Sign in
Sign in
Recover your password.
A password will be e-mailed to you.
୧ରେ ରାସ୍ତାରୋକୋ ଆନ୍ଦୋଳନ ନ କରିବ ଟାଉନ କଂଗ୍ରେସ
ମୌଳିକ ସମସ୍ୟାର ସମାଧାନ କଲାନାହିଁ ପ୍ରଶାସନ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ ),- ପୁରୁଣାବଜାର ଅଞ୍ଚଳର ୧୬ଟି ୱାର୍ଡ ଓ ପାଶ୍ୱର୍ବର୍ତ୍ତୀ ଗ୍ରାମମାନଙ୍କର ପ୍ରମୁଖ ମୌଳିକ ଦାବିକୁ ନେଇ ପୁରୁଣାବଜାର ଅଞ୍ଚଳର କାଉନସିଲର, ବିୁଦ୍ଧିଜୀବୀମାନେ ଜିଲ୍ଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ…
ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତଙ୍କୁ ଯୁବକକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ -୧ ଓ ପ୍ରିଜାଇଡ଼ିଂ ଅଫିସର ଚିଲଡ୍ରେନ କୋର୍ଟ ଜଜ୍ ସମର ବିଳାଶ ବେହେରା ଆଜି ଏକ ନାବାଳିକା ଦୁଷ୍ଟର୍ମ ମାମଲାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିବାକୁ ଯାଇ ଅଭିଯୁକ୍ତ ଯୁବକ ରାଇରଙ୍ଗପୁର ଗ୍ରାମାଞ୍ଚଳ…
Melbourne City FC to face Spanish club Girona FC in the second match of the Toyota Yaris LaLiga…
~ The Australian club comes into the match at the back of a clinical win against Kerala Blasters FC ~
Kochi, 26th July 2018: After putting up a clinical performance against the home side Kerala Blasters FC, A- League's Melbourne…
Indian Women’s Hockey Team lose 0-1 to Ireland in their 2nd match of the Vitality Hockey…
~ Anna O’Flanagan scored the only goal of the match in the 13th minute ~
London (England), 26 July 2018: The Indian Women's Hockey Team were left disappointed as they lost 0-1 to Ireland in their second Pool B match of the Vitality…
ଆର.ଏସ.ପି. ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ସାମୁଦାୟିକଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ଵାରା ବିପୁଳ ସଞ୍ଚୟ ସାଧନ
ରାଉରକେଲା/ ସୁଶାନ୍ତ ବେହେରା :ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଙ୍ଗ ପ୍ଳାଣ୍ଟ-୨ ବିଭାଗୀୟ ଏକ କର୍ମଚାରୀ ଦଳ ସଫଳତା ସହକାରେ ୱାଟର କୁଲିଙ୍ଗ ସିଷ୍ଟମର ଆଂଶିକ ପରିବର୍ତ୍ତନ ଜରିଆରେ ଉନ୍ନତିକରଣ କରିଛନ୍ତି । ଏହାର ଫଳସ୍ଵରୂପ ଓଭରଫ୍ଲୋ ଜଳକୁ ବିନା ଅପଚୟରେ ପୁନଃସଂଚାଳନ କରାଯାଇପାରିବ…
Alwyn George and Nikhil Poojari come home with FC Pune City
Pune, 26th July 2018: - The Rajesh Wadhawan Group and Bollywood star Arjun Kapoor co-owned Indian Super League (ISL) club FC Pune City today announced signing of Alwyn George and Nikhil Poojari to bolster their squad for the 2018-19…
ଜାମ ହୋପଡିଛି ପଦ୍ମପୁର ନାଲାର ମୂଖ୍ୟ କେନାଲ
ପଦ୍ମପୁର(ନୀଳ ଦୀପ)- ପଦ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଗତ ପଦ୍ମପୁର ନାଲାର ମୁଖ୍ୟ କେନାଲ ସମ୍ପୁର୍ଣ୍ଣ ରୁପେ ଜାମ ହୋଇ ପଡିଛି । ମୁଖ୍ୟ କେନାଲ ମଝିରେ ଗଛଲତା ପରିପୁର୍ଣ୍ଣ ହୋଇ ପଡିଥିବାରୁ ଏହି କେନାଲରୁ ·ଷୀ ପାଣି ପାଇବା ନେଇ ଆଶଙ୍କା ଦେଖା ଦେଇଛି । ବର୍ଷା ଋତୁ ଆରମ୍ଭ…
ଫସଲ ବୀମା ଦାବିରେ ଆନ୍ଦୋଳନ ପାଇଁ ସଜବାଜ
ପଦ୍ମପୁର/ ନୀଳ ଦୀପ - ଗତ ମଋଡିର କ୍ଷତିପୁରଣ ଏବଂ କୃଷିଋଣ ଛାଡ ଦାବୀରେ ଗୁରୁବାର ଦିନ ସ୍ଥାନୀୟ ପୁର୍ତବିଭାଗ ଡାକବଙ୍ଗଲା ପରିସରରେ ପଦ୍ମପୁର ଉପଖଣ୍ଡ ସେବା ସମବାୟ ସମିତି ସଭାପତି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ସେବା ସମବାୟ ସମିତି ପ୍ରିତମ ମେହେର ଏବଂ ବୁଡେନ ସଭାପତି…
ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ଚୋରି ଉଦ୍ୟମ
ପଦ୍ମପୁର/ନୀଳ ଦୀପ - ପଦ୍ମପୁର ରାଜବୋଡାସମ୍ବର ହାଇସ୍କୁଲ ପଡିଆ ନିକଟରେ ରହୁଥିôବା ପଦ୍ମପୁର ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡଃ. ବାଂଛାନିଧି ପଣ୍ଡାଙ୍କ ବାସଭବନରେ ଗତ ଗୁରୁବାର ରାତିରେ ଚୋରି ଉଦ୍ୟମ ହୋଇଥିବା ପଦ୍ମପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି । ବିସ୍ତୃତ ବିବରଣୀ…
ଯାଜପୁରର ପିଙ୍କ ବୁଥ ହରିୟାନାରେ ମଡେଲ ଭାବେ ପ୍ରଦର୍ଶିତ ହେବ ।
ଯାଜପୁର/Jayashankar Dash : ଯାଜପୁର ଜିଲ୍ଲା ୩୦ନଂ ଜୋନ ଉପନିର୍ବାଚନରେ ସିମିଳିଆ ପଂଚାୟତର ୩ଗୋଟି ବୁଥ୍କୁ ପ୍ରଶାସନ ପକ୍ଷରୁ ପିଙ୍କବୁଥ୍ ଭାବେ ବିବେଚନା କରାଯାଇଥିଲା । ଚିତାହଟା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ଏହି ପିଙ୍କବୁଥ୍ । ଏହି ୩ଟି ବୁଥ୍ ରେ କେବଳ…