ତିତଲୀ ଦେଇଗଲା ଯାତନା

0

  କନ୍ଧମାଳ/ ଗଗନ କୁମାର ପ୍ରଧାନ :  କନ୍ଧମାଳଜିଲ୍ଲା ରେ ତିତଲୀ ତାଣ୍ଡବ | ଛୁଇଁ ଦେଇ ଚାଲିଗଲା ସିନା, ଗଲାପରେ ପରେ ଯେଉଁ ଯାତନା ଦେଇଗଲା ସେଥିରେ ହନ୍ତସନ୍ତ ହେଉଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ  ରୋତିଙ୍ଗିଆ ରୁ ଜିଉଦୟଗିରି  ଯାତାୟାତ ସେବା ବିଛିନ୍ନ | ଝିମାଇଂଗିଆ ଘାଇରେ ବନ୍ୟା ଜଳ ଆସି ରାସ୍ତା କ୍ଷତିଗ୍ରସ୍ଥ ହୋଇଛି |

Leave A Reply

Your email address will not be published.