Sign in
Sign in
Recover your password.
A password will be e-mailed to you.
ବିଜୁ ଯୁବବାହିନୀ ପକ୍ଷରୁ ବୃକ୍ଷରୋପଣ
ଘୁ ଉଦୟଗିରି/ ଗଗନ କୁମାର ପ୍ରଧାନ : ଘୁ ଉଦୟଗିରି ବିଜୁ ଯୁବବାହିନୀ ପକ୍ଷରୁ ଘୁ ଉଦୟଗିରିର ୬ଗୋଟି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ବାହିନୀ ଘୁ ଉଦୟଗିରିର ୧୫୦ଜଣ ଯୋଗଦେଇଥିଲେ ।୬ଟି ଗ୍ରାମ ପଞ୍ଚାୟତରେ ମୋଟ ୨୨୦୦ ବୃକ୍ଷରୋପଣ କରାଗଲା । ଏହି…
୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ଉଦ୍ଘାଚିତ
ଘୁ ଉଦୟଗିରି ( ଗଗନ ପ୍ରଧାନ) : ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରଙ୍ଗିଟିଆ ତରଫରୁ ଝିମାଙ୍ଗିଆ ମୌଜାରେ ଥିବା ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍ଘାଟି୍ତ ହେବା ସହ ବିଦ୍ୟାଳୟର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ…
ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲରେ ପ୍ରାଇମ ପ୍ରତିଶତରେ ଉନ୍ନତି ନିମନ୍ତେ ଅତ୍ୟାଧୁନିକ କଣ୍ଟ୍ରୋଲ…
ରାଉରକେଲା /ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସିଲିକନ ଷ୍ଟିଲ ମିଲ ବିଭାଗରେ ସ୍ଳିଟର-୧ ଲାଇନ ଅପରେଟ କରିବା ନିମନ୍ତେ ୪ ଟି ଅତ୍ୟାଧୁନିକ କଣ୍ଟ୍ରୋଲ ଡେସ୍କ ଜିଏମ, ଇଲେକ୍ଟ୍ରିକଲ, ଶ୍ରୀ କେ ଭି ରମଣାଙ୍କ ଦ୍ଵାରା ଜୁଲାଇ ୨୬ ତାରିଖରେ ଉଦଘାଟିତ ହୋଇଯାଇଛି । ଏହି…
INAUGURAL JR. NBA WORLD CHAMPIONSHIP TO FEATURE MORE THAN 300 YOUTH PLAYERS FROM 35 COUNTRIESAUG.…
– Dwyane Wade, Andre Drummond, Vince Carter, Brook Lopez, Grant Hill, Tamika Catchings Among NBA and WNBA Stars to Participate in Weeklong Schedule of On- and Off-Court Activities –
INAUGURAL JR. NBA WORLD CHAMPIONSHIP TO FEATURE…
ସେଲ ହକି ଏକାଡେମୀର ୩ ଜଣ କ୍ୟାଡେଟଙ୍କ ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାବୃତ୍ତି ଲାଭ
ରାଉରକେଲା/ ସୁଶାନ୍ତ ବେହେରା : ରାଉରକେଲା ଇସ୍ପାତ କାରଖାନାର ସେଲ ହକି ଏକାଡେମୀର ତିନି ଜଣ କ୍ୟାଡେଟ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆ ଦ୍ଵାରା ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ବିକାଶ ଯୋଜନା ଅନ୍ତର୍ଗତ କ୍ରୀଡାବୃତ୍ତି ଲାଭ ନିମନ୍ତେ ଚୟନ ହୋଇଛନ୍ତି। ଏହି ଗୌରବ ଲାଭ କରିଥିବା କ୍ୟାଡେଟ…
ପାୱାର ଏମ୍ପ୍ଲଇଜ ସଂଘର କର୍ମୀ ସମ୍ମୀଳନୀ ଅନୁଷ୍ଠିତ
ବାରିପଦା/ ଦିଲ୍ଲୀପ ମହାନ୍ତି
ବାରିପଦା ପାଓାର ଏମ୍ପେ୍ଲାଇଜ ସଂଘ କାର୍ଯ୍ୟାଳୟ ଠାରେ କାର୍ଯ୍ୟରତ ସଂଘ କର୍ମଚାରୀ ମାନଙ୍କ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଓଡିଶା ବିଧାନ ସଭା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଦ୍ୟୁତ ବିଭାଗରେ…
ସିଆରପିଏଫ ର 79ତମ ପ୍ରତିଷ୍ଠା ଦିବସ ପାଳିତ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ
ପାଇକମାଲରେ ଅବସ୍ଥାପିତ ସିଆରପିଏଫ ର 189/C କମ୍ପାନୀ ଦ୍ୱାରା ସିଆରପିଏଫ ର 79 ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ସକାଳୁ ସିଆରପିଏଫ ର ଯବାନ ମାନେ ସଫେଇ କାର୍ଯକ୍ରମ କରିଥିଲେ ଏହାପରେ ସଫେଇ ପାଇଁ ସଂକଳ୍ପ ନେଇଥିଲେ। ପ୍ରାୟ 9ଟା ସମୟରେ ସହିଦ ଯବାନ…
ଏମନ୍ତ କଥା, ଯାହା ଶୁଣି ନରସିଂହଙ୍କ ଘୁରିଗଲା ମଥା !
ବଲାଙ୍ଗୀର/ନିରୋଜ ମିଶ୍ର
ମହାତ୍ମା ଗାନ୍ଧୀ କିଏ ? ତାଙ୍କୁ କିଏ ମାରିଥିଲେ ? ସେ ଦେଶପ୍ରେମୀ ନ ଦେଶ ଦେଶଦ୍ରୋହି ? ଏମିତି କିଛି ପ୍ରଶ୍ନ ଆଉ ତା ସହିତ ପଣିକିଆ | ପଚାରିଥିଲେ, ଭାବିଥିଲେ ପିଲାମାନେ ଜାଣିଥିବେ | ହେଲେ ପିଲାଙ୍କ ଭିତରୁ କିଛି ଯାହା ଉତ୍ତର ଦେଲେ ତାହା ଶୁଣି ବିରୋଧୀ ଦଳ…
ତାଳୁକ ଆଇନ ସଚେତନ ଶିବିର
ବଣାଇ/ Susant Behera
ବଣାଇ ଉପଖଣ୍ଡର ରାଜା ଧରଣୀଧର ଉଛ ବିଦ୍ୟାଳୟବଣାଇ ପରିସରରେ ଆଜି ତାଲୁକ ଆଇନ ସେବା ସମିତିର ଅଧକ୍ଷ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ଅଧକ୍ଷତାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବଣାଇ କୋର୍ଟର ଅତିରିକ୍ତ ଦୌରାଜଜ ରୂପଶ୍ରୀ…
ବଦଳିଲେ ୬୦ ଇନ୍ସପେକ୍ଟର ଓ ୨୦ ସବଇନ୍ସପେକ୍ଟର ବଦଳିଲେ
କଟକ : ଇନ୍ସପେକ୍ଟର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୬୦ ଇନ୍ସପେକ୍ଟରଙ୍କ ବଦଳି ନେଇ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ସବଇନ୍ସପେକ୍ଟର ସ୍ତରରେ ମଧ୍ୟ ୨୦ ଜଣଙ୍କୁ ବଦଳି କରାଯାଇଛି |
ଅଳକାରାଣୀ ପଣ୍ଡା - …