ନିଜ ସମର୍ଥକଙ୍କ ସହ ବିଚାର ବିମର୍ଷ କଲେ ଘିବେଲା,ଜଣ ହେବ ଆସନ୍ତା ବିଧାନସଭା ନିର୍ବାଚନରେ ତାଙ୍କ ରଣନୀତି 

0

 ପଦ୍ମପୁର/ନିଳ ଦୀପ-ପଦ୍ମପୁର ସହରର ଘିବେଲା କମ୍ପ୍ଲେକ୍ସ ଠାରେ ଯାଦବ ସମାଜର ବ୍ଳକ ସଭାପତି ଶ୍ରୀଯୁକ୍ତ କେଶବ ଜାଲଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଆଗାମୀ ୨୦୧୯ ନିର୍ବାଚନରେ ଯାଦବ ସମାଜ କେଉଁ ରଣନୀତି ନେଇ ବିଧାୟକ ପ୍ରାର୍ଥୀ ତଥା ଯୁବନେତା ରାଜୁ ଘିବେଲାଙ୍କ ପାଇଁ ନିର୍ବାଚନ ଲଢିବ ତଥା ନିର୍ବାଚନର ପ୍ରସ୍ତୁତ ବିଷୟରେ ଆଲୋଚନା ହୋଇଥିଲା ।ଏହି ସଭାରେ ପୂର୍ଣ୍ଣ ମହାକୁଡ଼, ଉମାକାନ୍ତ ହାତୀ, ଧନମାଲି ହାତୀ, ଚିତ୍ତ ପାଣ୍ଡେ,ନିରାକାର ଜାଲ ତଥା ଅନ୍ୟାନ୍ୟ ଯାଦବ ଭାଇମାନେ ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ ।ନିଜ ସମର୍ଥକଙ୍କ ବହୁ ସମୟ ଧରି ବିଚାର ବିମର୍ଷ  କରି  ଆସନ୍ତା ବିଧାନସଭାରେ ତାଙ୍କ ରଣନୀତି କଣ କରାଯିବ ଉଚିତ ତାହାରି ଉପରେ ଆଲୋଚନା କରିଥିଲେ |  

 

Leave A Reply

Your email address will not be published.