ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଏନକାଉଣ୍ଟର

  jajpur/ Jayashankar Dash :ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଏନକାଉଣ୍ଟର । ଚଣ୍ଡିଖୋଲ ନିକଟରେ ସ୍ବତନ୍ତ୍ର ପୋଲିସ ଟିମ୍ ଏସଟିଏଫ ଟିଟୋକୁ ଏନକାଉଣ୍ଟର କରିଛି । ଟିଟୋ ଗ୍ୟାଙ୍ଗ ସହ ମୁହାଁମୁହିଁ ହୋଇଥିଲେ ଏସଟିଏଫ,ପରେ ତାକୁ ଏନକାଉଣ୍ଟର କରିଛି ପୋଲିସ। ପ୍ରଥମେ ପୋଲିସ…

 ବର୍ଦ୍ଦିରେ ଲାଗିଛି କଳଙ୍କ ଛିଟା

  ଥାନା ଅଧିକାରୀଙ୍କ ମାଡ଼ରେ ଯୁବ ବ୍ୟବସାୟୀ ଗୁରୁତ୍ତର ପ୍ରସଙ୍ଗ : ନ୍ୟାୟ ପାଇବା ନିମନ୍ତେ ମାନବିକ ଅଧିକାର କମିଶନ ଓ ଏସପିଙ୍କ ଦ୍ୱାରସ୍ଥ  ବାରିପଦା(Dillip Mohanty)- ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ରହିଛି ଗୃହ ବିଭାଗ । ଜନତା ଓ ପୁଲିସ ମଧ୍ୟରେ ରହିଆସିଥିବା…

 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 1 ମୃତ    

  ପାଇକମାଲ/ଗୌରାଙ୍ଗ  ଦଶ   :-  ଆଜି ଦିପହର ପ୍ରାୟ ୧ ଘଣ୍ଟା ସମୟ ରେ ପାଇକମାଲ ରୁ ପଦ୍ମପୁର ରାସ୍ତା ରେ ଥିବା ସାଲେପଲି ଗ୍ରାମରେ ଅବସ୍ତିତ ରାଇସ ମିଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଝରବନ୍ଧ ବ୍ଲକ ର ଅଭିମନ୍ୟୁ ସାହୁ ଙ୍କର ଘଟଣା ସ୍ଥଳରେ…

ଷ୍ଟେଟ ବ୍ୟାଙ୍କ ଦିବସ ପାଳନ ଅବସରରେ ରକ୍ତ ଦାନ ଶିବିର 

ରାୟଗଡରୁ ସରୋଜ କୁମାର ସାହୁ, ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ରାୟଗଡ ଠାରେ ଆର. ଓ. ଵି., ଷ୍ଟେଟ ବ୍ୟାଙ୍କ ରାୟଗଡ, ଆମ ଓଡିଶା ଓ ଡ଼ଃ ଅବଦୁଲ କାଲାମ ଫାଉଣ୍ଡେସନ ରାୟଗଡ ମିଳିତ ସହଯୋଗରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା । ରାୟଗଡ ଜିଲ୍ଲାପାଳ ଗୁହା ପୁନମ୍…

ଭୋଜି ଖାଇ ଫେରୁଥିଲେ,  ଘଟିଲା ଏଇ ମର୍ମନ୍ତୁଦ ଅଘଟଣ 

    ଯାଜପୁରରୁ ବ୍ୟୁରୋ ଚିଫ ଜୟଶଙ୍କର ଦାଶ : ଆନନ୍ଦପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗଛକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଥାନା…

ତ୍ରିପାକ୍ଷିକ  ଆଲୋଚନା ସଫଳ, ଆନ୍ଦୋଳନ ବନ୍ଦ କରିବା ପାଇଁ  ନିଷ୍ପତ୍ତି – ଜିଲ୍ଲା ପ୍ରଶାସନର ଆଶ୍ଵସ୍ତ

