Sign in
Sign in
Recover your password.
A password will be e-mailed to you.
ଗୋବରାରେ ବିଜେପିର ମହାମିଶ୍ରଣ ପର୍ବ
ବିଜେଡି ଛାଡି କାଉନସିଲର, ସରପଞ୍ଚ, ପୁର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ସମେତ ୫୦୦ରୁ ଉର୍ଦ୍ଧ୍ବ କର୍ମୀ ବିଜେପିରେ ସାମିଲ ।
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ପଞ୍ଚାୟତ ନିର୍ବାଚନ ଆଉ ମାତ୍ର ଦେଢ ବର୍ଷରୁ କମ୍ ସମୟ ଥିବା ବେଳେ ଏହାକୁ ଆଖି ଆଗରେ ରଖି ସୋରଡା ନିର୍ବାଚନ ମଣ୍ଡଳୀ…
ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଲୋଚନା ଚକ୍ର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଗାଙ୍ଗପୁର ଥାନା ପରିସରରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି…
ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିରେ ଅସମ୍ଭାଳ ଜାଡ:
ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ, ଗ୍ରାମାଞ୍ଚଳରେ ପାଖାପାଖି ୨ ଡିଗ୍ରୀ ଥିବା ଅନୁମାନ.
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ/ ଦେବେନ୍ଦ୍ର ନାୟକ): ପୁଣି ଜାଡରେ କଲବଲ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ…
ଟିପିସିଓଡିଏଲ୍ ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜିଲି ଯୋଜନା ଷ୍ଟଲରେ ତିନି ଅଲିମ୍ପିଆନ: ପଦ୍ମଶ୍ରୀ ଦିଲୀପ ତିର୍କୀ ,…
ବର୍ତ୍ତମାନ ସମୟରେ ସମସ୍ତେ ସୌରଶକ୍ତି ଆପଣାଇବା ଉଚିତ : ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲୀପ ତୀର୍କି
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ ପରିସରରେ ଲାଗିଥିବା ଟିପିସିଓଡିଏଲ୍ ପିଏମ୍ ସୂର୍ଯ୍ୟ ଘର : ମୁଫ୍ତ ବିଜିଲି ଯୋଜନା ସମ୍ପର୍କିତ ଷ୍ଟଲ୍ ବୁଲି ଦେଖିବା ସହ ରୁଫଟପ୍ ସୋଲାର ସ୍ଥାପନ…
ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲର କଠୋର ଆଭିମୁଖ୍ୟ
ବାଲେଶ୍ୱର, ୬ ।୧୨ : ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛି ଟିପିଏନଓଡିଏଲ । ଏହି କ୍ରମରେ ବାଲେଶ୍ୱର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଚୋରି ରୋକିବାକୁ ଚଢାଉ ଜାରି ରହିଛି । ଗତ ୪ ତାରିଖରେ ଟିପିଏନଓଡିଏଲ…
ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକର ଙ୍କ ଶ୍ରାଦ୍ଧ ଦିବସ ପାଳିତ
ଜଗତସିଂହପୁର -ତା ୬.୧୨.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକର ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ…
୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ
ଜଗତସିଂହପୁର ତା ୦୬/୧୨ /୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ପରିସରସ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ, ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ ୬୯ତମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା…
ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ
ଜଗତସିଂହପୁର, ତା ୬/୧୨/୨୫ସୁମନ୍ତ କୁମାର ଦାସ: ଆସନ୍ତା ତା.୨୩-୧୨-୨୦୨୫ ଓ ୨୪-୧୨-.୨୦୨୫ରିଖ ଦୁଇଦିନ ଧରି ସ୍ଥାନୀୟ କଲେକ୍ଟୋରେଟ ପଡିଆରେ ଜ଼ିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହେବ। ଏଥି ପାଇଁ ଶନିବାର ତା ୦୬.୧୨.୨୦୨୫ରିଖରେ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ…
୧୮ ମାସରେ ୧୮ରୁ ଉଦ୍ଧ୍ୱର୍ ପରୀକ୍ଷା ବାତିଲ
ଏଏନ୍ଏମ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି
ତ୍ରୁଟିଶୁନ୍ୟ ପରୀକ୍ଷା ପରିଚାଳନା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ
ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ରାଜ୍ୟ ସରକାର ଆଣିଥିବା ଆଇନ ଶୀତଳ ଭଣ୍ଡାରରେ
ଭୁବନେଶ୍ୱର, ୦୬/୧୨/୨୦୨୫:…
ବିଜେପିରେ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ମିଶିବା ପ୍ରସଙ୍ଗ
ବରପଦା ଇଞ୍ଜିନିୟରିଂ କଲେଜକୁ ନେଇ ବିଜେପି ସହ
ଡିଲ୍ ହୋଇଛି: ବ୍ୟୋମକେଶ ରାୟ
ଇଡି କେସ୍ରୁ ବଞ୍ଚିବାକୁ ବିଜେପିରେ ଯୋଗଦାନ
ଭଦ୍ରକବାସୀ ବିଜେପିକୁ ନାପସନ୍ଦ କରୁଛନ୍ତି
ଆଗାମୀ ଦିନରେ ଭୋଟ୍ରେ ଜବାବ ଦେବେ ଜନତା
ଭୁବନେଶ୍ୱର, ୦୬/୧୨/୨୦୨୫: ବିଜେପିରେ ପ୍ରୟାସକାନ୍ତି ସାମଲ…