ଦୁଷ୍କର୍ମ ପୀଡିତାକୁ ନ୍ୟାୟ ମିଳିବା ପାଇଁ କ୍ୟାଣ୍ଡେଲ ରାଲି 

ପଦ୍ମପୁର(Nila deep)- ରାଜ୍ୟ ତଥା ଦେଶର ଲଗାତାର ଭାବରେ ଦୁଷ୍କର୍ମ ଘଟଣା ବହୁଲ ଭାବରେ ବୄଦ୍ଧି ପାଇବାରେ ଲାଗିଛି ।ଏଇ ପରିପେକ୍ଷୀରେ ସଂପ୍ରତି କାଶ୍ମୀରର ଅସିଫାକୁ ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ଘଟଣା ପରି ସଙ୍ଗୀନ ଓ ଲଜ୍ୟା ଜନକ ଅପରାଧିକ କାର୍ଯ୍ୟକଳାପ ସାରା ବିଶ୍ବରେ ଚହଳ ସୄଷ୍ଟି…

“ତୋର୍ ପାର୍ କେ ମୋର୍ ପାହା” ନାଟକକୁ ୮ଟି ପୁରସ୍କାର 

ପଦ୍ମପୁର(Nila Deep )-ଗତ ୧୩ରୁ୧୫ ତିନିଦିନ ବ୍ୟାପି ସୋନପୁରେ ଆୟୋଜିତ 'ରାଷ୍ଟ୍ରୀୟ ନାଟ୍ୟ ମେଳା'ରେ ଅବର୍ଣ୍ଣିଗୁଂଡା ନାଟ୍ୟ ସଂସଦକୁ ବିଶେଷ ସଫଲତା ମିଲିଛି ।ଏହି ମେଲାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନ୍ୟ ଭାଷାଭାଷୀ ନାଟ୍ୟ ଦଳମାନେ ଅଂଶଗ୍ରହଣ କରିଥିଲେ ।ସମ୍ବଲପୁରୀ-କୋଶଲୀ ଭାଷାର ନାଟକ…

ଗଜପତିରେ ପୋଲିଓ ଟୀକାକରଣ : ଟାର୍ଗେଟ ୭୨, ୯୮୦ ଶିଶୁ 

ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଲ ଅନୁପମ ଶାହା ଏହି ଅଭିଯାନ ର ଶୁଭାରମ୍ଭ କରିଥିଲେ | ଜିଲ୍ଲାର  ୫୩୪ଟି କେନ୍ଦ୍ରରେ  ୭୨, ୯୮୦ ଜଣ ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବ | 

ବ୍ରାହ୍ମଣୀ ପୋଲ ଉପରେ ଗାଡ଼ି ଚଳାଚଳ ବନ୍ଦର ଅବଧି ୧୭ରୁ ୨୩ ପର୍ଯ୍ୟନ୍ତ ବଳବତର: ଜିଲାପାଳ

ଯାଜପୁର ରୋଡ(ଜୟଶଙ୍କର ଦାଶ) :  ଯାଜପୁର ଜିଲା ଜେନାପୁର ଠାରେ ଥିବା ବ୍ରାହ୍ମଣୀ ପୋଲ ମରାମତି ନେଇ ପୁର୍ବରୁ ଅପ୍ରେଲ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଚଳାଚଳ ବ୍ୟାହତ ରହିଥିବା ବେଳେ ପୁନଶ୍ଚ ମରାମତି କାର୍ଯ୍ୟ ସରିନଥିବାରୁ ଏହି ବନ୍ଦକୁ ଚଳିତ ମାସ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ…

ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ ।

  କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ :   ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ  କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା  ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ ।    

ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ ।

  କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ :   ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ  କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା  ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ ।    

ତାରିଖ ପେ ତାରିଖ….ତାରିଖ ପେ ତାରିଖ…..ତାରିଖ ପେ ତାରିଖ

ଚିଟ ଫଣ୍ଡ  କମିଶନଙ୍କ ପାଇଁ ୪ କୋଟି ଖର୍ଚ୍ଚ : କାର୍ଯ୍ୟକାଳ ବଢ଼ିଲାଣି ୧୪ ଥର ଭୁବନେଶ୍ୱର : ବିଧାନସଭାରେ ବିଜେପି ବିଧାୟକ ଦିଲ୍ଲୀପ ଚିଟ ଫଣ୍ଡ ସମ୍ପର୍କିତ ଉତ୍ତର ପଢିବା ପରେ ଦାମିନୀ ଚଳଚିତ୍ରରେ ସନ୍ନି ଦେଓଲଙ୍କ ଗୋଟାଏ ଡାଇଲଗ ମାନେ ପଡିଗଲା  ...ସେଇ ଯେଉଁ  ତାରିଖ ପେ…

ପଡୋଶୀଙ୍କ ଜଳ ଚକ୍ରବ୍ୟୁହରେ ଓଡିଶା ସାଜିଛି ଅଭିମନ୍ୟୁ 

ନାହିରେ ତେଲ ଦେଇ ଶୋଇଲେ ଜଳସମ୍ପଦ ସଚିବ, ରାଜ୍ୟବାସୀଙ୍କ ଭବିଷ୍ୟତ ଅନ୍ଧାର  ହୀରାକୁଦର ଉପରମୁଣ୍ଡରେ ୨୨୬୮ ପ୍ରକଳ୍ପ କରି ସାରିଲାଣି  ଛତିଶଗଡ଼ ସରକାର  ଚାପ୍ରାଠାରେ ଆନ୍ଧ୍ର ରୋକୁଛି  ମହେନ୍ଦ୍ରତନୟାର ବାଟ    ପାରଳାଖେମୁଣ୍ଡିରେ ହେବ ପାନୀୟ ଜଳ ସଙ୍କଟ ୧୫ଟି ବନ୍ଧ ନିର୍ମାଣ…

 ବଦ୍ରୀଙ୍କ ଚିନ୍ତା : ନିରଞ୍ଜନ ବିଜେଡି 

ଚୋର ମା ଯଦି କାନ୍ଦେ, ଦୁଆର ଦେଇ କାନ୍ଦେ  ଘସିପୁରା ନିର୍ବାନମଣ୍ଡଳୀରେ ଗୁଂଜରଣ, ବଦ୍ରିଙ୍କୁ ବୁଡ଼ାଇବ କି ନିରଂଜନ ବିଜେଡି ! ଆନନ୍ଦପୁର୧୬/୪(ଜିତେନ୍ଦ୍ର ସାହୁ): ଏକଦା କଂଗ୍ରେସରେ ବିଜୁ କଂଗ୍ରେସ ବୋଲି କୁହାଯାଉଥିଲା  କଂଗ୍ରେସରେ ମିଶିଥିବା ବିଜୁ ଅନୁଗତଙ୍କ ଗୋଷ୍ଠୀକୁ | ହେଲେ ଏବେ…

ଖଇରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର  ୧୧ତମ ବାର୍ଷିକ ଉତ୍ସବ

  ପଦ୍ମପୁର/ NIla Deep -ଖଇରପାଲି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ପ୍ରଧାନ ଶିକ୍ଷକ  ସୁଦାମ ପ୍ରଧାନଙ୍କ ସଭାପତିତ୍ୱରେ ୧୧ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ପୂର୍ବତନ ମନ୍ତ୍ରୀ  ବିଜୟ ରଞ୍ଜନ ସିଂ ବରିହା ଯୋଗଦେଇଥିଲେ ।  ସୁରେନ୍ଦ୍ର ମେହେର ମୁଖ୍ୟ…