Sign in
Sign in
Recover your password.
A password will be e-mailed to you.
ନଦୀଶଯ୍ୟା ଓ ସଇରାତରୁ ବାଲି ଉଠାଣକୁ ଶୃଙ୍ଖଳିତ କରାଯିବ
ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର - ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ ଉତ୍ସରୁ ବାଲି ଖନନ କାର୍ଯ୍ୟକୁ ନିୟନ୍ତ୍ରିତ ଓ ଶୃଙ୍ଖଳିତ କରିବା ପାଇଁ ସରକାର ନୂତନ ପ୍ରଚେଷ୍ଟା ଅ।ରମ୍ଭ କରିଛନ୍ତି । ଏଥି ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗ…
ଏ ଅଫିସରମାନେ ଆମକୁ ବୁଡାଇ ଦେବେ !!!
ନଗେନ୍ଦ୍ର କହିଲେ ଅଫିସରଙ୍କ ଯୋଗୁ ଆମ ହାତ ପାଣ୍ଠି ବୁଡ଼ିଲା
ଭୁବନେଶ୍ୱର/Girija Shankar Dash - ଅଫିସର ରାଜକୁ ନେଇ ରାଜ୍ୟରେ ଲଗାତାର ଭାବେ ଚର୍ଚ୍ଚା ଜାରି ରହିଥିବା ବେଳେ ପରୋକ୍ଷ ଭାବେ କିଛି ମନ୍ତ୍ରୀ ଓ ବିଧାୟକ ସେମାନଙ୍କ ଅସହାୟତା ପ୍ରକାଶ କରିଥିବା ବେଳେ ଏବେ ସେଥିରେ ଇନ୍ଧନ…
ନେତା, ଠିକାଦାର, ବିଭାଗୀୟ ଅଧିକାରୀଙ୍କ ମହାମେଂଟ : ବିଭାଗ ସାଜିଛି ଚୋର ମାଉସୀ
ଧର୍ମଶାଳା : ୨ ମାସ ହେବା ଭାଙ୍ଗି ପଡିଛି ଆଦ୍ୟାନାଳ ପୋଲ
ଯାଜପୁର (ଜୟଶଙ୍କର ଦାଶ)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ ଓ ନିର୍ବଳ ପ୍ରଶାସନ ଉପରେ ଗୁରୁତ୍ୱ ଦେବା ସହ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ହେଲେ ଯାଜପୁର ଜିଲ୍ଲାର ଧର୍ମଶାଳାରେ ବିକାଶ ନାମରେ ଚାଲିଛି ହରିଲୁଟ ।…
ଭାଗ୍ୟର ବିଡମ୍ବନା: ଗଛ ସାଜିଲା ମୃତ୍ୟୁ ଦୂତ !
ଖେଳୁଥିବାବେଳେ ଗଛଡାଳ ତଳେ ଚାପିହୋଇ ଗଲା ନିରୀହ ଜୀବନ
ବାରିପଦା/ଦିଲ୍ଲୀପ ମହାନ୍ତି
ପିଲାଟି ଗଛମୂଳେ ଖେଳୁଥିଲା | ହେଲେ ସେ କଣ ଜାଣିଥିଲା ସେଇଟା ତାର ଶେଷ ଖେଳ ହେବ ବୋଲି ! ଭାଗ୍ୟ ତା ସହ ଏତେ ଜଲ୍ଦି ମରଣ ଖେଳ ଖେଳିବା, ଜୀବନ କଣ ଜାଣିବା ଆଗରୁ !! ବୁଧବାର ଅପରାହ୍ନ ପାଖାପାଖି ପାଞ୍ଚଟା…
କାର ଓ ଅଟୋ ଧକକା ଚାରି ଆହାତ
ବାରିପଦା-ତା-୨୫-୭-ଗତକାଲି ବାରିପଦା ସଦର ଥାନା ଅନ୍ତର୍ଗତ କଇଁଫୁଲିଆ ରାସ୍ତାରେ ଏକ ଅଟୋକୁ ((OR 11 H 3328) ଦୃତ ଗତିରେ ଆସୁଥିବା ଏକ ସୁଇଫ୍ଟ ଡିଜାୟାର କାର (wB 12 C 9171) ଧକକା ଦେବାଫଳରେ ଅଟୋରେ ଥିବା ଚାରିଜଣ ଲୋକ ଆହାତ ହୋଇଥିବାର ସୂଚନା ମିଳିଅଛି ।ଘଟଣା ଘଟାଇବାପରେ କାରଟି…
