ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/8lOlM8g1B6s   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି (ରବିବାର) ପକ୍ଷ ପାଳନର ପଞ୍ଚମ ଦିନରେ ଜିଲ୍ଲାସ୍ତରୀୟ ଐତିହ୍ୟ ଗଣଦୌଡ…

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

ବାଣପୁର:(ସେକ୍ କୌସର):ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘର ନବନିର୍ବାଚିତ ସଭାପତି ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଓକିଲ ସଂଘର ଅନେକ ସଦସ୍ୟ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ସଂଘର…

କାଶୀନଗର ବ୍ଲକ ରେ ଭୋଗ ମଣ୍ଡପ ଓ ସ୍ବର୍ଗଦ୍ବାର ର ଉଦଘାଟନ କଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ଗୌରୀ ଗ୍ରାମ ଠାରେ ଶିବ ମନ୍ଦିର ନବୀକରଣ ଓ ଭୋଗ ମଣ୍ଡପ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଭୋଗ ମଣ୍ଡପ ର ଶୁଭ ଉଦଘାଟନ…

ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଜଳିଗଲା ଘର।

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଧିନ ସାରଡାଙ୍ଗ ଗାଁର ମନୋରଞ୍ଜନ ପଣ୍ଡାଙ୍କ ଘରେ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ୨ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି।ଅଗ୍ନିକାଣ୍ଡରେ ଘରେ ଥିବା ୨ଟି ବାଇକ,ଗୋଟିଏ ସାଇକେଲ, ନଗଦ ଟଙ୍କା,ସୁନା, ରୂପା ଅଳଙ୍କାର ସମେତ ଘରର ସମସ୍ତ ଆସବାବପତ୍ର ପୋଡ଼ି…

ଆପୋଲୋ ହସ୍ପିଟାଲ ରେ ଜାତୀୟ ସ୍ତରୀୟ ଶଲ୍ୟଚିକିତ୍ସା ସମ୍ମିଳନୀ

ରାଉରକେଲା,(ବସନ୍ତ କୁମାର ଜେନା): ସେକ୍ଟର ୧୯, ଓଡିଶା - ଭାରତୀୟ ସର୍ଜନସ୍ ଆସୋସିଏସନ୍ (ଏଏସଆଇ), ରାଉରକେଲା ଚାପ୍ଟର, ୪ ଏବଂ ୫ ମାର୍ଚ୍ଚ ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ସମ୍ମିଳନୀ "ଏଡବ୍ଲୁଆର ବିପ୍ଳବ: ମରାମତି ଏବଂ ବିଅଣ୍ଡ ୨୦୨୬" ଆୟୋଜନ କରିଥିଲା ।…

ଓଡ଼ିଆ ପକ୍ଷ ପାଳନ ଅବସରରେ ଜଗତସିଂହପୁରରେ ଐତିହ୍ୟ ଗଣ ଦୌଡ ଆୟୋଜିତ

 ଜଗତସିଂହପୁର,ତା-୦୫.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଆୟୋଜିତ ହୋଇଯାଇଅଛି। ସ୍ଥାନିୟ ଶ୍ରୀ କୃଷ୍ଣ ଏକାଡେମୀ ରୁ ସକାଳ ୬.୩୦ରୁ ଆରମ୍ଭ ହୋଇଥିବା ଏହି ଗଣ…

“ଅପରାହ୍ନ” ପକ୍ଷରୁ ଗଜପତିର ସାହିତ୍ୟ ଝର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଅପରାହ୍ନ" ଖବରକାଗଜ ଓ ସିଦ୍ଧାନ୍ତ ସାହିତ୍ୟ ପରିବାର ପକ୍ଷରୁ ମିଳିତ ଭାବେ ଆଜି (ରବିବାର) ସନ୍ଧ୍ୟାରେ ସାହିତ୍ୟ ଆଲୋଚନା , କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ପାରଳାର ଶତାୟୁ ଅନୁଷ୍ଠାନ ଉତ୍କଳ ହିତୈଷିଣୀ ସମାଜର ସଭାଗୃହ ଠାରେ ଅନୁଷ୍ଠିତ…

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ୯ମ ସନ୍ଧ୍ୟା ଯୁଦ୍ଧଯାତ୍ରା ଅବସରରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ

ଓଡ଼ଗାଁ, ୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ନବମ ସନ୍ଧ୍ୟା ଯୁଦ୍ଧଯାତ୍ରା ବେଶ ପରିପ୍ରେକ୍ଷୀରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରବିବାର ପ୍ରଭୁଙ୍କ ଯୁଦ୍ଧଯାତ୍ରା ଦୃଶ୍ୟ ଓ ରାବଣ…

ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ୯ମ ସନ୍ଧ୍ୟା,

ପ୍ରଭୁଙ୍କ ଯୁଦ୍ଧ ଯାତ୍ରା ଦୃଶ୍ୟ ଓ ରାବଣ ପୋଡ଼ି ଉତ୍ସବର ମଜା ଉଠାଇଲେ ଶ୍ରଦ୍ଧାଳୁ ଓଡ଼ଗାଁ, ୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀ ରଘୁନାଥ ଜୀଉଙ୍କ ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରାର ନବମ ସନ୍ଧ୍ୟା ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା। ଏହି…

ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ

ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ ମାମଲା ରୁଜୁ ଓଡ଼ଗାଁ,୫।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ବେରୁହାଁବାରୀ ଗାଁରେ ଜାତିଆଣ ଭେଦଭାବକୁ ନେଇ ୨ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଉଭୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାରେ ୨ ମାମଲା ରୁଜୁ ହୋଇଛି।୪ ଦିନ…