ମହା ବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ ଉପଲକ୍ଷେ ଶୋଭାଯାତ୍ରା ।

  କେନ୍ଦ୍ରାପଡା-ପ୍ରଫୁଲ୍ଲ କୁମାର ମଲ୍ଲ : ଗତ କାଲି କେନ୍ଦ୍ରାପଡା ଜିଲ୍ଲାରେ ମହାବିଷୁବ ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ  ଧର୍ମ ରକ୍ଷା ସେନା, ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବାଇକ ଶୋଭାଯାତ୍ରା ସହ ଏକ ବିରାଟ ରାଲିର ପ୍ରଦଶନ କରାଯାଇଥିଲା । ଏହି…

ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ

ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲାରେ ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ କାର୍ଯ୍ୟକ୍ରମ ରବିବାର ଠାରୁ ଆରମ୍ଭ ହୋଇଛି । ଜିଲାର ଜନ୍ମରୁ ୫ବର୍ଷ ବୟସ ପର୍ଯ୍ୟନ୍ତ ମୋଟ୍ ୧୮୯୮୩୨ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା ହୋଇଛି । ୩୦୨୬୫୮ ଗୃହକୁ ସର୍ଭେ କରି ୩୩୭୪କର୍ମଚାରୀ ଏହି…

ଭାଲୁ ଆକ୍ରମଣରେ ଜଣେ ଗୁରୁତ୍ତର, ୪ ଆହତ

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ଦେଉଳି ରେଞ୍ଜ ଅଧୀନରେ ଥିବା କୁଳିଅଣା ବ୍ଲକ ଭଗବାନପୁର ଗ୍ରାମପଞ୍ଚାୟତର ବଡ଼ନୂଆଗାଁ ଗ୍ରାମ ମଧ୍ୟକୁ ଆଜି ଅପରାହ୍ନରେ ଏକ ଭାଲୁ ଶିମିଳିପାଳ ଜଙ୍ଗଳ ମଧ୍ୟରୁ ଚାଲିଆସି ଗ୍ରାମବାସୀମାନଙ୍କୁ ଆକ୍ରମଣ କରିଥିଲା । ଏଥିରେ କବିତା ଘଡେ଼ଇ ନାମକ ୨୨…

ସମ୍ବଲପୁର-ଝାରସୁଗୁଡା ମଧ୍ୟରେ ଦୂରତା କମିଲା ପ୍ରାୟ ୫୦ କିମି 

ସପ୍ନେ-ରମ୍ପେଲା ସେତୁ ଲୋକାର୍ପିତ    ସମ୍ବଲପୁର/ଝାରସୁଗୁଡା(Ashoka Ray)  : ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପରେ ର୍ନିମତ ସପ୍ନେ-ରମ୍ପେଲା ସେତୁକୁ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ୧୧୭କୋଟି ୫୦ଲକ୍ଷ ଟଙ୍କା…

କର୍ମଚାରୀ-ବ୍ୟବସାୟୀ ମଧୁନ୍ଦ୍ରିକା, ରୋଗୀ ହନ୍ତସନ୍ତ 

ଆନନ୍ଦପୁର ମେଡ଼ିକାଲରେ ହେଉଛି ଗରିବ ରୋଗୀଙ୍କୁ ଶୋଷଣ  ଆନନ୍ଦପୁର(ଜିତେନ୍ଦ୍ର ସାହୁ): କେନ୍ଦୁଝର ଜିଲାର ସବୁଠାରୁ ସମ୍ବେଦନଶୀଳ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଗତ କିଛି ମାସ ହେବ ବାରମ୍ବାର ଅଚଳାବସ୍ଥା ସୃଷ୍ଟି ହେଉଛି । କିଛି କର୍ମଚାରୀଙ୍କ ଦାୟିତ୍ୱ ହୀନତା ଓ ଦୁର୍ନିତିଖୋର…

ଆୟୁଷ୍ମାନ ବାରିକ ସମ୍ବର୍ଦ୍ଧିତ

ବାରିପଦା- କଟକଠାରେ ଥିବା ଓଡ଼ିଶା ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ କଳିଙ୍ଗ କଳାନୃତ୍ୟ ପ୍ରତିଯୋଗିତାରେ ବାରିପଦା ପୌରପରିଷଦର ତୁଳସୀଚୌରାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ତୃତୀୟ ଶ୍ରେଣୀ ଛାତ୍ର  ଆୟୁଷ୍ମାନ ବାରିକ କୃତିତ୍ୱ ହାସଲ କରି ସମ୍ବର୍ଦ୍ଧିତ…

