ସ୍ବେଛାସେବୀ  ସଫା କଲେ ହରିଶଙ୍କର ମନ୍ଦିରଭିତର ଆବର୍ଜ୍ଜନା 

‘ଉଇ କେନ’ ତରଫରୁ  ସ୍ୱଚ୍ଛ ହରିଶଙ୍କର କାର୍ଯ୍ୟକ୍ରମ   ବଲାଙ୍ଗିର(ନିରୋଜ ମିଶ୍ର)- ସ୍ୱେଚ୍ଛାସେବୀ ସଙ୍ଗଠନ ‘ଉଇ କେନ’ ତରଫରୁ ହରିଶଙ୍କର ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଉକ୍ତ ଅନୁଷ୍ଠାନର ସମସ୍ତ ସଭ୍ୟ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ…

 ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦକ୍ଷିଣାଞ୍ଚଳ କାର୍ଯ୍ୟନିର୍ବାହୀ ବୈଠକ

ରାୟଗଡରୁ ସରୋଜ କୁମାର ସାହୁ :  ସ୍ଥାନୀୟ ବାଲୁଙ୍କେଶ୍ୱର ମଣ୍ଡପ ଠାରେ ଆଞ୍ଚଳିକ ସମ୍ପାଦକ ଅଶୋକ ପଟନାୟକଙ୍କ ଡ଼ାକରାରେ ଓଡିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଦକ୍ଷିଣାଅଞ୍ଚଳ କାର୍ଯ୍ୟ ନିର୍ବାହୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦକ୍ଷିଣାଅଞ୍ଚଳ ଉପ ସଭାପତି ହରିହର…

 ଉପନଗରପାଳ ଜିତେନ୍ଦ୍ରଙ୍କୁ ଗ୍ରୀନ ଫିଙ୍ଗର ନ୍ୟାସନ୍ୟାଲ ଆୱାର୍ଡ 

  କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ମହାପ୍ରୟାଣ  ଶତବାର୍ଷିକୀ ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସେଣ୍ଟର ଫର୍ ସୋସିଆଲ ଆଣ୍ଡ କଲ୍ଚରାଲ ଏକ୍ସଲେନ୍ସ , ମୟୂରଭଞ୍ଜ ପୁସ୍ତକ ମେଳା, ବିଜୟିନୀ ପବ୍ଲିକେଶନ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବାରିପଦା ସହୀଦ…

ସ୍କୁଲ ଦୂରର କଥା,  ଅଙ୍ଗନବାଡି କେନ୍ଦ୍ର ବି ନାହିଁ

ଅଙ୍ଗନବାଡିଗୃହ ନିର୍ମାଣ ଦାବୀ କୋରେଇ/ଜୟଶଙ୍କର ଦାଶ : କୋରେଇ ବ୍ଲକ୍ ଅର୍ନ୍ତଗତ ତଳଗଡ ପଂଚାୟତ ନୂଆଗଡ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଥିଲେ ହେଁ ଏପର୍ଯ୍ୟନ୍ତ ଏହାର ନିଜସ୍ୱ ଗୃହ ନିର୍ମାଣ ହୋଇପାରିନାହିଁ । ଗାଁ କୋଠା ଘରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢାଇବା…

ନାବାଳିକା ହତ୍ୟାର ନିରପେକ୍ଷ ସିବିଆଇ ତଦନ୍ତ ଦାବୀରେ ଅଭାବନୀୟ କାଣ୍ଡ

 ଦାବୀପତ୍ର ପ୍ରଦାନ କରିଥିବା କିନ୍ନର ସଂଘର ସଭାପତି ଓ ୫୦ ଜଣଙ୍କ ନାମରେ କେଶ୍ କଲା ପୋଲିସ୍   କୋରେଇ, (ଜୟଶଙ୍କର ଦାଶ) : କୋରେଇ ଥାନା ଅର୍ନ୍ତଗତ ସାଦକପୁର ପଂଚାୟତର ମହୁରିଆ ସାହିର ଭାଗିରଥି ଜେନାଙ୍କ ନାବାଳିକା ଝିଅ ସୁନିତାର ମୃତ୍ୟୁ ପରେ ଗତକାଲି ଯାଜପୁର କିନ୍ନର ସଂଘ ଓ କୋରେଇର…

