ବିଶ୍ୱ ହାତ ଧୁଆ ଦିବସ ପାଳିତ

0

ନୂଆପଡ଼ା/ପ୍ରିୟବ୍ରତ ପଣ୍ଡା :ନୂଆପଡ଼ା ଜିଲ୍ଲା ର ପ୍ରାୟ ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲ ରେ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଛି । ଶିକ୍ଷକ ମାନେ ପିଲାମାନଙ୍କୁ ହାତ ଧୋଇବା ଦ୍ୱାର କେମିତି ରୋଗ ରୁ ରକ୍ଷା ପାଇ ହେବ ତାହା ବୁଝାଇ ଥିଲେ ।କେମିତି ପିଲା ମାନେ ସବୁଦିନ ଖାଇବା ଆଗରୁ ହାତ ଧୋଇବେ ସେ ପ୍ରତି ବିଶେଷ ଧ୍ୟାନ ଦିଆ ଯାଇଥିଲା ।

 

Leave A Reply

Your email address will not be published.