Sign in
Sign in
Recover your password.
A password will be e-mailed to you.
ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା
ବଲାଙ୍ଗିର/ନିରୋଜ ମିଶ୍ର - ବଲାଙ୍ଗିର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ରାମ ଗୋପାଲ ହିନ୍ଦୀ ହାଇସ୍କୁଲ ଠାରେ ଶାଳା ସିଦ୍ଧି ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରାଯାଇଥିଲା । ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଏହାକୁ ଉଦଘାଟନ କରିଥିଲେ…
ଉନ୍ନାଓ ଓ ରାସ୍ନାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ପ୍ରତିବାଦ, ବିଜୁ ମହିଳା ଜନତା ଦଳର କ୍ୟାଣ୍ଡେଲ୍ ଶୋଭାଯାତ୍ରା
ଭୁବନେଶ୍ୱର,: ବିଜେପି ଶାସିତ ରାଜ୍ୟଗୁଡିକରେ ମହିଳାମାନଙ୍କ ପ୍ରତି ବଢ଼ୁଥିବା ଅତ୍ୟାଚାର, ଅସମ୍ମାନ ଓ ଦୁଷ୍କର୍ମ ସୀମା ଟପିଛି । ଦୋଷୀ ଓ ଅଭିଯୁକ୍ତଙ୍କୁ ବିଜେପି ସରକାର ସୁରକ୍ଷା ପ୍ରଦାନ କରୁଛନ୍ତି । ଯେପରି ଭାବରେ ରାଜ୍ୟ ଓ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଜନୈକ ଉତ୍ତରପ୍ରଦେଶ…
ଲୋକ ଭୁଲିବା ଆରମ୍ଭ କଲେଣି ବଲାଙ୍ଗୀରରେ ମୁନିସିପାଲିଟି ଅଛି ବୋଲି
ଦୁର୍ନୀତିଗ୍ରସ୍ତ ପୈାରପରିଷଦକୁ ବରଖାସ୍ତ କରାଯାଉ : ସମରେନ୍ଦ୍ର..
ବଲାଙ୍ଗିରରୁ ନିରୋଜ ମିଶ୍ର : ଦିର୍ଘବର୍ଷ ହେଲା ବଲାଙ୍ଗିର ପୈାରପରିଷଦ ଶାସକ ଦଳର କବଜାରେ ଅଛି । ଏହାର କାର୍ଯ୍ୟକାଳ ଯେତିକି ବଢୁଛି ପୈାରପରିଷଦର ଶୂନ୍ୟତା ସେତେ ବୃଦ୍ଧି ପାଉଛି । ଧିରେ ଧିରେ ଲୋକେ ପୈାରପରିଷଦ…
ମହିଳାମାନଙ୍କ ଉପରେ ବଢୁଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରତିବାଦ, କଂଗ୍ରେସର ରାଜ୍ୟବ୍ୟାପୀ କ୍ୟାଣ୍ଡେଲ ଶୋଭାଯାତ୍ରା
ଭୁବନେଶ୍ୱର-:ଜମ୍ମୁ ଓ କାଶ୍ମୀରରେ କାଠବା ଗଣଦୁଷ୍କର୍ମ ଓ ହତ୍ୟାଏବଂ ଉତ୍ତର ପ୍ରଦେଶର ଉନାଓ ଗଣଦୁଷ୍କର୍ମରେ ନରେନ୍ଦ୍ର ମୋଦି ସରକାର ଦୁଷ୍କର୍ମକାରୀ ମାନଙ୍କୁ ଘଣ୍ଟ ଘୋଡାଉଛନ୍ତି। ଦେଶରେ ମହିଳା ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ସେହିପରି ବିଜେଡ଼ି ସରକାରରେ…
କେମିତି ପୂରଣ ହୋଇ ଚାଲିଛି ବିଜୁ ବାବୁଙ୍କ ସ୍ବପ୍ନ
ତାଙ୍କ ଦ୍ୱାରା ପ୍ରତିଷ୍ଠା ୧୪୭ ପଞ୍ଚାୟତ ଶିଳ୍ପରୁ ୧୩୭ ବନ୍ଦ
ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଖର୍ଚ୍ଚ ହୋଇଛି ୨୦ କୋଟି ୮୦ ଲକ୍ଷ ଟଙ୍କା
