଅଭିଯୋଗକାରୀଙ୍କର ସମସ୍ୟାର…

ଦଗାଦିଆ କେନ୍ଦ୍ର ସରକାର !!!!!

ମହାନଦୀ ଜଳବିବାଦରେ ପୁଣି ବିଶ୍ୱାସଘାତକତା କଲେ : ପ୍ରସନ୍ନ ଆଚାର୍ଯ୍ୟ  ଭୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଂଗରେ କେନ୍ଦ୍ର ସରକାର ପୁଣିଥରେ ଓଡ଼ିଶାବାସୀଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । କେବଳ ସେତିକି ନୁହେଁ, ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଦେଇଥିବା ପ୍ରତିଶ୍ରୁତିର ମଧ୍ୟ…

ନକଲି ବିହନ, ନକଲି କୀଟନାଶକ ରାଜ୍ୟ ଚାଷୀକୂଳର ସର୍ବନାଶ କରିଛି

ପ୍ରକୃତ କ୍ଷତିଗ୍ରସ୍ତ ଚାଷୀ ଚିହ୍ନଟ, ଚିହ୍ନଟର ସମୟସୀମା ସ୍ଥିର ଓ ତୁରନ୍ତ କ୍ଷତିପୂରଣ ଦାବିରେ ସବୁ  ଆରଆଇ ଅଫିସ ସାମନାରେ ହେବ ଚାଷୀ ଆନେ୍ଦାଳନ  ନଭେମ୍ବର ୨୨ରୁ ୩୦ ବିଜେପି ନେତାମାନେ ତୃଣମୂଳ ସ୍ତର ପର୍ଯନ୍ତ ଯାଇ ଉଜୁଡା କ୍ଷେତର  ପରିଦର୍ଶନ କରିବେ   ଡିସେମ୍ବର ମାସ ସାରା ହେବ ରାଜ୍ୟ…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବନ୍ଧୁକଧାରୀଙ୍କ ଉତ୍ପାତିଆ କାଣ୍ଡ 

  ଭୁବନେଶ୍ୱର ରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା: ଆଜି ସମୟ ୧୨ ଟା ରେ ବିଜେପି ପାର୍ଟି ଅଫିସ ରେ ଦୁଇ ଯୁବକ ହାତରେ ବନ୍ଧୁକ ଧରି ବସନ୍ତ ପଣ୍ଡା ଙ୍କ ପ୍ରକୋଷ୍ଠରେ ଚଳାଇଥିଲେ  ଆତଙ୍କରାଜ ,ପୁରା ମିଡ଼ିଆ ସାମ୍ନାରେ ବନ୍ଧୁକ ଧରି ଚଳାଇଥିଲେ ଆତଙ୍କରାଜ,ନିଜକୁ ବାରଙ୍ଗ ବ୍ଲକର ବିଜେପି ଉପସଭାପତି…

 ଜୀବନରେ ହାରିବା ଅପେକ୍ଷା ଚେଷ୍ଟା କରିବା ନିହାତି ଜରୁରୀ :ନରସିଂହ

  ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା  ବଲାଙ୍ଗିର/NIROJ MISHRA -ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, କୁଟୁମଡୋଲା  ଠାରେ ବଲାଙ୍ଗିର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ରିଚପାଲ ସାଗର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ…

ବଲାଙ୍ଗିର ଚାମ୍ଫିୟାନ, ଭୁବନେଶ୍ୱର ରନର୍ସ ଅପ 

୫୮ତମ ଆନ୍ତଃଜିଲ୍ଲା ସାହାଣୀ କପ ଫୁଟବଲ ଉଦ୍ଯାପିତ    ବଲାଙ୍ଗିର/ NIROJ MISHRA - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଏବଂ ଫାଓ ଓଡିଶା ଆନୂକୁଲ୍ୟରେଆୟୋଜିତ ୫୮ତମ ଆନ୍ତଃଜିଲ୍ଲା ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତା ସ୍ଥାନୀୟ ଗାନ୍ଧିଷ୍ଟାଡିୟମରେ ଉଦ୍ୟାପିତ ହୋଇଯାଇଛି । ବଲାଙ୍ଗିର ୩-୨ ଗୋଲରେ…

