ତିର୍ତ୍ତୋଲ /ରମେଶ ମହାନ୍ତି : ତିର୍ତ୍ତୋଲ ଥାନା ଅଧିନସ୍ଥ ବିଦ୍ୟାଧରପୁର ପଞ୍ଚାୟତ ସ୍ଥିତ ଗୋରେଖନାଥ ବିଦ୍ୟାପୀଠ ବିଦ୍ୟାଧରପୁର ର ୧୯୯୩ ବ୍ୟାଚ୍ ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ ଉତ୍ସବ ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଗୋରେଖନାଥ ମଠରେ ଅନୁଷ୍ଠିତ ହୋଇଯାଇଛି। ଏହି ବନ୍ଧୁମିଳନ ଉତ୍ସବରେ ରଶ୍ମି ରଞ୍ଜନ ମଲ୍ଲିକ,ବିଜୟ ଖୁଣ୍ଟିଆ,ସରୋଜ ସ୍ୱାଇଁ,ସୁବାସ ଦଳାଇ ସଂଗ୍ରାମ ଚୌଧୁରୀ,ଅଜିତ ସାହୁ,ଅଜୟ ଜେନା,ଜଗନ୍ନାଥ ଦାସ,ଶରତ ଦାସ,ଦିଲ୍ଲୀପ ଦାସ,ଶାରଦା ନାୟକ,ଅଭୟ ସାହୁ,ଚିତ୍ତରଞ୍ଜନ ପରିଡା,ମନୋରଞ୍ଜନ ନାୟକ,ବସନ୍ତ ସ୍ୱାଇଁ,ସାଗରିକା ସ୍ୱାଇଁ,ପୁଷ୍ପଲତା ସ୍ୱାଇଁ,କବିତା ଦାସ,ନଳିନୀ ଜେନା,ସଶ୍ମିତା ମଲ୍ଲିକ,କବିତା ଦାସ,ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ ମଳୟ ଲେଙ୍କା,ମାମିନା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।