Sign in
Sign in
Recover your password.
A password will be e-mailed to you.
ନାବାଳିକା ଗଣଦୁଷ୍କର୍ମ ମାମଲା, ଅଭିଯୁକ୍ତ ୨ ଯୁବକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ବାରିପଦା/ଦିଲ୍ଲୀପ ମହାନ୍ତି - ସନ୍ଧ୍ୟା ସମୟରେ ନଦୀପଠା ବୁଦା ମୂଳକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ୧୬ ବର୍ଷୀୟା ନାବାଳିକାକୁ ଘଞ୍ଚ ବୁଦାମୂଳକୁ ଟେକି ନେଇ ହାତ ବାନ୍ଧି ବାରମ୍ବାର ଦୁଷ୍କର୍ମ ମାମଲାର ବିଚାର କରି ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍ ଅଜିତ କୁମାର ସିଂହ ଅଭିଯୁକ୍ତ…
ଜିଲା ପାଇଁ ଗୌରବ ଆଣିଦେଲେ ରଶ୍ମୀରଂଜନ
ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ହାସଲ କଲେ ପିସିଏମ ଉଚ୍ଚ ବିଦ୍ୟାଳୟର ଛାତ୍ର ରଶ୍ମୀରଞ୍ଜନ
ବାରିପଦା/Dillip Mohanty- ଓଡ଼ିଶା ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମିଳିତ ସହଯୋଗରେ ଭୂବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର…
ବହୁ ଚର୍ଚ୍ଚିତ ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ ମାମଲା,ସିବିଆଇ ତଦନ୍ତ ଦାବି ଜୋର ଧରିଲା
ଧାରଣାରେ ବସିଲା ମୟୂରଭଞ୍ଜ ମିଳିତ ମଞ୍ଚ
ମଞ୍ଚର ଦାବିକୁ ସମର୍ଥନ ଜଣାଇ ଧାରଣାରେ ସାମିଲ ହେଲେ ଜିଲ୍ଲା ଯୁବ କଂଗ୍ରେସ
ବାରିପଦା/Dillip Mohanty - ବାରିପଦା ଯମୁନାଦେଇପୁର ଅଞ୍ଚଳରେ ବସବାସ କରୁଥିବା ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ ଘଟଣାରେ ପ୍ରକୃତ ସତ୍ୟାସତ୍ୟ…
Assets and Liabilities of BJD increased :ADR
between FY 2005-06 and 2015-16 assets of the party increased from Rs 24 lakhs to Rs 18.77 cr and the liabilities from Rs 20,000 to Rs 20.6 lakh
Bhubaneshwar: Along with providing details of income and expenditure during a financial year,…
ରାଜୀବ ଛାତ୍ର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ
ଭୁବନେଶ୍ୱର/ଚକ୍ରଧର ମାଝି:ଛାତ୍ର କଂଗ୍ରେସର ଫାୟାର ବ୍ରାଣ୍ଡ ନେତା ରାଜୀବ ପଟ୍ଟନାୟକଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଅଖିଳ ଭାରତ କଂଗ୍ରେସ କମିଟିର ଉପ ସଭାପତି ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ଶ୍ରୀ ପଟ୍ଟନାୟକଂକୁ ଏହି ନୂତନ ନିଯୁକ୍ତି ମିଳିଛି । ଏହି ନୂତନ…
‘ହସ୍ତତନ୍ତ-କୁଟୀର ଶିଳ୍ପର ବିକାଶରେ ରାଜ୍ୟର ଉନ୍ନତି ସମ୍ଭବ’
ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୧୭ ଉଦଘାଟିତ
ବାଲେଶ୍ୱରରୁ ଉଜ୍ଜ୍ୱଳ କର : ଓଡିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ଭାରତ ସରକାରଙ୍କ ହସ୍ତତନ୍ତ ଉନ୍ନୟନ ଆୟୋଗ, ବସ୍ତ୍ର ମନ୍ତ୍ରାଳୟର ମିଳିତ ସହାୟତାରେ ଏକ ‘ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୧୭’ ସ୍ଥାନୀୟ ଆଇ.ଟି.ଆଇ.…
ହତ୍ୟାକାଣ୍ଡ ପଛରେ ପ୍ରଭାବଶାଳୀ ବିଜେଡି ନେତା !!!!
ବହୁ ଚର୍ଚ୍ଚିତ ଅବସରପ୍ରାପ୍ତ ପ୍ରଧ୍ୟାପକ ସୁଧୀର ମହାନ୍ତ ହତ୍ୟାକାଣ୍ଡ:
ମୁଖ୍ୟ ଅଭିଯୁକ୍ତ ରାଜା କୋର୍ଟରେ ଆତ୍ମ ସମର୍ପଣ କଲା
ନିରପେକ୍ଷ ତଦନ୍ତ ନିମନ୍ତେ ଜିଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି
ବାରିପଦା/Dillip Mohanty - ବାରିପଦା ଯମୁନାଦେଇପୁର ଅଞ୍ଚଳରେ ବସବାସ କରୁଥିବା…
ବେପରୁଆ ବନ ବିଭାଗ ଓ ପୌରପରିଷଦର:ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଦୁଇ ବିଚାରପତି
ବାରିପଦା/ ଦିଲ୍ଲୀପ ମହାନ୍ତି : ବାରିପଦା ବନ ବିଭାଗ ଓ ପୌରପରିଷଦର ବେପରୁଆ ମନୋଭାବ କାରଣରୁ ଗୁରୁବାର ଅପରାହ୍ନରେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଦୁଇ ବିଚାରପତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା କଚେରୀ ପରିସରରେ ଥିବା ବରଗଛର ଏକ ଡ଼ାଳ ଶୁଖି ବିପଦ ପୂର୍ଣ୍ଣ ଅବସ୍ଥାରେ…
ଲିଜ ନଥାଇ ଚାଲିଛି ବେଆଇନ ପଥର କାରବାର, ତହସିଲଦାରଙ୍କ ଭୂମିକା ସନ୍ଦେହରେ
ସରକାରଙ୍କ ନିର୍ଦ୍ଦେଶକୁ ରାଜସ୍ବ ଓ ଶ୍ରମ ବିଭାଗର ଫୁ
କଠୋର କାର୍ଯ୍ୟାନୁଷ୍ଠାନ ବି କଲା ପର୍ବତ ସୁରକ୍ଷା ମଂଚ
ଯାଜପୁର/Jayashankar Dash : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଧୀନରେ ଥିବା ଆରୁହା ଓ ନାନପୁର ନିକଟରେ ଥିବା ଯାବରାତଳି ପଥର ଖାଦାନରେ ଜଣେ ଶ୍ରମିକ ପଡି ଗୁରୁବାର…
ଯାଜପୁରରୁ ୯୨ ଜଣ ତୀର୍ଥ ଯାତ୍ରାରେ ଆଜମେର ଓ ପୁଷ୍କର ଗଲେ
ଯାଜପୁର: ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲାରୁ ୯୨ ଜଣ ଯାତ୍ରୀ ରାଜସ୍ଥାନର ଆଜମେର ଓ ପୁଷ୍କର ଅଭିମୁଖେ ଯାତ୍ରା କରିଚ୍ଥନ୍ତି । ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତ ତୀର୍ଥ ଯାତ୍ରୀଙ୍କୁ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରି ଶୁଭେଚ୍ଚ୍ଥା ଓ…