Sign in
Sign in
Recover your password.
A password will be e-mailed to you.
ଦାରିଙ୍ଗବାଡ଼ି ବ୍ଲକ ଓ କୋଟଗଡ ବ୍ଲକ ମଧ୍ୟରେ ଯାତାୟାତ ସେବା ଠପ
କନ୍ଧମାଳ: ଗଗନ କୁମାର ପ୍ରଧାନ
କନ୍ଧମାଳ ଜ଼ିଲ୍ଲା ର ଦାରିଙ୍ଗବାଡ଼ି ବ୍ଲକ ଓ କୋଟଗଡ ବ୍ଳକଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ଯାତାୟାତ ସେବା ଠପ ହେଇଥିବା ସୂଚନା ମିଳିଛି l ଯାହାପାଇଁ ବଡାଙ୍ଗିଆ, ଦୁକୂମା, ଉଦଗିଙ୍ଗ, ଅଟିନବାଡ଼ି, ସିର୍କାବର୍ଗ, ମାନିଙ୍ଗ ଯୋଡି, ବlନ୍ଦାମେରl, ଗୁଡ଼ରିମହl,…
ପୁଣି ଏକ ସଡ଼କ ଦୁର୍ଘଟଣା ରେ ଜଣେ ମହିଳା ମୃତ
ପାଇକମାଲ/ଗୌରାଙ୍ଗ ଚରଣ ଦାଶ
ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ପାଇକମାଲ ପଦ୍ମପୁର ମୁଖ୍ୟ ରାସ୍ତାର ଗୌରଜୁରୀ ଗ୍ରାମ ର ସାପ୍ତାହିକ ବଜାର ନିକଟ ଏକ ସଡ଼କ ଦୁର୍ଘଟଣା ରେ ଜଣେ 65 ବର୍ଷ ବୟସ୍କା ମହିଳା ଯଶୋଦା ସାହୁ ଙ୍କର ମୃତ୍ୟୁ ହେଇଯାଇଛି।
ଗୌରଜୁରୀ ଗ୍ରାମର ଜନ୍ମ…
ଟିଟୋ- ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ ?
ଯାଜପୁର/ଧର୍ମଶାଳା : ରାଜ୍ୟରେ ଯେଉଁ ଆଙ୍ଗୁଠି ଗଣତି ତହସିଲରେ ସର୍ବାଧିକ ରାଜସ୍ୱ ଲୁଟ ହୋଇଛି ତା ଭିତରେ ଧର୍ମଶାଳା ଅନ୍ୟତମ । ଏଠାରେ କେତେ କଳାପଥର ପାହାଡ ମାଟିରେ ମିଶିଲାଣି ତ ଅନ୍ୟ କେତେକ ମାଟିରେ ମିଶିବାକୁ ଯାଉଛି । ଉନ୍ନୟନ କାର୍ଯ୍ୟରେ କଳାପଥରର ବେଶ ଚାହିଦା ଥିବା ବେଳେ…
ମିସାଇଲ ମ୍ୟାନଙ୍କୁ ସ୍ମରଣ କଲେ ପିଲାମାନେ
ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଆୟୋଜିତ
ପାଇକମାଲ/ ଗୌରାଙ୍ଗ ଚରଣ ଦାଶ
ପାଇକମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡଃ ଏ ପି ଜେ ଅବଦୁଲ କଲାମଙ୍କ ପବିତ୍ର ତିଥିରେ ଏକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଆୟୋଜନ କରାଯାଇଥିଲା। ବ୍ଲକ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକ ଏହାକୁ ମୁଖ୍ୟ ଅତିଥି…
ରାସ୍ତାରେ ଖାଲ, ପଡି ହେଉଛନ୍ତି ଲୋକ କଲବଲ
ଡୁଙ୍ଗୁରିପାଲି: ୨୬ ନମ୍ବର ଜାତୀୟ ରାଜପଥର ଡୁଙ୍ଗୁରିପାଲି ବେଙ୍କ୍ ଅଫ୍ ବରୋଦା ସାମ୍ନାରେ ପ୍ରାୟ ୯ ଫୁଟ ଲମ୍ବ ଓ ୩ ରୁ ୭ ଇଞ୍ଚ୍ ଗଭୀର ଗର୍ତ୍ତ ମରଣ ଯନ୍ତା ପାଲଟିଛି ! ବହୁ ବାଇକ୍ ଆରୋହୀ ଏହି ଖାଲରେ ପଡି ଦୁର୍ଘଟଣାର ଶୀକାର ହୋଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଉଥିବା ଲୋକେ ପ୍ରକାଶ…
କର ଅବା ମର ସ୍ଥିତି ରେ ଭାରତ
ରାଉରକେଲା/ ସୁଶାନ୍ତ ବେହେରା
୨୯ ଜୁଲାଇ ରେ ଭାରତ ବିଶ୍ୱକପ ର ଶେଷ ଲିଗ ମ୍ୟାଚ ବିଶ୍ୱରେ (୭)ସ୍ଥାନରେ ଥିବା ଆମେରିକା ସହିତ ମୁକାବିଲା କରିବ | ଭାରତ କୁ କ୍ରସ ଓଭର ମ୍ୟାଚ ଖେଳି କ୍ୱାର୍ଟରରେ ପ୍ରବେଶ କରିବାକୁ ହେଲେ ଆମେରିକାକୁ ପରାସ୍ତ କରିବାକୁ ପଡ଼ିବ। ତେଣୁ ଏଭଳି ସ୍ଥିତି ରେ ଭାରତ…
ରାଜ୍ୟପାଳଙ୍କ ଟ୍ରଫି ପାଇଁ ପୌରାଞ୍ଚଳସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା
Parlakhemundi/ Balakrisna Panigrahi
ସ୍ଥାନୀୟ ରୋଟେରୀ କ୍ଲବ ପରିସରରେ ରାଜ୍ୟପାଳଙ୍କ ଟ୍ରଫି ୨୦୧୭-୧୮ ନିମନ୍ତେ ପୌରାଞ୍ଚଳ ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଚିତ୍ରାଙ୍କନ, କଣ୍ଠସଙ୍ଗୀତ, ଓଡିଶୀ ନୃତ୍ୟ, ଲୋକନୃତ୍ୟ କନିଷ୍ଠ…
କଂଗ୍ରେସର ଜିଲ୍ଲାସ୍ତରୀୟ ସତ୍କାର ସଭା ଓ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ
parlakhemundi/ Balakrushna Panigrahi
ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ପରିସରରେ ପ୍ରଦେଶ କଂଗ୍ରେସ କମିଟି ସମେତ ଜିଲ୍ଲା ଓ ନଗର କଂଗ୍ରେସ କମିଟିର ବିଭିନ୍ନ ପଦପଦବୀରେ ଥିବା ବରିଷ୍ଠ ନେତା ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ…
ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବ୍ୟାପକ ଚାରା ରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ପୌରପାଳିକା ପକ୍ଷରୁ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବଡ ଧରଣର ଏକ ଚାରାରୋପଣ ସାମୁହିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହିଳା ମହାବିଦ୍ୟାଳୟ ପରିସର ସମେତ ପୌରପାଳିକାର…
Girona FC beat Melbourne City FC 6-0 in second match of Toyota Yaris LaLiga World
~ Cristian Manzanera scores a brace for the LaLiga side~
Kochi, 27th July 2018: LaLiga side Girona FC kick started their campaign with a landslide 6-0 victory over A-League club Melbourne City FC in the second match of the Toyota Yaris…