Sign in
Sign in
Recover your password.
A password will be e-mailed to you.
ମୁଣ୍ଡ ଉପରେ ପୌର ନିର୍ବାଚନ : ସହରରେ ଲାଗିଲାଣି ନିଆଁ, କାହା ଇଙ୍ଗିତରେ ଡେଉଁଛନ୍ତି ପୌର ଅଧିକାରୀ ?
ପୌର ପରିଷଦ ବଡ ନ ପୌର ନିର୍ବାହୀ ଅଧିକାରୀ !!!!!!!!
ବାରିପଦା/Dillip Mohanty - ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ନଗରବାସୀଙ୍କୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ ସହିତ ଶାସନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ୧୯୦୫ରେ ବାରିପଦା ପୌରପରିଷଦ ଗଠନ କରିଥିଲେ ।…
ରାଜ୍ୟ ସରକାରଙ୍କ ଭାଷାବିରୋଧୀ ଆଭିମୁଖ୍ୟକୁ ସମାଲୋଚନା
ଭାଷା ସୁରକ୍ଷା ସମ୍ମିଳନୀ ପକ୍ଷରୁ ନବକୃଷ୍ଣ ଚୌଧୁରୀ ଜୟନ୍ତୀ
ପାରଳାଖେମୁଣ୍ଡିରୁୂ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଆରଏମଏସ ପରିସରରରେ ଓଡିଶା ଭାଷା ସୁରକ୍ଷା ସମ୍ମିଳନୀ ଗଜପତି ଶାଖା ପକ୍ଷରୁ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଷା ଆଇନର ପ୍ରଣେତା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ …
ପ୍ରତାରକ ସାଜିଛି ପୋଲିସ, ଚେଇଁ ଶୋଇଛନ୍ତି ସରକାର
ରିପୋର୍ଟ ପ୍ରଫୁଲ କୁମାର ମଲ
ରାଜ୍ୟ ସରକାର ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ଚେଷ୍ଟା କରୁଛନ୍ତି ! କୋବ୍ରା ପୋଲିସ ଦ୍ୱାରା ଧର୍ଷିତା ହୋଇଥିବା ପୀଡିତା ଅଭିଯୋଗ କରିଥିବା ବେଳେ ପ୍ରଥମରୁ ଘଟଣାରେ ପୋଲିସ ର ସମ୍ପୃକ୍ତି ଛୁପାଇବାକୁ ସରକାର ଆଉ ପୋଲିସ କହିଚାଲିଛନ୍ତି ! ଜଣେ ଭଦ୍ର ଆଉ ଅନେଷ୍ଟ…
ଶଂଖରେ ପଶୁଛି ପାଣି
ଲଗାତାର୍ କାର୍ଯ୍ୟକ୍ରମ କରି ବିଜେପି ଶିବିର ଚଳଚଞ୍ଚଳ ; ଆଶଙ୍କା ଭିତରେ ଶଙ୍ଖ !
