କାର୍ଲାକୋଟ ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ 

0

ନୂଆପଡା /ପ୍ରିୟବ୍ରତ ପଣ୍ଡା , ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ର କାର୍ଲାକୋଟ ପଞ୍ଚାୟତ ରେ ପିଠା କାର୍ଯ୍ୟକ୍ରମ ସରକାର ଙ୍କ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ।ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତୀ ତିଲୋତ୍ତମା ନାଗ ସଭାପତି ହୋଇଥିବା ବେଳେ ଏପିଓ ଜଇତେନ୍ଦ୍ର ସାହୁ ,ପି ଇ ଓ ଶ୍ରୀମାନ କାର୍ତିକ ମାଝୀ ,ସି ଡି ପି ଓ ସବିନା ଲାକ୍ରା ତଥା ପଞ୍ଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ରେ ସ୍ପ୍ରେଡ ଅନୁଷ୍ଠାନ ପକ୍ଷରୁ ଶମ୍ଭୁ ସାହୁ (ଜିଲ୍ଲା ସଂଯୋଜକ ),ନାରାୟଣ ଜେନା ,କୁନାଲ ବେହେରା ,କସ୍ତୁରୀ ସାମଲ,ଦେବେନ୍ଦ୍ର ଭିତ୍ରିଆ ,ଦୀନବନ୍ଧୁ ଛତ୍ରୀଆ ,ଲୋକ ସୂଚନା କେନ୍ଦ୍ର ସଂଯୋଜକ ପ୍ରିୟବ୍ରତ ପଣ୍ଡା ଉପସ୍ଥିତ ଥିଲେ ଏବଂ ଖାଦ୍ୟସୁରକ୍ଷା ଏବଂ ପୁଷ୍ଟି ଉପରେ ଆଲୋକପାତ କରିଥିଲେ 

Leave A Reply

Your email address will not be published.