Sign in
Sign in
Recover your password.
A password will be e-mailed to you.
ଧର୍ମଶାଳାରେ ଚାଷୀ ସମସ୍ୟା ନେଇ ଆନେ୍ଦାଳନ ଚେତାବନୀ : ଜଳକର ଦେଇ ଜମିକୁ ଜଳ ପାଉ ନାହାନ୍ତି ଚାଷୀ
ଯାଜପୁର,(ଜୟଶଙ୍କର ଦାଶ) ଚାଷୀମାନେ ବର୍ଷ ବର୍ଷ ଧରି ଜଳକର ଦେଉଛନ୍ତି । ଚାଷୀଙ୍କ ଜମିକୁ ପାଣି ମାଡିବା ପାଇଁ କାଡା ନାଳ ନିର୍ମାଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ହେଲେ ଚାଷୀମାନେ ଜମିକୁ ଜଳ ପାଉନାହାନ୍ତି । ଏହା ବିରୋଧରେ ଧର୍ମଶାଳାର ବ୍ଲକ ଅଂଚଳରେ ଚାଷୀମେଳି ଅନୁଷ୍ଠିତ …
ଯାଜପୁର ଜିଲ୍ଲାସ୍ତରୀୟ ଯୁବ ଉତ୍ସବ ଉଦ୍ଘାଟିତ ।
ଯାଜପୁର/ଜୟଶଙ୍କର ଦାଶ : ଯୁବ ପ୍ରତିଭାର ଉନ୍ମେଷ ଓ ଉପଯୋଗ ଯେ କୈାଣସି ରାଷ୍ଟ୍ରକୁ ସମୃଦ୍ଧ କରିଥାଏ ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ପ୍ରଶାସନ, କ୍ରୀଡା ବିଭାଗ…
ଗୋ ସୁରକ୍ଷା ପାଇଁ ଜେଲ ଯାଇଥିବା ରବିଙ୍କୁ ଜିଲ୍ଲା ପଶୁ କଲ୍ୟାଣ ଦାୟିତ୍ୱ
ଗୁଣୁପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡା ଜିଲ୍ଲା ଗୁଣପୁର ବ୍ରାହ୍ମଣ ସାହିର ରବି ଆଚାରି ଜିଲ୍ଲା ପଶୁ କଲ୍ୟାଣ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାର ଙ୍କ ଜାତୀୟ ପଶୁ କଲ୍ୟାଣ ବୋର୍ଡ଼ ତରଫରୁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଜାତୀୟ ପଶୁ କଲ୍ୟାଣ ବୋର୍ଡ଼ ର ସମ୍ପାଦିକା ଡ଼.…
ଶିକ୍ଷା ଆଣିଛି ପରିବର୍ତନ, ବଲିପ୍ରଥାକୁ ବିରୋଧ କରୀ ଜୁଗାର ଯାତ୍ରା
ପଦ୍ମପୁର/ନୀଳ ଦୀପ –ବୋଡାସମ୍ବର ଅଂଚଲ ଏକ ଆଦିବାସି ବହୁଲ ଅଂଚଲ ,ପୂର୍ବରୁ ଏହି ଅଂଚଲରେ ବଳୀ ପ୍ରଥାର ପ୍ରଚଲିତ ଥିଲା ହେଲେ ଶିକ୍ଷା ଆଣିଛି ପରିବର୍ତ୍ତନ । ବଦଲିଛି ଯୁବ ପିଢ଼ି ଆଉ ଶିକ୍ଷିତ ଲୋକଙ୍କ ମନ,ତାଙ୍କ ସହିତ ବଦଲିଛି ବୃଦ୍ଧ ବୃଦ୍ଧାଙ୍କ ପାରମ୍ପରିକ ରୀତିର ମନୋଭାବରେ ପରିବର୍ତ୍ତନ |…
ସଂକଟରେ ଭାତହାଣ୍ଡି, ପଦ୍ମପୁରର ଚାଷୀ କ୍ରମାଗତ ମରୁଡ଼ିର ଶୀକାର
ସଂପୂର୍ଣ୍ଣ କୃଷି ଋଣ ଛାଡ଼ ଦାବିରେ ଚାଷୀଙ୍କ ବିଶାଳ ଚାଷୀ ସମାବେଶ
ପଦ୍ମପୁର/ନୀଳ ଦୀପ -ଓଡ଼ିଶାର ଭାତହାଣ୍ଡି ଭାବରେ ପରିଚୟ ଲାଭ କରିଥିବା ବରଗଡ଼ ଜିଲ୍ଳାର ପଦ୍ମପୁର ଉପଖଣ୍ଡର ଚାଷୀମାନେ କ୍ରମାଗତ ଭାବରେ ମରୁଡ଼ିର ଶୀକାର ହୋଇ ଆସୁଛନ୍ତି । ସରକାରଙ୍କ ଇଚ୍ଛାଶକ୍ତିର ଅଭାବ କାରଣରୁ ଏହି…