 ବାଡ଼ ଯଦି ଫସଲ ଖାଇବ ଗୋହାରୀ ଜଣାଇବ କାହାକୁ

ବନ୍ଧନ ବ୍ୟାଙ୍କ ଟଙ୍କା ଲୁଟ ଘଟଣା, ବ୍ୟାଙ୍କ ମ୍ୟାନେଜର ସହିତ ଫିଲଡ଼ ଅଫିସର ସହିତ ୩ ଗିରଫ ବାରିପଦା(ଦିଲ୍ଲୀପ ମହାନ୍ତି) - ବାଡ଼ ଯଦି ଫସଲ ଖାଇବ ଗୋହାରୀ ଜଣାଇବ କାହାକୁ । ଘରେ ଟଙ୍କା ରଖିଲେ ଚୋରୀ ଡ଼କାୟତି ଆଦିର ଭୟ ରହିଥିବା କାରଣରୁ ସାଧାରଣ ଜନତା ବ୍ୟାଙ୍କ ଉପରେ ଭରସା କରିଥାନ୍ତି ।…

ଟ୍ରିବ୍ୟୁନାଲ କାର୍ଯ୍ୟକୁ କେନ୍ଦ୍ର ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି: ବିଜେଡି

୨୨ରେ ମହାନଦୀ ପାଇଁ ମହାସମ୍ମିଳନୀ ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଯେଉଁସବୁ ବେଆଇନ୍‍ ବ୍ୟାରେଜ୍‍ ନିର୍ମାଣ କରି ଓଡ଼ିଶା ପାଇଁ ସମସ୍ୟା ସୃଷ୍ଟି କରିଚାଲିଛି, ସେଥିରେ କେନ୍ଦ୍ରର ବିଜେପି ଶାସିତ ସରକାର ସହଯୋଗ କରୁଛନ୍ତି । ବୋଝ ଉପରେ ନଳିତା ବିଡ଼ା ସଦୃଶ ଇବ୍‍ ନଦୀର ଜଳ…

ଯଦି ସବୁ ତାମିଲନାଡୁ ଢାଂଚାରେ ଚାଲିବ ତେବେ କିଛି କହିବାର ନାହିଁ : ଧର୍ମେନ୍ଦ୍ର ପ୍ରଧାନ

ପଂଚଦଶ  ଅର୍ଥ କମିଶନରୁ ଓଡିଶାକୁ ଅର୍ଥ କମିଯିବା ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା ଭିତିହୀନ  ଭୁବନେଶ୍ୱର :  ପଂଚଦଶ ଅର୍ଥ କମିଶନ ପାଇଁ ଟର୍ମ ଅଫ ରେଫରେନ୍ସ ଯେଉଁ ରାଜ୍ୟ ମାନେ ଜନସଂଖ୍ୟା ନିୟଂତ୍ରଣ ଓ ବିକାଶ ମୂଳକ କାମରେ ଭଲ ପ୍ରଦର୍ଶନ କରିଛନ୍ତି ସେମାନଙ୍କୁ ପୁରସ୍କାରର ବ୍ୟବସ୍ଥା ଥିବା ବେଳେ…

ପଦ୍ମପୁର ଠାରେ ସବଡିଭିଜନ ସ୍ତରୀୟ ୧୨୭ତମ ଆମ୍ବେଦକର ଜୟନ୍ତୀ 

ପଦ୍ମପୁର/Neel Deep -ଶନିବାର ଦିନ ବି.ଆର ଆମ୍ବେଦକର ସଙ୍ଘ ପଦ୍ମପୁର ଆନୁକୂଲ୍ୟରେସବଡିଭିଜନ ସ୍ତରୀୟ ଆମ୍ବେଦକର ଜୟନ୍ତୀ ମହାସମାରୋହରେ ପଦ୍ମପୁର ସ୍ଥିତ ରିକ୍ରିଏସନ ସେଣ୍ଟର ଠାରେ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମ ଆରମ୍ଭରେ ବି.ଆର ଆମ୍ବେଦକର ସଙ୍ଘ ପଦ୍ମପୁରର କର୍ମକର୍ତ୍ତା ବଳଦେବ…