ସାହିତ୍ୟ ସମାଜକୁ ଋଦ୍ଧିମନ୍ତ କରେ

  ଓଡିଶା ସାହିତ୍ୟ ଏକାଡେମୀ ଆଲୋଚନା ଚକ୍ରରେ ବକ୍ତାଙ୍କ ମତ ବଲାଙ୍ଗିରରୁ ନିରୋଜ ମିଶ୍ର - ସାହିତ୍ୟ ସମାଜକୁ ୠଦ୍ଧିମନ୍ତ କରେ । ସମାଜକୁ ଦିଗଦର୍ଶନ ଦିଏ । ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ  ଆଲୋଚନା ଚକ୍ରରେ ଯୋଗ ଦେଇ ପଦ୍ମଶ୍ରୀ ଡ଼ଃ ଶ୍ରୀନିବାସ ଉଦ୍ଗାତା ଏ ମତ ପ୍ରକାଶ କରିଛନ୍ତି…

କଲ୍ୟାଣ ମଣ୍ଡପରେ ଚାଲୁଛି ‘ଦେହ କଲ୍ୟାଣ ସେବା’!

ମଣ୍ଡପ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଧବା ମହିଳା କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲ : କେନ୍ଦ୍ରାପଡାର ଜଣେ କଲ୍ୟାଣମଣ୍ଡପ ଓନରଙ୍କ ବିରୋଧରେ ଜଣେ ବିଧବା ମହିଳା ଆଣିଛନ୍ତି ଗୁରୁତର ଅଭିଯୋଗ  । କୁଆଡେ ବିବାହାର ପ୍ରଲୋଭନ ଦେଖାଇ ସମ୍ପୃକ୍ତ ବିଧବା ମହିଳାଙ୍କୁ ଆଣି ତାଙ୍କୁ…

ମୟୁରଭଞ୍ଜ ଜିଲ୍ଲା ବିଜେପି ଜେଲ ଯିବା ଥୟ, କଟକରୁ ଗିରଫ କଲା ଭୁବନେଶ୍ୱର ପୋଲିସ 

  ମୟୂରଭଞ୍ଜ: ମାତ୍ର ସପ୍ତାହକ ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ଲଗାତାର ଦ୍ଵିତୀୟ ଝଟକା!  ତିନିଦିନ ତଳେ ବିପୁଳ ବିସ୍ଫୋରକ ସାମଗ୍ରୀ ସହ କଣ୍ଟାବାଂଜ଼ୀ ବ୍ଲକ ସଭାପତ ଗିର ଫହୋଇଥିଲା କୋଟିଏ ଟଙ୍କାର ଜମି ଜାଲିଆତି ମାମଲାରେ ବିଜେପିର ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର…

ରାଜ୍ୟର ବିଶ୍ୱବିଦ୍ୟାଳୟ ମାନଙ୍କରେ ଶିକ୍ଷା ବିପର୍ଯ୍ୟସ୍ତ : ଏବିଭିପି

  ଛାତ୍ରୀ ସୁରକ୍ଷା  ସମ୍ବେଦନଶୀଳ ଅବସ୍ଥାରେ ପହଞ୍ଚିଛି              ଭୁବନେଶ୍ୱର :  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର ଛାତ୍ରନେତାମାନଙ୍କୁ ନେଇ ଆୟୋଜିତ ଏକ ଦିବସୀୟ କାର୍ଯ୍ୟଶାଳା ବରମୁଣ୍ଡାସ୍ଥିତ ଏବିଭିପିର ପ୍ରାନ୍ତ କାର୍ଯ୍ୟାଳୟରେ…