ଆସନ୍ତା କାଲି ଭାରତ- ଆୟର୍ଲାଣ୍ଡ ମୁକାବିଲା :୪ ଓଡ଼ିଆ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର
ସୁଶାନ୍ତ ବେହେରା :.ଭାରତ ତାର ପ୍ରଥମ ଉଦଘାଟନ ମ୍ୟାଚ ରେ ବିଶ୍ୱ ର (୨)ନଂ ଦଳ ଇଂଲଣ୍ଡ ସହିତ ମ୍ୟାଚ ଡ୍ର କରି ପଏଣ୍ଟ ଭାଗକରିଛି । ସେହିପରି ଆୟର୍ଲାଣ୍ଡ ତାର ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରି ପୁରା ପଏଣ୍ଟ ପାଇଁ ଦୃଢ ମନ ବଳ ବୃଦ୍ଧି ପାଇଛି। ଆୟର୍ଲାଣ୍ଡ ଫରୱାର୍ଡ ଖେଳାଳି ଖୁବ…
ଜୀବିତ ଠାବ ହୋଇ ପାରିଲାନି, ଶବ ମିଳିଲା
ଆହତ ଦନ୍ତା ହାତୀର ମୃତ୍ୟୁ
ବଡ଼ବିଲ / ଚିତ୍ତ ରଞ୍ଜନ କର : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଚମକପୁର ଠାରେ ଏକ ଆହତ ଦନ୍ତାହାତୀ ଶେଷରେ ଆଖି ବୁଜିଛି। ୨୧ ତାରିଖ ଠାରୁ ବନ ବିଭାଗ ଦ୍ଵାରା ଆହତ ଦନ୍ତା ହାତୀର ଚିକିତ୍ସା ଆରମ୍ଭ ହୋଇଥିଲେହେଁ, ୨୨ ତାରିଖ ଠାରୁ ହାତୀଟି ତଳେ ପଡ଼ି…
ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ
ଖଲ୍ଲିକୋଟ ସାନଘାଟି ଛକରେ ଏନ୍ କାଉଣ୍ଟର ଏହି ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ |ଏମାନଙ୍କ ଠାରୁ 2 ଲକ୍ଷ ଟଙ୍କା ଗୋଟିଏ କାର ଓ ଦୁଇ ଗୋଟି ବନ୍ଧୁକ ଜବତ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭତ୍ତି | ସୁଚନାଯୋଗ୍ୟ କି ଗତ କିଛି ଦିନ ତଳେ ଖଲ୍ଲିକୋଟ ଟୋଲ…
ଦୀର୍ଘ ୧୦ ବର୍ଷ ଧରି ଟିଟୋର ଅପରାଧୀକ ସାମ୍ରାଜ୍ୟ କିଏ ଚଳାଉଥିଲା ? ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ : ବିଜେପି
‘ନେତା ଲିଂକ’କୁ ଲୁଚାଇବା ପାଇଁ ‘ବାବୁ ଲିଂକ’କୁ ଯୋଡିବାର ବିଜେଡିର ସୁଚିନ୍ତିତ ଯୋଜନା ପଦାରେ ପଡିଲା
ଭୁବନେଶ୍ୱର /କଟକ : ଦୀର୍ଘ ୧୮ ବର୍ଷ ଭିତରେ ରାଜ୍ୟରେ ଅପରାଧୀକ ସାମ୍ରାଜ୍ୟ ବୃଦ୍ଧି ପାଇଛି । ଶାସକ ବିଜେଡି ନେତାଙ୍କ ପ୍ରତ୍ୟକ୍ଷ ପୋତ୍ସାହନରେ କୁଖ୍ୟାତ ଅପରାଧୀମାନେ କୋଟି କୋଟି…
ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଉଲ୍ଲେଖନୀୟ ସଂଚୟ ହାସଲ
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁ ନଷ୍ଟହୋଇ ପଡିରହିଥିବା ଏକ ଟ୍ରେଲର୍ ବଡିକୁ ସଫଳତାର ସହ ପୁନଃଉଦ୍ଧାର କରି ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିଛି । ସୂଚନାଯୋଗ୍ୟ…