Sign in
Sign in
Recover your password.
A password will be e-mailed to you.
ପୁରୁଣାକଟକ ବନାଂଚଳ ସ୍ତରୀୟ ୬୯ ତମ ବନ ମହୋତ୍ସବ ପାଳିତ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧା ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ମଣିପୁର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନ ବିଭାଗ ତରଫରୁ ୬୯ତମ ବନମହୋସôବ ଏବଂ ସାମୁହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେ ଅନୁଷ୍ଠିତ ଏକ ସଭାରେ ହରଭଙ୍ଗା ବ୍ଲକ…
ତିଲେଶ୍ୱର ରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ
ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଏବଂ ତିଲେଶ୍ୱର ସେବା ସମବାୟ ସମିତି ସହଯୋଗ ରେ ତିଲେଶ୍ୱର ପଂଚାୟତ ଅନ୍ତର୍ଗତ ଶ୍ରୀ ଶ୍ରୀ ବାବା ଗୁପ୍ତେଶ୍ୱର ମନ୍ଦିର ବୁରୁବୁଡ଼ା (ତିଲେଶ୍ୱର) ଠାରେ ଶୁକ୍ରବାର ଦିନ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଓ…
ଜେଲ କର୍ମଚାରୀ ଙ୍କ ଅବହେଳା ଯୋଗୁଁ ସଜା କାଟୁଥିବା କଏଦୀ ଫେରାର : ପ୍ରଶ ଉଠୁଛି କେମିତି ବାହାରକୁ ଆସିଲା ହତ୍ୟା…
ପଦ୍ମପୁର/ ନୀଳ ଦୀପ - ବରଗଡ଼ ଜିଲ୍ଲା ପଦ୍ମପୁର ଉପକାରାଗାର ରୁ ଗୁରୁବାର ଦିନ ପ୍ରାୟ ୧ ଘଣ୍ଟା ସମୟରେ ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଝାଙ୍କରପାଲି ଗ୍ରାମର ଶ୍ରୀଯୁକ୍ତ ସଫେତ ବାଗ ଓରଫ ପେଟୁ ନାମକ କଏଦୀ ଫେରାର ମାରିଛନ୍ତି । ସୂଚନା ଅନୁସାରେ କଏଦୀ ଜଣକ ଏକ ମର୍ଡର କେସରେ ଗତ ଦୁଇ ମାସ ହେବ…
ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ ୧୧ରେ, ଯୋଗ ଦେବେ ଅରୁଣ-ଅଚ୍ୟୁତ
ବାରିପଦାରୁ ଦିଲ୍ଲୀପ ମହାନ୍ତି
ମୟୂରଭଞ୍ଜ ଜିଲ୍ଲାରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜଦ ବିପକ୍ଷରେ ଯାଇଥିଲା । ଏହାକୁ ନେଇ ବିଜଦ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ନବୀନ ଚିନ୍ତିତ ହୋଇପଡ଼ିଥିଲେ । ଜିଲ୍ଲାରେ ବିଜେଡି ଦୁର୍ଗ ରକ୍ଷା କରିବା ନିମନ୍ତେ…
ପୁଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତରେ ସାଂସଦ କଳିକେଶ,ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର କଲେ ଶିଳାନ୍ୟାଶ
ବଲାଙ୍ଗିର(ନିରୋଜ ମିଶ୍ର)
ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ ପୁଇଁତଲା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତକରି ଅନକ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଶିଳାନ୍ୟାଶ କରିଥିଲେ । ସାଉନ୍ତପୁର ଗ୍ରାମପଞ୍ଚାୟତର ଶିକାବହେଙ୍ଗା, ଲୁକାପଢା ଗ୍ରାମପଞ୍ଚାୟତର…
ବିଦ୍ୟାର୍ଥୀ ମାନଙ୍କର ଗୁଣାତ୍ମକ ଶିକ୍ଷା ଅଭିବୃଦ୍ଧି କରିବା ପାଇଁ ଉତ୍କର୍ଷ କର୍ମଶାଳା ଆରମ୍ଭ
ବଲାଙ୍ଗିର(ନିରୋଜ ମିଶ୍ର )- ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ, ପି.ପି ଏକାଡେମୀ, ସରକାରୀ ବାଳିକା ବିଦ୍ୟାଳୟ, ରାମ ଗୋପାଲ ହିନ୍ଦୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଓଡିଶା ମାଧ୍ୟମିକ ଶିକ୍ଷା ମିଶନର ତତ୍ତ୍ୱାବଧାନରେ ତଥା ରାଷ୍ଟ୍ରୀୟ ମାଧ୍ୟମିକ…
ପ୍ରତିଭା ଉନ୍ମେଷରେ ଅର୍ଥବାଧକ ନୁହେଁ : ଜିଲ୍ଲାପାଳ ।
ଯାଜପୁର, ଜୟଶଙ୍କର ଦାଶ: ପ୍ରତିଭା ଉନ୍ମେଷରେ ଅର୍ଥ କେବେ ବାଧକ ହେବ ନାହିଁ । ତେଣୁ ପ୍ରତିଭାଧାରୀମାନେ ନିଜ ପ୍ରତିଭାକୁ ବିକଶିତ କରିବାରେ ମନୋନିବେଶ କରିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଛନ୍ତି । ଦଶରଥପୁର ବ୍ଲକ ପଞ୍ଜରାସାହି ଗ୍ରାମର ସ୍ୱର୍ଗତ ରମାକାନ୍ତ ମହାନ୍ତିଙ୍କ…
ଏଇ ସିନା ମଣିଷ ପଣିଆ : ମନ ଛୁଉଁଚି ଯୁବ ସମାଜସେବୀ ସୁରେଶ କାମ
ବ୍ୟାସନଗରରୁ ବିଶ୍ୱଜିତ ମାଝୀ :ଚାନ୍ଦମା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ (ପୁନିଆଁ)କିଛିଦିନ ତଳେ ଚାନ୍ଦମା ଛକ ନିକଟରେ ସଂଧା ସମୟରେ ଘରକୁ ଫେରୁଥିବା ସମୟରେ ପୂର୍ଣ୍ଣଚନ୍ଦ୍ର ନିଶାଗ୍ରସ୍ତ ଅବସ୍ଥାରେ ରାସ୍ଥାକଡ଼ରେ ପଡ଼ିଯାଇଥିଲେ ।ତାଙ୍କ ପାଖରେ ପ୍ରାୟ ୧୦ ହଜାର ଟଙ୍କାରୁ ଉର୍ଧ୍ଵ ଥିଲା ବୋଲି…
ଅମିତଙ୍କ ପଦକ୍ଷେପକୁ ସମସ୍ତଙ୍କ ପ୍ରଶଂସା
ଓଡିଶା ଆନ୍ଧ୍ର ସୀମାନ୍ତର ଅମର ଯବାନ ଶହୀଦ ସ୍ମୃତି ସ୍ତମ୍ୱ ସ୍ଥାପନ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ତଥା ଓଡିଶା ଆନ୍ଧ୍ର ସୀମାନ୍ତ ଶ୍ରୀକାକୁଲମ ଜିଲ୍ଲା ପାତପାଟଣା ମଣ୍ଡଳ ଏସ କାବିଟି ଗ୍ରାମର ପାରଳା ସହରକୁ…
ଜିଲ୍ଲା ସ୍ତରୀୟ ପରିଚାଳକ ନିକାୟ ଓ ପ୍ରକଳ୍ପ ସ୍ତରୀୟ ବୈଠକ
ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଜିଲ୍ଲା ସ୍ତରୀୟ ୭୫ ଜଣ ପରିଚାଳକ ନିକାୟ ଗଭର୍ଣ୍ଣିଂ ବଡି ଏବଂ ୬୮ତମ ପ୍ରକଳ୍ପ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ…