ପୁଲିସ ବ୍ୟବହାରରେ ସୁଧାର ନ ଆସିଲେ ଆନ୍ଦୋଳନ  ହେବ – ନଳିନୀ

ଜିଲ୍ଲା ପୁଲିସର ମନମାନୀ  ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ଭେଟିଲା ଏସପିଙ୍କୁ  ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ)- ଜିଲ୍ଳା ପୁଲିସର ବ୍ୟବହାର ଦିନକୁ ଦିନ ଅସହ୍ୟ ହେଉଛି । ଅତୀତରେ ଭଦ୍ରକରେ ଘଟିଥିବା ଦଙ୍ଗା ପରବର୍ତ୍ତୀ ସମୟରେ ଜିଲ୍ଲାର କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ବ୍ୟବହାରରେ ବହୁ…

ନିଜ ସ୍କୁଲ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ପୁରାତନ ଛାତ୍ର ନେଲେ ଶପଥ 

ଲାଲ ବାହାଦୁର ବିଦ୍ୟାପୀଠରେ ମୋ ସ୍କୁଲ ଅଭିଯାନ  ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ସ୍ଥିତ ଲାଲବାହାଦୂର ବିଦ୍ୟାପୀଠ ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରଜନିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ମୋ ସ୍କୁଲର…

ନୂଆପାଲୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା ଶିବିର

  କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ) ;  କଣ୍ଟାମାଳ ବ୍ଳକ ନୂଆପାଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟଠାରେ ପରିବେଶ ସଚେତନତାକୁ ନେଇ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ସମଗ୍ର ଗ୍ରାମ ପରିକ୍ରମା କରିଥିବା ବେଳେ ବିଦ୍ୟାଳୟ ପରିସର…

ନେତାଙ୍କ ପାଇଁ ରୋଷଣୀ  ବାଣଫୁଟି ବାଳକ ଗୁରୁତର,ସହାୟତା ନିବେଦନ

ଯାଜପୁରରୋଡ୍ : ସୁକିନ୍ଦା ବିଧାୟକ ଗତ ୫.୬.୧୮ରେ "ପରୀ' କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାସୋଳ ପଞ୍ଚାୟତର ୧୦ ନଂ ୱାର୍ଡର ମାଙ୍କିଡିଆ ବସ୍ତି ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ବାଣରୋଷଣିର ଆୟୋଜନ କରାଯାଇଥିଲା । ପ୍ରକାଶ ଥାଉକି, ସେହି ସମୟରେ ଏକ…

“ଦ ହେଲ୍ପିଙ୍ଗ୍ ଆଏ” ର ବୃକ୍ଷରୋପଣ କାର୍ଯ୍ୟକ୍ରମ : ବିଭିନ୍ନ ସ୍ଥାନରେ ୭୦୦ ଚାରାରୋପଣ କଲା

ଯାଜପୁର/ଜୟଶଙ୍କର ଦାଶ : ସ୍ୱେଚ୍ଛାସେବୀ ସଂଗଠନ “ଦ ହେଲ୍ପିଙ୍ଗ୍ ଆଏ” ତରଫରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପ୍ରାୟ ସାତ ଶହ ଚାରାରୋପଣ ସଂପୂର୍ଣ୍ଣ କରାଯାଇଛି । ବିଶ୍ୱ ପରିବେଶ ଦିବସ ଜୁନ୍ ୫ ତାରଖରୁ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରାଯାଇ ଜୁଲାଇ ୨୭ରେ ସଂପୂର୍ଣ୍ଣ…

ଓଡ଼ିଶାରେ ବୃହତ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ

ଭିତ୍ତିଭୂମୀ ପ୍ରକଳ୍ପ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟା ଗୁଡିକର ସମାଧାନ । କ୍ଷେତ୍ରସ୍ତରୀୟ ତଦାରଖ ମାଧ୍ୟମରେ ରାଜପଥ ଏବଂ ରେଳବାଇ ପ୍ରକଳ୍ପ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) :   ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବୃହତ…

 ଔଷଧ ଦୋକାନନରେ ବିକ୍ରି ହେଉଛି ଏକ୍ସପାୟର ଔଷଧ ଇଞ୍ଜେକ୍ସନ

Images and Links   ବଲାଙ୍ଗୀର/ ନିରଜ ମିଶ୍ର  ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି କି ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ମେଡିକାଲ କଲେଜ ଚିକିତ୍ସାଳୟ ପରିସରରେ ଥିବା ଔଷଧ ଦୋକାନରେ ଏହି ଧାର୍ଯ୍ୟ ଅବଧି ସମାପ୍ତି ତାରିଖ ଔଷଧ ଇଂଜେକସନ ବିକ୍ରି ହେବାପରି ଗୁରୁତର ଅଭିଯୋଗ ହେଉଛି। ସରଳ ଓ ଗାଉଁଲି…

ଲୋକଙ୍କ ଟିକସ ସତେ ଯେମିତି ନେତା-ଅଫିସର-ଠିକାଦାରଙ୍କ ବାପା ସମ୍ପତ୍ତି !!!!!

ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଛି କୋଟି କୋଟି ଟଙ୍କାର ସରକାରୀ ଗୃହ  ସମ୍ପୂର୍ଣ୍ଣ କରିବା ପାଇଁ ନାହିଁ ସରକାରଙ୍କ ତତ୍ପରତା  ଚିକିତ୍ସାଳୟର ମୁଖିଆଙ୍କ ପାଖରେ ମଧ୍ୟ ନାହିଁ ଗୃହର ସମ୍ପୂର୍ଣ୍ଣ ବିବରଣୀ   ।   କନ୍ଧମାଳ/ ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଅଧିନସ୍ଥ, ଘୁ.ଉଦୟଗିରି…

ପ୍ରଶାସନ ର ଅବହେଳା:  ମୁନାଫା ନେଉଛନ୍ତି ବେପାରୀ,ହନ୍ତସନ୍ତ ହେଉଛନ୍ତି ଜନ ସାଧାରଣ

  ଯାଜପୁରରୁ ସୁବାଷ ଚନ୍ଦ୍ର ନାୟକଙ୍କ ରିପୋର୍ଟ ଜଗତୀକରଣ ପ୍ରଭାବ ଓ ଉପଭୋକ୍ତା ସାମଗ୍ରୀର ଭେଳିକିରେ ମସ୍ଗୁଲ ହେଉଛନ୍ତି ମଲ୍ଟି ନ୍ୟାସନାଲ କମ୍ପାନୀ ମାନେ  । ମିଥ୍ୟା ଓ ଅତି ରଞ୍ଜିତ ବିଜ୍ଞାପନ ଲଟେରୀ ଓ ପ୍ରାଇଜ୍ ର ଗଣିତ ଖେଳରେ ଲୋକ ମାନଙ୍କୁ ଭକୁଆବନାଇ ଲକ୍ଷ ଲକ୍ଷ ଟଙ୍କାର ବେପାରର…

ବିଏସଏନଏଲ ମାନେ ଏଠି ଏଇଆ  : ବି-ବହୁ..ଏସ-ସମୟରେ..ଏନ-ନେଟୱାର୍କ..ଏଲ-ଲାଗେନା 

 ତୁ ଯେତେ ମାଠିବୁ ମଠ ମୁଁ ସେଇ ଦରପଡା କାଠ, କନ୍ଧମାଳରେ ବିଏସଏନଏଲ ର ସେବା ନିମ୍ନମାନର  କନ୍ଧମାଳ/ ଗଗନ କୁମାର ପ୍ରଧାନ କନ୍ଧମାଳ ଜ଼ିଲ୍ଲା ରେ ଯୋଗାଉଥିବା ମୋବାଇଲ ସେବା ନିମ୍ନମlନର ହେଇଥିବା ଅଞ୍ଚଳ ବlସି ଦାବି କରିଛନ୍ତି, ଯାହାପାଇଁ ଏହି ଅଞ୍ଚଳର ଜନସାଧାରଣ ଡିଜିଟାଲ ଯୁଗରେ ମଧ୍ୟ…