ନୋଟବନ୍ଦୀ ଧକ୍କାରୁ ଦେଶ ଉଭୁରି ପାରୁନାହିଁ – ସମରେନ୍ଦ୍ର
ବିମୁଦ୍ରାୟନ ଦୁଇ ବର୍ଷ ପୁର୍ତ୍ତରେ କଂଗ୍ରେସର କଳା ଦିବସ ପାଳନ
ବଲାଙ୍ଗିର,(ନିରୋଜ ମିଶ୍ର) - ଆଜିଠୁ ଠିକ୍ ଦୁଇ ବର୍ଷ ପୂର୍ବେ ଦେଶର ପ୍ରଧାନମନ୍ତ୍ରୀ ଏକତରଫା ଭାବେ ନୋଟବନ୍ଦୀ ଘୋଷଣା କରିଥିଲେ । ତାଙ୍କର ଏହି ଘୋଷଣା ସେହି ସମୟରେ ଦେଶ ଆବାଳ, ବୃଦ୍ଧ, ବନୀତା ଛୋଟ ରୁ ବଡ ବ୍ୟବସାୟୀ…
ଏ ନୁହେଁ କାହାଣୀ’- ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜଗୁରୁ ସାହି ସ୍ଥିତ ରସିକରାଜ ମନ୍ଦିର (ପରିଛା ମଠ) ପରିସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ହରେ ରାମ କୃଷ୍ଣଚୌଧୁରୀଙ୍କ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଏ ନୁହେଁ କାହାଣୀ' ନିୟତୀ ମାନସିକ ଅନଗ୍ରସର ବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି…
ମାଇକ୍ରୋଫାଇନାନ୍ସ ଓ ଡି.ସି କାରବାର ବିରୋଧରେ ପ୍ରତିବାଦ
ବେଆଇନ ଘୋଷଣା ଓ ବନ୍ଦ କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ଗଣଧାରଣା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମାଇକ୍ରୋଫାଇନାନ୍ସ ଓ ଡି.ସି କାରବାରକୁ ସଂପୁର୍ଣ୍ଣ ଭାବେ ବେଆଇନ ଘୋଷଣା କରିବା ସହ ସେହି କାରବାର ବନ୍ଦ କରିବା ଦାବୀରେ ଗୁରୁବାର…
ମେକ୍ ଇନ୍ ଓଡ଼ିଶା ବିଶ୍ୱ ଦରବାରରେ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବ : ଶିଳ୍ପ ମନ୍ତ୍ରୀ
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ମେକ୍ଇନ୍ ଓଡିଶା କେବଳ ଓଡିଶାରେ ପୁଞ୍ଜନିବେଶ ପାଇଁ ନୁହେଁ ବରଂ ଓଡିଶାକୁ ଦେଶ ବାହାରେ ଅର୍ଥତ ବିଶ୍ୱର ଅନ୍ୟ ପ୍ରମୁଖ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ରାଜ୍ୟ…
“କେନ୍ଦ୍ରସରକାରଙ୍କ ପିଏସୟୁ ସାମ୍ନାରେ ବିଜେଡ଼ିର ପ୍ରତିବାଦ କେବଳ ଡ୍ରାମା ବାଜି”
ନବୀନ ବାବୁ କହିବେ କି ରାଜ୍ୟସରକାରଙ୍କ ଅଧୀନରେ ଥିବା ପିଏସୟୁରେ କେତେ ପିଲା ନିଯୁକ୍ତି ପାଇଛନ୍ତି - ପୃଥ୍ୱୀରାଜ
ଭୁବନେଶ୍ୱର - ଶାସକ ବିଜେଡି କେନ୍ଦ୍ରସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ ସାମ୍ନାରେ ବିରୋଧ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଏବଂ ଉଦେ୍ଧଶ୍ୟ ପ୍ରଣୋଦିତ । କେନ୍ଦ୍ର ସରକାରଙ୍କ…