ଆଗରୁ ତହସିଲଦାରଙ୍କ ଦୁର୍ବ୍ୟବହାର କରିଥିଲେ, ଆଜି ଯୁବ ବ୍ୟବସାୟୀଙ୍କୁ କୁଟିଲେ

ଥାନା ଅଧିକାରୀଙ୍କ ମାଡ଼ରେ ଯୁବ ବ୍ୟବସାୟୀ ଗୁରୁତ୍ତର ଚିକିତ୍ସା ନିମନ୍ତେ ପିଆରଏମକୁ ମେଡିକାଲ କଲେଜକି ସ୍ଥାନାନ୍ତରିତ    ବାରିପଦା(ଦିଲ୍ଲୀପ ମହାନ୍ତି )- ବଡ଼ସାହି ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ମାଡ଼ମାରି ବଡ଼ସାହି ଅଞ୍ଚଳର ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଦାସ ଓରଫ୍…

ୟୁଏସ୍ଏ ଏଲସିଇରେ ଯୋଗଦେଲେ ଏକମାତ୍ର ଓଡ଼ିଆ ଲାୟନ୍ ବିଶ୍ୱନାଥ ମହାନ୍ତି

ଭୁବନେଶ୍ୱର, ୨୪/୦୬ : ୟୁନାଇଟେଡ୍ ଷ୍ଟେଟ୍ସ ଅଫ ଆମେରିକାର ଲସ୍ ଭେଗାସ୍ ସିଟିରେ ଆୟୋଜିତ ‘ଲାୟନ୍ସ କ୍ଲବ ଅଫ ଇଂଟରନ୍ୟାସନାଲ'(ଏଲସିଇ)ରେ ଯୋଗ ଦେଉଛନ୍ତି ଏକମାତ୍ର ଓଡ଼ିଆ ଲାୟନ୍ସ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି । ଚଳିତ ଜୁନ ୨୬ରୁ  ବିଶ୍ୱର ସର୍ବ ବୃହତମ ଓ ସର୍ବପୁରାତନ ହେଟେଲ ‘ଏମଜେଏମ 'ରେ…

ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହୀତ ହେଲା ୫୦ ୟୁନିଟ ରକ୍ତ

ବାରିପଦା/ ଦିଲ୍ଲୀପ ମହାନ୍ତି )- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ମଧ୍ୟରେ ଜୀବନ ବିନ୍ଦୁ ଏକ ଅଭିନବ ପଦକ୍ଷେପ | । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରତ୍ୟେକ ଦିନ ରକ୍ତର ଅଭାବ ପରିଲକ୍ଷିତ ହୋଇ ଆସୁଅଛି । ରକ୍ତ ଅଭାବରୁ ଦେଶରେ…

ଚାନ୍ଦମାରେ ଜଳଛତ୍ର ଉଦଯାପିତ

ଯାଜପୁରରୋଡ୍ (ଜୟଶଙ୍କର ଦାଶ ) : ଚାନ୍ଦମାଠାରେ ଦୀର୍ଘ ୨ମାସ ଧରି ଚାଲିଥିବା ଜଳଛତ୍ର ଇତିମଧ୍ୟରେ ଉଦଯାପିତ ହୋଇଯାଇଛି । ଦଧିଚୀ ସମ୍ମାନପ୍ରାପ୍ତ ତଥା ଯୁବ ସାମ୍ବାଦିକ ସୁରେଶ କୁମାର ହୋତାଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଜଳଛତ୍ର ଓ ଗୋ' ଜଳଛତ୍ର ଉଦଯାପିତ ହୋଇଛି । ଏପ୍ରିଲ ୧୪ରୁ ଆରମ୍ଭ…