ଚଳିତ ଦଶନ୍ଧିରେ ଖଣି, ଖାଦାନଭରା, ଆଦିବାସୀବହୁଳ କେନ୍ଦୁଝର ଜିଲ୍ଲାର ରାଜନୈତିକ ପ୍ରେକ୍ଷାପଟ୍ଟରେ କୌଣସି ସଶକ୍ତ ବିରୋଧି ଶକ୍ତିର ଅନୁପସ୍ଥିତିରେ, ମର୍ଯ୍ୟାଦାସମ୍ପନ୍ନ ଘଷିପୁରା ଆସନକୁ ରାଜ୍ୟ…
ମୁଁ ଆଶା କରିବି ଭାରତ ଫାଇନାଲରେ ଖେଳୁ :: କୋରିଆ କୋଚ
I expect India to be in Final: Korean Men's Hockey Team Coach Shin Seok Kyo
~ Korean Men’s Hockey Team arrives in Bhubaneswar looking for best exposure ahead of 2018 Asian Games; will play friendly match against Olympic…
ଜବାବ ଭୁଲି ଯାଇଛନ୍ତି ମୋଦି ସରକାର ,ଚାଷୀ ନୁହନ୍ତି ମୋଦିଙ୍କ ପ୍ରାଥମିକତା
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଅନୁରୋଧକୁ କରୁଛନ୍ତି ବିରୋଧ
୨୭ରେ ବିଜେଡି କୃଷକ ସାମ୍ମୁଖ୍ୟର ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ
ଭୁବନେଶ୍ୱର/ CHAKRADHAR MAJHI : ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ…
୧୫ତମ ଜାତୀୟ ଆନ୍ତ-ଜିଲା ଜୁନିୟର ଆଥେଲେଟିକ୍ ମିଟ
ମୟୂରଭଞ୍ଜରୁ ୧୧ ଜଣିଆ ଟିମ ବିଶାଖାପାଟଣା ଗସ୍ତ
ବାରିପଦା- ଭାରତୀୟ ଆଥେଲେଟିକ୍ ଆସୋସିଏସନ ଦ୍ୱାରା ବିଶାପାଟଣାଠାରେ ଆୟୋଜିତ ହେବାକୁ ଯାଉଥିବା ୧୫ତମ ଜାତୀୟ ଆନ୍ତଃ-ଜିଲା ଜୁନିୟର ଆଥେଲେଟିକ୍ ମିଟରେ ଅଂଶ ଗ୍ରହଣ କରିବା ନିମନ୍ତେ ମୟୂରଭଞ୍ଜ ଜିଲାରୁ ୧୧ ଜଣିଆ ଟିମ ଶୁକ୍ରବାର ପୂର୍ବାହ୍ନରେ…
ପାରାଦୀପ ରିଫାଇନରୀ ସମ୍ମାନଜନକ ‘କଳିଙ୍ଗ ନିରାପତ୍ତା ପୁରସ୍କାରରେ ସମ୍ମାନୀତ
ପାରାଦୀପ, ୨୪.୧୧.୨୦୧୭: ନିକଟରେ ଶେଷ ହୋଇଥିବା ‘ଓଡିଶା ରାଜ୍ୟ ନିରାପତ୍ତା ସମ୍ମିଳନୀ-୨୦୧୭’ ରେ ଇଣ୍ଡିଆନ ଅଏଲ ଦ୍ଵାରା ସର୍ବାଧୁନିକ ଜ୍ଞାନ କୌଶଳ ର ପ୍ରୟୋଗ ଏବଂ ଏହାର ଆଧୁନିକ ବିଶୋଧନାଗାର ରେ ସର୍ବୋତ୍ତମ ନିରାପତ୍ତା ବ୍ୟବସ୍ଥା ର ଉତ୍ତମ ପରିଚାଳନା ପାଇଁ ପାରାଦୀପ ରିଫାଇନରୀ କୁ…
ନବକୃଷ୍ଣ ଚୈାଧୁରୀ ଲାଗୁ କରିଥିବା ଭାଷା ଆଇନକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇବାରେ ବିଫଳ
ଭାଷା ସୁରକ୍ଷା ସମ୍ମିଳନୀ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ଜନ୍ମ ଜୟନ୍ତୀ ପାଳିତ
ବାରିପଦା/ଦିଲ୍ଲୀପ ମହାନ୍ତି : ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୈାଧୁରୀଙ୍କ ଜନ୍ମଜୟନ୍ତୀକୁ…
ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ମୟୂରଭଞ୍ଜରୁ ୧୨୪ ସାମିଲ
ବାରିପଦାରୁ ଦିଲ୍ଲୀପ ମହାନ୍ତି - ଓଡ଼ିଶା ସରକାରଙ୍କ ବରିଷ୍ଠ ତୀର୍ଥ ଯାତ୍ରା ଯୋଜନାରେ ମୟୂରଭଞ୍ଜ ବରିଷ୍ଠ ତୀର୍ଥ ଯାତ୍ରୀ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଦମକଳ କେନ୍ଦ୍ର ନିକଟରେ ଥିବା ଆଶ୍ରୟସ୍ଥଳୀ ପରିସରରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଜିଲାପାଳ ସୁରେନ୍ଦ୍ର କୁମାର…