ଷ୍ଟେଟବ୍ୟାଙ୍କ କୁଚିଣ୍ଡା ଶାଖା ପକ୍ଷରୁ ହେଲଥ କ୍ୟାମ୍ପ On Oct 12, 2018 6 Share କୁଚିଣ୍ଡା/ ଶାନ୍ତନୁ ବେହେରା : ଆଜି ଭାରତୀୟ ଷ୍ଟେଟବ୍ୟାଙ୍କ କୁଚିଣ୍ଡା ଶାଖା ପକ୍ଷରୁ ଏକ ହେଲଥ କ୍ୟାମ୍ପ ପେନସନ ଉପଭୋକ୍ତା ମାନଙ୍କ ପାଇଁ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାଙ୍କ ର ମୁଖ୍ୟ ପରିଚାଳକ ଶ୍ରବଣ କୁମାର ନିଆଲ ଓ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ଥିଲେ। 6 Share FacebookTwitterGoogle+ReddItWhatsAppPinterestEmail