ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିରୁ ବୈଜୟନ୍ତଙ୍କୁ ବାଦ୍‍ ଦେବାକୁ ଲୋକସଭା ବାଚସ୍ପତିଙ୍କୁ ପତ୍ର

ଭୁବନେଶ୍ୱର,: ସଂସଦୀୟ ଗୃହ ବ୍ୟାପାର ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଥିବା ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କୁ ଏଥିରୁ ବାଦ୍‍ ଦେବାକୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ବିଜେଡି ସଂସଦୀୟ ଦଳ (ଲୋକସଭା) ନେତା ଭର୍ତ୍ତୃହରି ମହତାବ ଓ ମୁଖ୍ୟ ସଚେତକ ତଥାଗତ ସତପଥୀ ଆଜି…

ଶପଥ ନେଲେ ରୀତା 

  ଭୁବନେଶ୍ୱର: ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ବିଶାଳ ବ୍ୟବଧାନରେ ପରାଜିତ କରି ବିଜେପୁରରୁ ଉପନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି ପ୍ରାର୍ଥୀନୀ ରୀତା ସାହୁ ଆଜି ନିଜ ସ୍ୱାମୀଙ୍କ ଉତ୍ତରାଧିକାରୀ ବା ବିଜେପୁରର ବିଧାୟକ ଭାବେ ପାଦ ଓ ଜାପାନୀୟତାର ଶପଥ ନେଇଛନ୍ତି ! ଫରକ କେବଳ ଗୋଟିଏ,…

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ, ଲୋକାର୍ପିତ ହେଲା ଗୀତଗୋବିନ୍ଦ ସଦନ 

ବିଜୁବାବୁଙ୍କ ପରି ଯୁବ ଓ ଛାତ୍ର ସମାଜ ଓଡ଼ିଶାର ବିକାଶ ପାଇଁ କାମ କରନ୍ତୁ : ମୁଖ୍ୟମନ୍ତ୍ରୀ  ଭୁବନେଶ୍ୱରରୁ ଚକ୍ରଧର ମାଝି - ଓଡ଼ିଶାର ଯୁବ ଓ ଛାତ୍ର ସମାଜ ବିଜୁବାବୁଙ୍କ ପରି ଓଡ଼ିଶାର ବିକାଶ କାର୍ଯ୍ୟରେ ସାମିଲ ହେବା ସହ ସମସ୍ତ ଆହ୍ୱାନକୁ ସାହାସର ସହିତ ମୁକାବିଲା କରନ୍ତୁ । ଏହା…

ବିଜେପିର ସମାଲୋଚନା କେବଳ ବିଜେପୁର ହତାଶାର ପ୍ରତିଫଳନ : ବିଜୟ 

ଭୁବନେଶ୍ୱର,:  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଥିଲା ବେଳେ ଆଉ ଏ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗାଁ-ଆମ ବିକାଶ’ କାର୍ଯ୍ୟକ୍ରମ ଶୁଭାରମ୍ଭ କରୁଥିବା ବେଳେ  ସେତେବେଳେ ବିଜେପି ଯେପରି…

ଗଣତନ୍ତ୍ରରେ ସେବା ଓ ବିନମ୍ରତାର ବିକଳ୍ପ ନାହିଁ: ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଜୟନ୍ତୀ ପାଳିତ ଭୁବନେଶ୍ୱର: ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜନ୍ମ ଜୟନ୍ତୀ ଆଜି ଭୁବନେଶ୍ୱରସ୍ଥିତ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ…

ପାର୍ସଲ ବୋମା ପଛରେ ପ୍ରେମପ୍ରସଙ୍ଗ ଖୋଳତାଡ କରୁଛି ପୋଲିସ

ସୌମ୍ୟଙ୍କ ବାପା କହିଲେ "ଧମକ ଆସିଥିଲା ପୁଅକୁ' ବଲାଙ୍ଗୀରରୁ ଜିଲ୍ଲା ପ୍ରତିନିଧି ନିରୋଜ ମିଶ୍ର  : ପାଟଣାଗଡ ପାର୍ସଲ ବୋମାକୁ ନେଇ ଏବେ ପରିସ୍ଥିତି ସୃଷ୍ଟି ହୋଇଛି । କେତେବେଳେ ପ୍ରେମ ତ କେତେବେଳେ ଆଉ କିଛି । କାରଣ ଯଦିଓ ଏ ଯାଏ ଅସ୍ପଷ୍ଟ ତଥାପି ପ୍ରେମଦିଗକୁ ନେଇ ଓ ବାରମ୍ବାର ଫେସବୁକ୍…

ହାଇକୋର୍ଟ ବାର ଆସୋସିଏସନର ଓକିଲଙ୍କ ଆନ୍ଦୋଳନ ସ୍ଥଗିତ 

କଟକରୁ ସରୋଜ ସ୍ୱାଇଁ :  ହାଇକୋର୍ଟ ରେ ଖାଲିଥିବା ଜଜ ପଦବୀ ପୁରାଣ କରିବା ଦାବିରେ  ଗତ ମାସ ୧୨ ତାରଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ରିଲେ ଅନଶନ କରୁଥିବା ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଓକିଲମାନେ ସେମାନଙ୍କ ଆନ୍ଦୋଳନତମକ କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି  । ମୁଖ୍ୟ…

କୁନ୍ଦୁଲି ଗଣଦୁଷ୍କର୍ମ ଓ ଅଇଁଠାପାଲି ହାଜତ ମୃତ୍ୟୁ  ପ୍ରସଙ୍ଗକୁ ନେଇ ନୂଆଦିଲ୍ଲୀ ସ୍ଥିତ ପାର୍ଲାମେଣ୍ଟ ଷ୍ଟ୍ରିଟ ଠାରେ…

  ଭୁବନେଶ୍ୱର - କୋରାପୁଟ ବିଧାୟକ ତଥା ପ୍ରଦେଶ ଅନୂସୂଚିତ ଜାତି କଂଗ୍ରେସ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ ଏବଂ ପୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ ଲୋକ କୁନ୍ଦୁଲି ଗଣ ଦୁର୍ଷ୍କମ ଓ ଅଇଁଠାପାଲି ହାଜତ ମୃତ୍ୟୁ ପ୍ରସଙ୍ଗରେ ଆସନ୍ତା ତା…

ମୂଖ୍ୟମନ୍ତ୍ରୀ କେବଳ ପ୍ରଚାରରେ ବିଶ୍ୱାସ କରନ୍ତି : ସମୀର 

ଭୁବନେଶ୍ୱର : ବାସ୍ତବତାରେ ନୁହେଁ, କେବଳ ପ୍ରଚାରରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ବିକାଶର ମିଛ ପ୍ରତିଶୃତି ଦେଇ ନିରୀହ ରାଜ୍ୟବାସୀଙ୍କୁ ପ୍ରତାରଣା ଦେବାରେ ସମସ୍ତ ସୀମା ମୁଖ୍ୟମନ୍ତ୍ରୀ ଉଲ୍ଲଂଘନ କରିସାରିଛନ୍ତି । ଦୀର୍ଘ ୧୮ ବର୍ଷ ଶାସନରେ ରହି ରାଜ୍ୟ ବିକାଶର ମିଥ୍ୟା କଥା କହି…