Sign in
Sign in
Recover your password.
A password will be e-mailed to you.
ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଦେବ ସ୍ନାନ ପୂର୍ଣ୍ଣିମା ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଗୁରୁବାର ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସମଗ୍ର ବିଶ୍ୱରେ ଶ୍ରୀବିଗ୍ରହଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଥିବା ସମୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଭକ୍ତମାନଙ୍କ ମଧ୍ୟରେ ଖ୍ୟାତିଲାଭ…
‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଅଭିଯୋଗ
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ମୌନ ପ୍ରତିବାଦ
ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ହୋଇଥିବା ବ୍ୟାପକ ଅନିୟମିତତା ନେଇ ଏକ ପ୍ରତିକାତ୍ମକ ମୌନ ପ୍ରତିବାଦ ଓ…
ଭଦ୍ରକ ଜିଲ୍ଲା ପରିଷଦର ଷଷ୍ଠ ବୈଠକ : ଡାକ୍ତରପଦବୀ ଖାଲି ନେଇ ଉଦ୍ବେଗ
ସ୍ୱାସ୍ଥ୍ୟବିଭାଗକୁ ପତ୍ର ଲେଖିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ
ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ଜିଲ୍ଲାପରିଷଦର ସଂସ୍ଥା ବୈଠକ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ…
କଂଗ୍ରେସ ଜିଲ୍ଲା ସଭାପତିଙ୍କୁ ସମ୍ବର୍ଦ୍ଧନା, ଫାଟ ଜଳଜଳ
ମୟୂରଭଞ୍ଜ ଜିଲ୍ଲାରେ କଂଗ୍ରେସ ପୁଣି ଥରେ ପୂର୍ବସ୍ଥିତିକୁ ଫେରି ଆସିବ : ହେମନ୍ତ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ କଂଗ୍ରେସ ଜିଲ୍ଲା କଂଗ୍ରେସ, ମହିଳା ଓ ଯୁବ କଂଗ୍ରେସ ପକ୍ଷରୁ ବାରିପଦାସ୍ଥିତ ସାଇବିନାୟକ ବିବାହ ମଣ୍ଡପ ପରିସରରେ ଆୟୋଜିତ ହୋଇଥିଲା ସମ୍ବର୍ଦ୍ଧନା ସଭା । ଉକ୍ତ…
ପଦ୍ମପୁର ଏନଏସି ରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ବିଜେପିର ଦାବି ପତ୍ର
୭ଦିନ ମଧ୍ୟରେ ପୂରଣ ନହେଲେ ଆନ୍ଦୋଳନ
ପଦ୍ମପୁର(ନୀଳ ଦୀପ):ବରଗଡ଼ ଜିଲ୍ଲା ପଦ୍ମପୁର ନଗରରେ ଥିବା ବିଭିନ୍ନ ସମସ୍ୟା କୁ ଭିତି କରି ସମସ୍ୟା ଗୁଡ଼ିକର ଶିଘ୍ର ସମଧାନ ପାଇଁ ପଦ୍ମପୁର ବି.ଜେ.ପି. ଦଳ ପଦ୍ମପୁର ବିଜ୍ଞାପିତ ଅଂଚଳ ରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର…
କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ
ପଦ୍ମପୁର/ନୀଳ ଦୀପ : ଜୟ ଛତ୍ରପତି ମଣିମା ଡୁଙ୍ଗୀଚୁହାନ ଲକ୍ଷେଘର ଗଣ୍ଡା ସମାଜର କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଶ୍ରୀ ନୃସିଂହନାଥ ମନ୍ଦିର ସ୍ଥିତ ଦୁର୍ଗାପାଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜାମସେଠ ସରପଞ୍ଚ…
ଉନ୍ନୟନ କାମ ତ୍ୱରାନ୍ୱିତ କର, ଅବହେଳାକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅ
ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷାବେଳେ ସାଂସଦ କଲିକେଶଙ୍କ ତାଗିଦ, ବାଇପାସ ଉପରେ ବିଶେଷ ଗୁରୁତ୍ୱ
ବଲାଙ୍ଗୀରରୁ ନୀରୋଜ ମିଶ୍ର : କିଛିଦିନ ତଳେ ବଲାଙ୍ଗୀରର ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ, ରାଜନୈତିକ ବ୍ୟକ୍ତିବିଶେଷଙ୍କୁ ନେଇ ସମୀକ୍ଷା ବୈଠକ କରିବା ସହ ବଲାଙ୍ଗୀରର ବିକାଶ ପାଇଁ…
ପାଟକୁରା ପୋଲିସର ଦବଙ୍ଗ ଗିରି !
କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ: ପାଟକୁରା ଥାନା ଅନ୍ତର୍ଗତ ବଚ୍ଛରାଇ ପଂଚାୟତ ର ଗୋଦ୍ଧନ ଗ୍ରାମର ପହଲ୍ଲାଦ ସ୍ୱାଇଁ ଙ୍କ ଏକ ନୂତନ ଗୃହ ନିର୍ମାଣ ଅଧା ହୋଇଥିଲା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ପହଲ୍ଲାଦ ଉପସ୍ଥିତ ନଥିବା ସମୟରେ ଘରେ ତାଙ୍କ ଝିଅ ଆଉ ସ୍ତ୍ରୀ ଙ୍କ…
ଈମ୍ଫା କାରଖାନାରେ ପୁଣି ତାଲା ଝୁଲିଳା: ପ୍ରଶାସନର ମୁଣ୍ଡବଥା ବଢ଼ିଲା
ରାୟଗଡାରୁ ସରୋଜ କୁମାର ସାହୁ : ଦୀର୍ଘ ୪୬ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି ଦାବି ପୂରଣ ନ ହେବାରୁ ପୁଣି ଈମ୍ଫା କାରଖାନା ରେ ତାଲା ପକାଇ ଗେଟ ଆଗରେ ଧାରଣାରେ ବସିଲେ ଆନ୍ଦୋଳନକାରୀ । ରାୟଗଡା ଜିଲ୍ଲା ଥେରୁବାଲି ଠାରେ ଥିବା ଈମ୍ଫା କାରଖାନା ସ୍ଥାନୀୟ ଅଞ୍ଚଳରେ…