ରାୟଗଡରୁ ସରୋଜ କୁମାର ସାହୁ :  ଈମ୍ଫା କାରଖାନା ଅଚଳାବସ୍ଥା ଦୂର ହେବାର ବାଟ ଫିଟିଛି। କମ୍ପାନୀ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥିରେ ଅନୁଷ୍ଠିତ ହୋଇଛି ଏକ ତ୍ରୀପାକ୍ଷିକ ବୈଠକ । ଯେଉଁଠି କମ୍ପାନୀ କର୍ତୃପକ୍ଷ  ଦାବୀ…

ସ୍ୱାଧିନ ଚେତା ଓ ନିର୍ଭିକ ସମାଜ ଚିନ୍ତକ ଥିଲେ କିଶନ ପଟ୍ଟନାୟକ

ଗାନ୍ଧୀ ଭବନରେ ସମାଜବାଦୀ କିଶନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳିତ ବଲାଙ୍ଗିର /ନିରୋଜ ମିଶ୍ର  -   ସ୍ୱାଧିନ ଚେତା ଓ ନିର୍ଭିକ ସମାଜ ଚିନ୍ତକ ଥିଲେ କିଶନ ପଟ୍ଟନାୟକ । ରାଜ୍ୟରେ କୃଷକ ଆନେ୍ଦାଳନର ସେ ଥିଲେ ଜଣେ ମୁଖ୍ୟ ପୁରୋଧା । ଏକ ଶୋଷଣହୀନ, ନ୍ୟାୟ ଆଧାରିତ ଓ ସମତା ଭିତ୍ତିକ ସାମାଜିକ…

ବିଶ୍ୱଭୂଷଣଙ୍କ ସ୍ୱୀକାରୋକ୍ତି ଆଗରେ ଧରାପଡିଗଲା ଧର୍ମେନ୍ଦ୍ର ଓ ଅନ୍ୟନେତାଙ୍କ ଷଡ଼ଯନ୍ତ୍ର

ଭୁବନେଶ୍ୱର: ବିଶ୍ୱଭୂଷଣ ବାବୁ ଜଣେ ବରିଷ୍ଠ  ନେତା ଏବଂ ସେ ଯାହା କହିଛନ୍ତି, ତାହା ସଂପୂର୍ଣ୍ଣ ଠିକ୍  । ଅଥଚ, ଗତ ୪ବର୍ଷ ଧରି ବିଜେପିର ପ୍ରବକ୍ତାମାନେ ଅଲଗା କଥା କହିବାରେ ବ୍ୟସ୍ତ । ସେମାନେ କହୁଛନ୍ତି, ବିଜେଡି ୧୮ବର୍ଷ ଧରି ଶାସନରେ ଅଛନ୍ତି । ଧର୍ମେନ୍ଦ୍ରବାବୁ ସବୁବେଳେ ଗାଉଛନ୍ତି,…

ପଦ୍ମପୁର ୱାର୍ଡ  ନଂ ୭ ଓ ୮ ର ମହିଳାମାନଙ୍କ ଦ୍ୱାରା ପଦ୍ମପୁର କାର୍ଯ୍ୟ ନିର୍ବାହି ଅଧିକାରୀଙ୍କୁ ଦାବୀପତ୍ର 

  ପଦ୍ମପୁର(ନୀଳ ଦୀପ):ବରଗଡ଼ ଜିଲ୍ଲା ପଦ୍ମପୁର ସ୍ଥିତ ୱାଡର଼୍ ନଂ. ୦୭ ଓ ୦୮ ର ମହିଳା ମାନେ ଆଦ୍ୟ ଦଳବଦ୍ଧ ଭାବେ ବାହାରି ତାଙ୍କ ୱାଡର଼୍ ରେ ଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ନିମନ୍ତେ ଦାବି ପତ୍ର ଦେଇଥିଲେ । ଉକ୍ତ…