Sign in
Sign in
Recover your password.
A password will be e-mailed to you.
ରାଧାମୋହନଙ୍କୁ ଧର୍ମେନ୍ଦ୍ରଙ୍କ ପତ୍ର : ରାଜ୍ୟର ସବୁ ନିୟନ୍ତ୍ରିତ ବଜାର କମିଟୀକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡାଯାଉ
ନୂଆଦିଲ୍ଲୀ/ଭୁବନେଶ୍ୱର:(ଚକ୍ରଧର ମାଝି): ରାଜ୍ୟରେ ଦଶଟି ମଣ୍ଡି ଇ-ନାମ ପ୍ଲାଟଫର୍ମ ସହ ଯୋଡି ହୋଇଥିବା ବେଳେ ଓଡିଶା ଷ୍ଟେଟ ଏଗ୍ରିକଲଚରାଲ ମାର୍କେଟିଂ ବୋର୍ଡ (ଓଏସଏଏମବି)ର ନିୟନ୍ତ୍ରଣ ଓ ତତ୍ୱାବଧାନରେ କାମ କରୁଥିବା ରାଜ୍ୟର ସମସ୍ତ ୬୬ଟି ରେଗୁଲେଟେଡ ମାର୍କେଟ କଂପ୍ଲେକ୍ସକୁ ଯୋଡିବାକୁ…
ଅବସର କାଳୀନ ସମ୍ବର୍ଦ୍ଧନା ସଭା
ବଲାଙ୍ଗିର (ନିରୋଜ ମିଶ୍ର) ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପର୍ଶୁରାମ ଉଚ୍ଚ ବିଦ୍ୟାଳୟ, କୁଡାସିଂହାରେ ପ୍ରଧାନ ଶିକ୍ଷକ ମିତ୍ରଭାନୁ ପଧାନଙ୍କ ଅଧ୍ୟକ୍ଷତାରେ ବିଜ୍ଞାନ ଶିକ୍ଷକ ଚାପ ବଗର୍ତ୍ତୀ ଓ କାର୍ଯ୍ୟାଳୟ ସହକାରୀ ହରେକୃଷ୍ଣ ସାହୁଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ …
ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରିବା ନେଇ ଦେଇଥିବା ପ୍ରତିଶ୍ରୁତି କୁ ପ୍ରତାରଣା କରିଛନ୍ତି କେନ୍ଦ୍ର ସରକାର : …
ଭୁବନେଶ୍ୱର: ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଆମ ବ୍ୟବସ୍ଥାରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ…
ଧାନ ଓ ଖାଦ୍ୟ ଶସ୍ୟର ସହାୟକ ମୂଲ୍ୟ ବୃଦ୍ଧି ଐତିହାସିକ : ବିଜେପି
ଭୁବନେଶ୍ୱର, ତା.୦୪/୦୭: କେନ୍ଦ୍ର କ୍ୟାବିନେଟ୍ରେ ଧାନ ସମେତ ଆଉ ୧୪ଟି ଖାଦ୍ୟ ଶସ୍ୟ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନିଷ୍ପତି ଐତିହାସିକ ଅଟେ । ସହାୟକ ମୂଲ୍ୟକୁ ଉପôାଦନ ମୂଲ୍ୟର ଦେଢ ଗୁଣ କରିବାର ପ୍ରତିଶ୍ରୁତି ପାଳନ କରିଥିବାରୁ ରାଜ୍ୟ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ…
ଯାଜପୁରରେ ଜିଲ୍ଲାର ପ୍ରଥମ ଗୋଲାପୀ ବୁଥ ; ଏଠି ଦାୟିତ୍ୱରେ ସବୁ ମହିଳା
ପିଙ୍କ ବୁଥରେ ନିର୍ବାଚନ ପରିଚାଳନା କରି ନିଜକୁ ଗର୍ବିତ ମନେକଲେ ପୁଲିଂ ଅଧିକାରୀ ।
ଯାଜପୁର(ଜୟଶଙ୍କର ଦାଶ): ପିଙ୍କ ବୁଥରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରି ଆମେ ଗର୍ବିତ । ଏହା ଆମକୁ ବେଶ ଉତ୍ସାହ ଦେଇଚ୍ଥି ବୋଲି ପ୍ରଥମ ଥର ପାଇଁ ନିର୍ବାଚନରେ ନିୟୋଜିତ ହୋଇଥିବା ମହିଳା…
ସହରାଞ୍ଚଳରେ ୧୧ଲକ୍ଷ ୧୫ ହଜାର ୯୦୦ ଚାରା ରୋପଣ କରାଯିବ
ଭୁବନେଶ୍ୱର; ଚଳିତ ବର୍ଷ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ସବୁଜ ବଳୟ ସୃଷ୍ଟି କରାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତିା ଏହି ପରିପ୍ରେକ୍ଷୀରେ ଆଜି ସଚିବାଳୟଠାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
ଦୁର୍ଘଟଣାରେ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ
ଯାଜପୁର ରୁ ଜୟଶଙ୍କର ଦାଶ L ସଡକ ଦୁର୍ଘଟଣାରେ ପୋଲିସ କନଷ୍ଟେବଳ ଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳୁପୁର ନିକଟ ୧୬ନଂ ଜାତୀୟ ରାଜପଥରେ । ବାଇକ୍ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀ ପୋଲିସ କନଷ୍ଟେବଳ ଙ୍କର ଘଟଣା ସ୍ଥଳରେ…
ତହଁକ କୁଟୁମ୍ ପକ୍ଷରୁ ସାରସ୍ୱତ ସମାରୋହ
ବଲାଙ୍ଗିରରୁ ନିରୋଜ ମିଶ୍ର - ସ୍ଥାନୀୟ "କୋଶଳ ପ୍ରବାହ' କାର୍ଯ୍ୟାଳୟ ପରିସରରେ ତହଁକ୍ କୁଟୁମ୍ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତହଁକ ପ୍ରକାଶନୀ ପକ୍ଷରୁ ପ୍ରକାଶିତ କବି ବ୍ରଜମୋହନ ମେହେରଙ୍କ କୋଶଲୀ କାବ୍ୟ ପୁସ୍ତକ "କବି ଆର୍ କବିତା' ଅତିଥିମାନଙ୍କ…
ଶ୍ରୀ ଶ୍ରୀ ବାବା ଆଖଣ୍ଡଳେଶ୍ୱର ମହାଦେବଙ୍କ ଶ୍ରାବଣୀ ଉତ୍ସବ ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ
ଭଦ୍ରକ( ସତ୍ୟଭୂଷଣ ସ୍ୱାମୀ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବାଆଖଣ୍ଡଳେଶ୍ୱର ମହାଦେବଙ୍କ ପାଖରେ ଚଳିତ ବର୍ଷ ଶ୍ରାବଣୀ ଉସôବ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାପାଳ ଜ୍ଞାନ ଦାସଙ୍କ ପୌରହିତ୍ୟରେ…
ଧାନର ଏମଏସପି ବୃଦ୍ଧି ପ୍ରସଙ୍ଗ : ବିଜେପି- ବିଜେଡି ମୁହାଁମୁହିଁ
କେନ୍ଦ୍ରକୁ କୃଷି ମନ୍ତ୍ରୀଙ୍କ ଟାର୍ଗେଟ୍ କଲେ ମହାରଥୀ
‘ମିଛୁଆଙ୍କୁ କୈାଣସି ଉତର ନାହିଁ’ : ବିଜେପି
ଭୁବବେଶ୍ୱର/ ଚକ୍ରଧର ମାଝି : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରାଜ୍ୟ କୃଷି ଓ କୃଷକ…