ଭୁବନେଶ୍ୱର : ଗ୍ରାମାଞ୍ଚଳରେ ଲୋକଙ୍କୁ କାମଧନ୍ଦା ଯୋଗାଇବା ସହିତ ଆଞ୍ଚଳିକ ଶିଳ୍ପର ବିକାଶ ପାଇଁ ପ୍ରବାଦ ପୁରୁଷ ବିଜୁ ଚାଲୁଥିବା ବେଳେ ୧୩୭ଟି…
ଯାଜପୁର ପୋଲିସକୁ ବଡ ସଫଳତା, ଜେଲ ଗଲେ ୭ ଆନ୍ତଃରାଜ୍ୟ ଡକାୟତ
ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଧର୍ମଶାଳା ପୋଲିସ ସ୍ଥାନୀୟ ଜାରକା ନିକଟରୁ ୭ଜଣ ଆନ୍ତଃ ରାଜ୍ୟ ଡକାୟତ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଆଜି ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।…
ପଦ୍ମପୁର ଉପଖଣ୍ଡରେ ଯୋଗଦେଲେ ନୂତନ ଉପଜିଲ୍ଲାପାଳ
ପଦ୍ମପୁର(ନୀଳ ଦୀପ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଶୁକ୍ରବାର ପୂର୍ବାହ୍ନରେ ଦୌଳତ ଚନ୍ଦ୍ରକାର ନୂତନ ଉପଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିବା ସହିତ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ…
ଶ୍ରେଷ୍ଠ ଲୋକକଳା କଳାକାର ମାନଙ୍କୁ ଜିଲ୍ଲାପାଳଙ୍କ ସମ୍ୱର୍ଦ୍ଧନା
ଯାଜପୁରରୋଡରୁ ବିଶ୍ୱଜିତ ମାଝି : ୮ମ ରାଜ୍ୟ ସ୍ତରୀୟ ଲୋକକଳା ମହୋତ୍ସବରେ ଯାଜପୁର ଜିଲ୍ଲାର ଲୋକକଳାର କଳାକାର ଓ ସଂଘ ଉଲ୍ଲେଖନୀୟ ସଫଳତା ହାସଲ କରିଚ୍ଥି । ଧର୍ମଶାଳା ବ୍ଲକ କଳା ସଂସ୍କୃତି ସଂଘ ସହ ଜଣେ ଶ୍ରେଷ୍ଠ କଳାକାର ସମ୍ମାନ ହାସଲ କରିଚ୍ଥି ଯାଜପୁର ଜିଲ୍ଲା । ଶ୍ରେଷ୍ଠ ବ୍ଲକ …
ଜିଲ୍ଲାରେ ରୁବେଲା ଓ ମିଳିମିଳା ଟୀକାକରଣ ଶତକଡା ୯୯.୪୩ ଭାଗ, ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ପଲସ୍ ପୋଲିଓ ଟୀକାକରଣ ଚଳିତ…
ଯାଜପୁର(ବିଶ୍ୱଜିତ ମାଝି): ଜିଲ୍ଲା୍ରେ ରୁବେଲା ଓ ମିଳିମିଳା ଟୀକାକରଣରେ ଶତକଡା ୯୯.୪୩ ଭାଗ ସଫଳତା ମିଳିଛି । ମୋଟ ୪୮୩୩୯୯ଜଣ ଶିଶୁଙ୍କୁ ଟୀକାକରଣର ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ୪୮୦୬୫୪ଜଣଙ୍କୁ ଟୀକାକରଣ କରାଯାଇଥିଲା । ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯାଳୟଠାରେ…
ଓଡିଆରେ ନାମ ଫଳକ ନହେଲେ ଅର୍ଥଦଣ୍ଡ ।
୧୫ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ, ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନେ ଓଡିଆ ଭାଷାରେ ନାମ ଫଳକ
ଯାଜପୁରରୁ ଜୟଶଙ୍କର ଦାଶ : ଓଡିଆ ଭାଷାକୁ ସାର୍ବଜନୀନ କରିବା ଲକ୍ଷ୍ୟରେ ପ୍ରଶାସନ ପ୍ରୟାସ ଜାରି ରଖିଛି । ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ସରକାରୀ, ବେସରକାରୀ,…