ବଜ୍ରପାତରେ ଜଣେ ମୃତ

ବାରିପଦା(ଦିଲ୍ଲିପ ମହାନ୍ତି )- ବଜ୍ରପାତରେ ପୁଣି  ଜଣେ ଆଦିବାସୀ ଯୁବକର ମୃତୁ୍ୟ  ହାଇଥିବାର ଜଣାପଡ଼ିଛି । ଗୁରୁବାର ମଧ୍ୟାହ୍ନରେ ଆକାଶରୁ ବର୍ଷାପାଣି ଖସିବା ସାଙ୍ଗକୁ ବଜ୍ରପାତ ହେଉଥିଲା । ଏହି ସମୟରେ ଖୁଣ୍ଟା ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ସୋମନାଥ ହାଁସଦାଃ ନିଜ ଘର ବାରଣ୍ଡାରେ…

ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟରେ ଯୋଗ ଦିବସ

 ବାରିପଦା - ମହାରାଜପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଏକାଉନଟେନସି ଏଣ୍ଡ ମେନେଜମେଣ୍ଟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମହାବିଦ୍ୟାଳୟର ଅ୍ମକ୍ଷ ପ୍ରଦୀପ କୁମାର ନାୟକ ଯୋଗ ମଣିଷକୁ ସୁସ୍ଥ ଓ ନିରୋଗ କରିବା ସହ…

ଆଜିଠୁ ସପ୍ଲିମେଣ୍ଟାରି ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା

ଗୋଟିଏ କେନ୍ଦ୍ରରେ ପରୀକ୍ଷା ଦେବେ ୨୯୮ ଜଣ ପରୀକ୍ଷାର୍ଥୀ ବଲାଙ୍ଗିରରୁ ନୀରୋଜ ମିଶ୍ର :   ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ  ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମସିହା ସପ୍ଲିମେଣ୍ଟାାରି ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ତା.…

ଯୋଗ ଦିବସ ଭଳି ରକ୍ତଦାନ ଦିବସ ପାଳନ ଉପରେ ବି ଆଗ୍ରହ ଦେଖାଉ ବିଜେପି : ବିଜୟ 

ଭୁବନେଶ୍ୱର : ସାଧାରଣତଃ, ଯୋଗ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗଠନମୂଳକ ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିଥାଏ ଏବଂ ସ୍କୁଲ, କଲେଜ୍‍ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଜରୁରୀ । କିନ୍ତୁ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ଜୁନ୍ ୨୫ ତାରିଖ…

କୋଲକାତା ଫେରନ୍ତା ଶିଶୁ ନାଟ୍ୟଦଳକୁ ସମ୍ବର୍ଦ୍ଧନା ।

  ପଦ୍ମପୁର/ନୀଳ ଦୀପ -ଗତ ଜୁନ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ କୋଲକାତାର ଏକାଡେମୀ ଅଫ ଫାଇନ ଆର୍ଟ ଠାରେ ଆନ୍ତର୍ଜାତୀୟ ଶିଶୁ ନାଟକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ନାଟକ ମହୋତ୍ସବରେ ଭାଗ ନେବାପାଇଁ  ପଦ୍ମପୁର ର ଅଗ୍ରଣୀ ନାଟ୍ୟ ସଂସ୍ଥା "ଲୁ" ର ଶିଶୁ କଳାକାର ମାନେ ଗତ ୧୫…

ଇଏ ପାରି ହେବା ପାଇଁ ଘାଟ ନା ମରଣ ହାଟ : କେତେ ଲୋକ ମଲେ ଚେତିବେ ସରକାର 

ଜୀବିକା ପାଇଁ ଜୀବନ ବାଜି, କେତେବେଳେ ଯିବ ଜୀବନ ହଜି  ବ୍ୟୁରୋଚିଫ  (ଜୟଶଙ୍କର ଦାଶ):ରାଜ୍ୟରେ ଅନେକ ସ୍ଥାନକୁ ଗମନାଗମନର ସୁବିଧା ନଥିବାରୁ ବିପଦଜନକ ନୌକାଯାତ୍ରା ଚାଲିଥିବା ଦେଖିବାକୁ ମିଳେ । ଏମିତି କିଛି ଅପହଞ୍ଚ ଇଲାକା ରହିଛି ଯେଉଁଠି ଡଙ୍ଗା ହିଁ ଏକମାତ୍ର ମାଧ୍ୟମ । ଯାତାୟାତରେ…

୧୦୮, ୧୦୨ ଆମ୍ବୁଲାନ୍ସ ବ୍ୟବସ୍ଥାର ସୁପରିଚାଳନା ଓ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ୱ

ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟି ବୈଠକ  ବାରିପଦା(ଦିଲ୍ଲୀପ ମହାନ୍ତି )- ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବୀନିତ କୁମାର ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ମୟୂରଭଞ୍ଜ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟନିର୍ବାହୀ କମିଟିର ବୈଠକ ଆୟୋଜିତ ହୋଇଥିଲା ।…

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକଡ଼୍ରିଲ

  ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲାନିମନ୍ତେ ଜିଲ୍ଲାସ୍ତରୀୟ ସାମୁହିକ ଅଭ୍ୟାସ(ମକଡ଼୍ରିଲ)-୨୦୧୮ ସମ୍ପର୍କୀତ କର୍ମଶାଳା ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡ଼ମା) ପକ୍ଷରୁ ଓ ମୟୂରଭଞ୍ଜ…

ରାୟଗଡ ଠାରେ ବିଶ୍ବ ଯୋଗ ଦିବସ ପାଳିତ

ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡା ଜିଲ୍ଲା ସଦର ମହକୁମାସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ୍ ହେଡ୍ କ୍ୱାର୍ଟସ ପରିସରରେ ଆଜି ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ରାୟଗଡା ଜିଲ୍ଲାପାଳ  ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯାେଗ ଦେଇ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ  କରିବା…

ସୁନ୍ଦରଗଡ଼ ଜିଲ୍ଲାରେ ଅଧ୍ୟାପକ ମରୁଡ଼ି : ଖାଲି ପଦବୀ ପୂରଣ ପାଇଁ  ଦାବି କଲେ ଦିଲିପ 

ଭୁବନେଶ୍ୱର : ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ଅଧାରୁ ଅଧିକ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନ ଥିବା ଦୁର୍ଦ୍ଧଶାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ଖାଲି ଥିବା ଅଧ୍ୟାପକ ପଦବୀଗୁଡ଼ିକ ପୂରଣ କରିବାକୁ…